ଆଜି ରାଜ୍ୟରେ କରୋନା ୨୬୪/୩ 

ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୬୪ଜଣ କରୋନା ପଜିଟିଭ | ଆଉ ଗତ ୨୪ ଘଣ୍ଟା ଭିତରେ ଯାଇଛି ୩ ଜଣଙ୍କ ଜୀବନ | ଫଳରେ ମୃତକଙ୍କ ସଂଖ୍ୟ କରୋନା ଜନିତ ୨୧ ଓ ଅନ୍ୟ କାରଣରୁ ୭ରେ ପହଂଚିଛି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ଵାରେଣ୍ଟାଇନ ସେଣ୍ଟରରୁ ୨୩୪  ଜଣ ଓ…

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦିନିକିଆ ଗଜପତି ଗସ୍ତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଇ.ଆପାଙ୍ଗ ଆଓ ଶନିବାର ଦିନ ପାରଳାଖେମୁଣ୍ଡି ପହଞ୍ଚି ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ପ୍ରଦୀପ କୁମାର ପାତ୍ରଙ୍କ ସହ ଜିଲ୍ଲାରେ ଚାଲିଥିବା କରୋନା…

ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ  ନାକ୍ଟିଦେଉଳ ରେଞ୍ଜ ଅଧିନସ୍ଥ ଜାମୁଜୋରୀ ପଞ୍ଚାୟତର ବିନ୍ଧପୁର ଗ୍ରାମ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଖବର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବିନ୍ଧପୁର ଗ୍ରାମର ଓାର୍ଡ…

ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ବସ୍ତି : କିସ୍‍ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଗଲା ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା…

ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ୍‍, କଲେଜ ବନ୍ଦଥିବା ବେଳେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କିସ୍‍ କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ…

ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର ବୈଠକ

ବାଲେଶ୍ୱର (ଉଜ୍ଜ୍ୱଳ କର): ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ, ବାଲେଶ୍ୱର ଶାଖା ପକ୍ଷରୁ ହରି ପ୍ଲାଜାରେ ଏକ ବୈଠକ ଅନୁଷ୍ଠିତ  ହୋଇ ଯାଇଛି । ଏଥିରେ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆସନ୍ତା ମାସରୁ ଜନସାଧାରଣଙ୍କ ବିଭିନ୍ନ…

ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଲେ ଦେବାଶିଷ 

ବାରିପଦା ଆର୍ବାନ ବ୍ୟାଙ୍କ ଜମାଟଙ୍କା ଫେରସ୍ତ ରାୟ ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବାରିପଦା ଆର୍ବାନ ବ୍ୟାଙ୍କର ୭୨ ହଜାର ଜମାକାରୀମାନଙ୍କର ଜମା ରାଶି…

ଓଡିଆ ସମାଜର ୱେବିନାର : ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁଦାୟିତ୍ୱ ନେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର…

 ବିଶ୍ୱ ଏମଏସଏମଇ ଦିବସ ଅବସରରେ ଓଡିଆ ସମାଜର ୱେବିନାରରେ କେନ୍ଦ୍ରମନ୍ତ୍ରୀ • ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ ଉପରେ ଗୁରୁତ୍ୱାରୋପ • କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି • ବିଶ୍ୱ ବାଣିଜ୍ୟ ସହ ନିଜକୁ…

ନ୍ୟାୟ ପାଇଁ ଡ଼ିଜିଙ୍କ ଅଭିଯୋଗ ପ୍ରକୋଷ୍ଠରେ ମହିଳାଙ୍କ  ଅଭିଯୋଗ

ହାଟଡିହି /ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଚଳିତ ମାସ ଗତ 9 ତାରିଖ ମଙ୍ଗଳବାର ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା |   ଆକ୍ରମଣକାରୀ ମାନେ ସମ୍ପୃକ୍ତ ମହିଳା ଙ୍କୁ ପିଟି ରାସ୍ତା ରେ ପକାଇ ଦେଇ ଥିଲେ.  ଗୁରୁତର ଅବସ୍ଥା…

 ଆଦର୍ଶ ଶିକ୍ଷକ ତଥା ନାଟ୍ୟକାର ଶତ୍ରୁଘ୍ନ ମିଶ୍ରଙ୍କ ପରଲୋକ

ବୀରମହାରାଜପୁରରୁ (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ):  ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୁବଳୟା ଥାନାର ଅଡାଲ ଗ୍ରାମର ନାଟ୍ୟକାର ଶତ୍ରୁଘ୍ନ ମିଶ୍ର (୯୦) ଙ୍କ ତାଙ୍କ ଅଡାଲ ସ୍ଥିତ ବାସଭବନରେ ଆଜି ଶନିବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ସ୍ବର୍ଗତ ମିଶ୍ର ଏକାଧାରରେ ଜଣେ ନାଟ୍ୟକାର,…

ପୁରୁଣାବସ୍ତି ପୋଖରୀ କମିଟିର ବାରମ୍ବାର ଜିଲ୍ଲାପାଳଙ୍କୁ ଅବଗତ କରିବା ସତ୍ତ୍ୱେ ଆରମ୍ଭ ହେଲା ନାହିଁ ପୋଖରୀ କାର୍ଯ୍ୟ 

ଝାରସୁଗୁଡା/ସୁବାଷ ସାହାରେ : ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ପୁରୁଣା ବସ୍ତି ପୋଖରୀ ପୁନରୁଦ୍ଧାରକୁ ନେଇ ଏବେ ପୁଣି ଥରେ ଅଲୋଚନା ଆରମ୍ଭ ହୋଇସାରିଲାଣି ଯାହା ଦ୍ୱାରା ମରାମତି କାମ କେବେ ଠାରୁ ଆରମ୍ଭ ହେବ ତାହା ଦେଖିବାକୁ ଅଞ୍ଚଳ ଲୋକେ ଆଶାବାଦୀ ।  ବିଗତ ୨୨ ଡିସେମ୍ବର ୨୦୧୬ ମସିହାରେ…