ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂଆ ଶିଖରକୁ ନେବ – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲି • ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରତି ଲୋକପ୍ରିୟତା ବଢିଛି • ଗରିବଙ୍କ କଲ୍ୟାଣ କରିବା ମୋଦି ସରକାରଙ୍କ ପ୍ରାଥମିକତା • କୃଷି ଆଧାରିତ ବଜାରର ବ୍ୟବସ୍ଥା ପାଇଁ ୧ ଲକ୍ଷ କୋଟି ବ୍ୟୟବରାଦ • ମୋଦି ସରକାରରେ ଦେଶର ସୀମା ସୁରକ୍ଷିତ • ମୋଦିଙ୍କ…

“ଗୁଣ୍ଡିଚା ଯାତ୍ରା ଭଳି ଶୃଙ୍ଖଳାରେ ଅନ୍ୟ ବିଧି ପାଳନ ହେଉ”

http://www.youtube.com/watch?v=9JiFXl4lItE ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ନୀତି ସମ୍ପର୍କିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ  ଭୁବନେଶ୍ବର :ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନାପୂର୍ବକ ଯେଉଁଭଳି ଭାବେ  ଶ୍ରୀଜୀଉଙ୍କ ରଥଯାତ୍ରା  ଶୃଙ୍ଖଳିତ…

ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଶାସକ ପ୍ରଶାସକ) – ଲଗାତର ୨୦ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ୍ ଛକଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଉଭୟ କେନ୍ଦ୍ର ଓ…

 ଭିଏସଏସ  ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ କିଶୋର କୁମାର ସେନାପତି

ଝାରସୁଗୁଡ଼ା (ସୁବାଷ ସାହାରେ): ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବରେ କିଶୋର କୁମାର ସେନାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଜିଏମ (ଅର୍ଥ) ଦାୟୀତ୍ୱ ନିର୍ବାହ କରୁଥିଲେ।…

କରୋନା ଆତଙ୍କ ବେଳେ ଫୁଟିଲା ବ୍ରହ୍ମକମଳ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  : କରୋନା ମହାମାରୀକୁ ନେଇ ସହରବାସୀ ଏକ ପ୍ରକାର ଆତଙ୍କିତ ରହିଥିବା ବେଳେ ସ୍ଥାନୀୟ ଡେଙ୍ଗିଭାଡ଼ି ଏବଂ ସାଇ ବିହାର କଲୋନୀରେ  ପୁଷ୍ପ ବ୍ରହ୍ମକମଳ ଫୁଟିବା ଘଟଣା ସହରରେ ଚର୍ଚ୍ଚା ଓ ଧାର୍ମିକ ସମାଜ ପାଇଁ ଆନନ୍ଦର ସନ୍ଦେଶ ଆଣିଦେଇଛି । ମିଳିଥିବା ସୂତ୍ରରୁ…

୨୮ ଜୁନ ଠାରୁ ୩୦ ଜୁନ  ୩ ଦିନ ଧରି ଗଜପତି ସଟଡାଉନ୍ 

http://www.youtube.com/watch?v=csDCZ8Ij-1Q ଘୋଷଣା କଲେ  ଜିଲ୍ଲାପାଳ : ୨୭ ତାରିଖ  ସକାଳ ୫ ଘଣ୍ଟା ଠାରୁ ସନ୍ଧ୍ୟା ୯ଘଣ୍ଟା ଯାଏ ଖୋଲା ରହିବ ସମସ୍ତ ଦୋକାନ ବଜାର  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ଏକ ସପ୍ତାହ ହେଲା ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା…

ଚଣ୍ଡିଗଡରେ ବ୍ୟାଟେରି ସ୍ୱାପିଂ ସୁବିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ

• ପଞ୍ଜାବ ରାଜ୍ୟପାଳଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଯୋଗେ କଲେ ଲୋକାର୍ପଣ • ବିଦ୍ୟୁତଚାଳିତ ଗାଡିର ସରିଯାଇଥିବା ବ୍ୟାଟେରିକୁ ବଦଳାଇ ଚାର୍ଜ ଥିବା ବ୍ୟାଟେରି ନେଇହେବ • ଇଣ୍ଡିଆନ ଅଏଲ ଏବଂ ସନ୍ ମୋବିଲିଟିର ମିଳିତ ଉଦ୍ୟମରେ ନିର୍ମିତ • ବିଦ୍ୟୁତଚାଳିତ ଗାଡିର ମେଂଟେନାନ୍ସ ଖର୍ଚ୍ଚକୁ…

ସୋସିଆଲ ମିଡିଆରୁ ଖବର ପାଇ ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ଜୟଜବାନ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀ ।

ପଦ୍ମପୁର-କରୋନା କଟକଣା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । କରୋନା ଯୋଗୁଁ  କାମଧନ୍ଦା ବନ୍ଦ ରହିଛି । ଯାହାର ପ୍ରଭାବ ଥିଲାବାଲା ହେଉ ଅବା ଖଟିଖିଆ ସମସ୍ତଙ୍କ ଉପରେ ପଡିଛି । ଏହି ଦୟନୀୟ ସମୟରେ ବିଭିନ୍ନ ଅନୁଷ୍ଠାନ ମାନେ ଅସହାୟ ଲୋକଙ୍କୁ ସହାୟକ ହୋଇଛନ୍ତି । ସେହିପରି…

ସବୁ  ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି, ଆଗକୁ ବି ଚାଲିବ 

ଭୁବନେଶ୍ୱର( ଶାସକ ପ୍ରଶାସକ) ଯେଉଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ୧୨ ମେ ୨୦୨୦ ଏବଂ ଜୁନ୍ ପହିଲା ଠାରୁ ସ୍ୱତନ୍ତ୍ର ରୁଟ୍ ଓ ଟାଇମ୍ ଟେବୁଲ୍ ଦେଇ ଚଳାଚଳ କରୁଛି, ତାହା ସେହିପରି ଚଳାଚଳ କରିବ ଯେପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନି । ଲକ୍ଡାଉନ୍ ପରେ ଏହି ଟ୍ରେନ୍ ଗୁଡ଼ିକରେ ଯେଉଁମାନେ…

ଗୋଣ୍ଡୱାନା ସମାଜ ପକ୍ଷରୁ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ 

ଝାରସୁଗୁଡା(ସୁବାଷ ସାହାରେ)  ଅଖିଲ ଭାରତୀୟ ଗୋଣ୍ଡୱାନା ସମାଜଦ୍ବାରା ରାଣୀ ଦୁର୍ଗାବତୀଙ୍କ ୪୫୭ ତମ ବଳିଦାନ ଦିବସ କରୋନା ମହାମାରୀକୁ ଆଖି ଆଗରେ ରଖି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଗୋଣ୍ଡୱାନା ଭବନରେ ପାଳନ କରାଯାଇଛି। ରାଜ୍ୟ ଗୋଣ୍ଡୱାନା ସଂଘର ସଭାପତି ଶ୍ରୀ ମହେନ୍ଦ୍ର…