Sign in
Sign in
Recover your password.
A password will be e-mailed to you.
ସଂସଦ ଅମର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ଚାଷୀ ସଂଗଠନ ସମନ୍କୟ ସମିତି
ପଦ୍ମପୁର-ଆଜି ଦିନ ଚାଷୀ ସଂଗଠନ ସମନ୍କୟ ସମିତି ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ସଂପାଦକ ଶ୍ରୀ କିଶୋର ଚନ୍ଦ୍ର ଦେବତାଙ୍କ ନେତୃତ୍ବରେ ଭୁବନେଶ୍ବର ଗ୍ରସ୍ତ କରିଥିଲେ । ୨୦୧୮ ଓ ୨୦୨୭ ଫସଲ ବୀମା ସମସ୍ୟା ରେ ସାଂସଦ ଅମର ପଟ୍ଟନାୟକଙ୍କ ହସ୍ତକ୍ଷେପ ରେ YCF ଓ ACF ଉଠିଥିବାରୁ ତାଙ୍କୁ…
ପ୍ରାତଃ ୩ଟାରେ ମଙ୍ଗଳ ଆରତି, ୭ଟାରେ ପହଣ୍ଡି : ୧୨ ଟା ୩୦ ରଥ ଟଣା ଆରମ୍ଭ
ରଥଯାତ୍ରା: ଆସିଲା ସୁପ୍ରିମକୋର୍ଟର ଗାଇଡଲାଇନ
ସମୀକ୍ଷା ପରେ ଚୁଡାନ୍ତ ହେଲା ମହାପ୍ରଭୁଙ୍କ ନୀତି କାନ୍ତି
ପୁରୀ (ଅନିମେଶ ପଟ୍ଟନାୟକ): ସବୁ କଳ୍ପନାର ଅନ୍ତ ଘଟାଇ ରଥଯାତ୍ରା ହେବା ଖବର ସମଗ୍ର ଓଡିଆଙ୍କୁ ଖୁସି ଆଣିଦେଇଛି । ସତ୍ୟର ଜୟ ହୋଇଛି । ପରମ୍ପରା ବଜାୟ ରଖି ରଥଯାତ୍ରା କରିବାକୁ…
ରଥରେ ରହିବେ ୧୦, ରଥ ଟାଣିବେ ୫୦୦
http://www.youtube.com/watch?v=JJm23rMWSuY
ପୁରୀ (ଅନିମେଶ ପଟ୍ଟନାୟକ) : ରଥ ଟାଣିବା ବେଳେ ରଥରେ ସେବାୟତମାନେ ରୁହନ୍ତି | ହେଲେ ଏଥର ସେଠି ନେଇ କଟକଣା ଜାରି ହୋଇଛି | ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରଥରେ ମାତ୍ର ୧୦ଜଣ ସେବାୟତ ରହିବେ | ଆଉ ସମସ୍ତ ସେବାୟତ…
ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଗଛ ରୋପଣ କରି ଜନ୍ମଦିନ ପାଳନ କଲେ ରାନୁ ।
ପଦ୍ମପୁର-ବୄକ୍ଷ ରୋପଣ ଦ୍ବାରା ପରିବେଶ ସୁରକ୍ଷିତ ରହିଥାଏ ଏବଂ ପରିବେଶର ସୌନ୍ଦର୍ଯ୍ୟ ବୄଦ୍ଧି କରିଥାଏ । ଲୋକମାନେ ସାଧାରଣତଃ କୌଣସି ଏକ ଦିନକୁ ସ୍ମରଣୀୟ କରିବା ପାଇଁ ସେହି ଦିନରେ ବୄକ୍ଷ ରୋପଣ କରି ସେହି ବୄକ୍ଷର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାନ୍ତି । ସେହିପରି ପାଇକମାଲ ବ୍ଳକ ପଳସଦା…
ବୁଧବାର ଦିନ ୨ଘଟିକା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ ଡ଼ାଉନ
ଭୁବନେଶ୍ୱର : ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ ଡ଼ାଉନ ଘୋଷଣା କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର | ଏହି ସମୟରେ ପୁରୀକୁ ଯାତ୍ରୀବାହୀ ବାସ, ଟ୍ରେନ ବା ଅନ୍ୟ ଗାଡ଼ିଙ୍କ ଯାତାୟାତ ଉପରେ କଟକଣା | କେବଳ ଅତ୍ୟାବଶ୍ୟକ ସେବା…
” ସବୁରି ଉପରେ ମହାପ୍ରଭୁଙ୍କ ଇଛା , ତାଙ୍କର ଇଛା ପାଳନ କରିବାକୁ ପ୍ରସ୍ତୁତ”
http://www.youtube.com/watch?v=Dg6a1WONTBw
ସୁପ୍ରିମକୋର୍ଟ ଓ କେନ୍ଦ୍ରସରକାରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ମାନସୀ ମିଶ୍ର) : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ଯୋଗୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି…
ରଥଯାତ୍ରା ତଦାରଖ ପାଇଁ ୩ ମନ୍ତ୍ରୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ
ଭୁବନେଶ୍ୱର:ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାକୁ ସୁରୁୁଖୁରୁରେ ସାରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଯଦିଓ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରଥ ଯାତ୍ରାପାଇଁ ବହୁ ପୂର୍ବରୁ ପ୍ରସ୍ତୁତି…
ଅପେକ୍ଷାର ଅନ୍ତ, ରଥାରୁଢ଼ ହେବେ କାଳିଆ ସାଆନ୍ତ : ପ୍ରଶାସନ ପ୍ରସ୍ତୁତ
ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ କହି " ଜୟ ଜଗନ୍ନାଥ"
ମୁଖ୍ୟମନ୍ତ୍ରୀ ନେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ପୂର୍ବକ ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ : ଡ଼ କୁମାର
ପ୍ରସ୍ତୁତି ଚୂଡାନ୍ତ କରିବାକୁ ପ୍ରଶାସନର ଜାରି ରହିଛି ତତ୍ପରତା…
ମିଳିଲା ଅନୁମତି, ବଡ ଦାଣ୍ଡରେ ଗଡ଼ିବ ତିନି ରଥ
Bhubaneswar(shasak Prashasak) : ରହିଲା ଭକ୍ତଙ୍କ ମାନ | ସଫଳ ହେଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମ | ନ୍ୟାୟ ପାଇଲେ ପୁରୀରେ ରଥଯାତ୍ରା କରିବା ପାଇଁ ଆବେଦନ କରିଥିବା ଆବେଦନକାରୀ | ବଡ ଦାଣ୍ଡରେ ଗଡ଼ିବା ତିନି ରଥ | କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ମାନ୍ୟବର…