କରୋନା : ଆଜି ଚିହ୍ନଟ ଯେତିକି ସୁସ୍ଥ ସେତିକି 

ରାଜ୍ୟରେ କରୋନା ମୁକ୍ତ  ହେଲେ ୧୪୩ ଜଣ  ଭୁବନେଶ୍ୱର : ଆଜି ରାଜ୍ୟରେ ୧୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି କରୋନା ମୁକ୍ତ ହୋଇଛନ୍ତି ୧୪୩ ଜଣ | ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୮୬୩ରେ ପହଂଚିଛି |  ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଂଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ…

ଗୋପାଳକୃଷ୍ଣ ସ୍ମୃତି କଳା  ପରିଷଦ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗୋପାଳକୃଷ୍ଣ ସ୍ମୃତି କଳା  ପରିଷଦ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କାରଣ ସାହି ସ୍ଥିତ କବି ଗୋପାଳକୃଷ୍ଣ କୁଟୀର ପରିସରରେ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକଙ୍କ ଅଧକ୍ଷତାରେ ନିଡାମ୍ବର ସହକାରେ ଆଜି…

ଝାରସୁଗୁଡ଼ା ଜିଲ୍ଲାର ଚାରୋଟି ଅଞ୍ଚଳ କଣ୍ଟେନମେନ୍ଟ ଜୋନ ଘୋଷିତ।।

ଝାରସୁଗୁଡା /ସୁବାଷ ସାହାରେ : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବ୍ରଜରାଜନଗର ପୌରାଞ୍ଚଳର ଦୁଇଟି ଓ ଝାରସୁଗୁଡ଼ା ପୌରାଞ୍ଚଳରେ ଦୁଇଟି ସ୍ଥାନକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ, ସ୍ବାସ୍ଥ୍ୟ ପରୀକ୍ଷଣ, ସାନିଟାଇଜେସନ ଭଳି କିଛି ଜରୁରୀକାଳୀନ ସେବା…

ଆସିବ ସୁଫଳ , ସ୍ଥିତି ଜଳଜଳ !

ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି, ବଡଦାଣ୍ଡରୁ ହଟିଲା ଉଠାଦୋକାନ ପୁରୀ(ଅନିମେଶ ପଟ୍ଟନାୟକ) : ଭକ୍ତଙ୍କ ଚାପ ଆଉ କାଳିଆ ଠାକୁରଙ୍କ ଲୀଳା ଯୋଗୁ ରଥ ଯାତ୍ରା ବିଧି ପାଳନ ହେବା ପାଇଁ ସୁଫଳ ଆସିବା ଜଳଜଳ ଦେଖାଯାଉଥିବା ବେଳେ ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି। ଏହାସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ…

ଡିଜିପିଙ୍କ ସହ ମୁଖ୍ୟ ସଚିବଙ୍କ ପୁରୀ ଗସ୍ତ

କରିବେ ରଥଯାତ୍ରା ପାଇଁ ଆୟୋଜନ ସ୍ଥିତିର ସମୀକ୍ଷା  ଭୁବନେଶ୍ୱର :  ରଥ ଯାତ୍ରା ବିଧି ଆୟୋଜନ ପାଇଁ ଆଶା ଧୀରେ ଧୀରେ ଉଜ୍ଜ୍ୱଳ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ | ତାଙ୍କ ସହିତ ପୋଲିସ…

ଗଜପତିଙ୍କ ସହ ନୀତିକାନ୍ତି ତଥା ରଥଯାତ୍ରା ସମ୍ପର୍କରେ କଥାହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ 

ସୋଲିସିଟର ଜେନେରାଲ ରଥଯାତ୍ରାର ନୀତିକ୍ରାନ୍ତିକୁ ଚାଲୁ ରଖିବା ପାଇଁ ଅଦାଲତରେ କଲେ ନିବେଦନ  ଭୁବନେଶ୍ୱର  : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ…

ଆସିଲା ଆଜ୍ଞା ମାଳ, କିଛି ସମୟ ପରେ ତିନି ରଥର ଦକ୍ଷିଣ ମୋଡ

ଜଣିକିଆ ଖଣ୍ଡପୀଠ ସଂଶୋଧନ ପିଟିସନକୁ କଲେ ଗ୍ରହଣ  ସିଜେଆଇ ନାଗପୁରସ୍ଥିତ ତାଙ୍କ  ବାସଭବନରୁ  ଭିଡିଓ କନଫରେନ୍ସିଂରେ କରିବେ ଶୁଣାଣି   ଆଇନର ଫନ୍ଦି ତା ବାଟରେ , କାଳିଆ ଠାକୁରଙ୍କ ବିଧି ତାଙ୍କ ବାଟରେ ପୁରୀ(ଅନିମେଶ ପଟ୍ଟନାୟକ): ଆଇନର ଫନ୍ଦି ତା ବାଟରେ | କାଳିଆ…

କ୍ୱାରେଣ୍ଟାଇନରେ ଅଘଟଣ : ଚାଲିଗଲା ତିନିବର୍ଷର ଶିଶୁର ଜୀବନ 

ଗାଇସିଲେଟ : ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣେ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ମୄତ ଶିଶୁର ପରିବାର ଦୀର୍ଘ ୧୧ ଦିନ ହେବ ଗାଇସିଲାଟ କ୍ବାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ଏହି ପରିବାର ତେଲେଙ୍ଗାନାରୁ ଆସିଥିବା ବେଳେ ସେମାନଙ୍କ…

ଆଜି ଚିହ୍ନଟ ହେଲେ ୧୪୩ ଜଣ ପଜିଟିଭ 

ଭୁନନେଶ୍ୱର :   ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୪୩ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ୧୩୭ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ଚିହ୍ନଟ ହୋଇଛନ୍ତି ସାଧାରଣ ଅଂଚଳରୁ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ…

ଆଜି ରାୟକୁ ଅପେକ୍ଷା, ହେବକି କାଳିଆ ଠାକୁରଙ୍କ ବିଧି ରକ୍ଷା !!!

ସେପଟେ ମାନସିକ ପ୍ରସ୍ତୁତିରେ ସରକାର, ରଥ ଖଳାରେ ରଥ ତୟାର  ଅନୁମତି ମିଳିଲେ କଟକଣା ଭିତରେ ହେବ ରଥ ଯାତ୍ରା ବିଧି  ପୁରୀରୁ ଅନିମେଶ ପଟ୍ଟନାୟକ)/ଭୁବନେଶ୍ୱରରୁ ଗିରିଜା ଦାଶ): ଆଜି ବହୁ ପ୍ରତିକ୍ଷିତ  ଶୁଣାଣି | ଆଜି ରାୟକୁ ଅପେକ୍ଷା, ହେବକି କାଳିଆ ଠାକୁରଙ୍କ ବିଧି ରକ୍ଷା | ଯଦି ପୂର୍ବ…