କଡା କର୍ଫ୍ୟୁରେ ପାଳିତ ହେବ ବାହୁଡା ଯାତ୍ରା 

ପୁରୀ(ଅନିମେଶ ପଟ୍ଟନାୟକ ) ;  ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ, ଅଧର ଓ ନିଳାଦ୍ରୀ ବିଜେ ନୀତି ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ସୂଚନା ଦେଇଛନ୍ତି। ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ…

ରାସ୍ତା ଜବର ଦଖଲ କୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ।

ଟିଟିଲାଗଡ (ଗୌରବ ଦର୍ଜି)-ଟିଟିଲାଗଡ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ତାଲଵାହଲ ର ସାଲେଦମକ ଗ୍ରାମବାସୀ ନିର୍ଭର କରୁଥିବା ପୋଖରୀକୁ ସଂଲଗ୍ନ ହୋଇଥିବା ରାସ୍ତା ଉପରେ ଗାଁର କିଛି ଅସାଧୁ ବ୍ୟକ୍ତି ମାନେ ଜୋର ଜବରଦଖଲ କବଜା କରିଥିବାର ଅଭିଯୋଗ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ତଥା…

ଚାଇଲ୍ଡଲାଇନ ଦ୍ଵାରା ମାନସିକ ଅସୁସ୍ଥ ୧୪ ବର୍ଷୀୟ ବାଳକ ଉଦ୍ଧାର। 

ଚିହ୍ନିଥିଲେ ଦୟାକରି ସୂଚନା ଦେବେ | ଝାରସୁଗୁଡ଼ା / ସୁବାଷ ସାହାରେ :ଗତକାଲି ରାତି ୯.୩୦ ସମୟରେ ଝାରସୁଗୁଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଝାରସୁଗୁଡ଼ା ବେହେରାମାଲ ସ୍ଥିତ କିସାନ ଛକରେ ଏକ ୧୪ ବର୍ଷୀୟ ବାଳକକୁ ଏକାକୀ ବୁଲୁଥିବା ଦେଖି ଚାଇଲ୍ଡଲାଇନ ୧୦୯୮କୁ ଖବର ଦେଇଥିଲେ। ତୁରନ୍ତ…

ଝାରସୁଗୁଡ଼ା ଏସପିଙ୍କ ନିଆରା ଉଦ୍ୟମ

ଝାରସୁଗୁଡ଼ା/ ସୁବାଷ ସାହାରେ : ଲୋକଙ୍କ ସହ ଫୋନରେ ଯୋଡ଼ିହେବେ ଝାରସୁଗୁଡ଼ା ଏସପି । ଏଥର ସିଧାସଳଖ ଫୋନ କରି ଏସପିଙ୍କ ପାଖରେ ନିଜର ଅଭିଯୋଗ କରିପାରିବେ ଜିଲ୍ଲାବାସୀ । ଲକଡାଉନ ଓ କୋରୋନା ମୁକାବିଲା ଯୋଗୁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଥିବାରୁ ଏଭଳି ଅଭିନବ ପ୍ରୟାସ କରିଛନ୍ତି ଏସପି  ଶ୍ରୀ…

ଆଜି ସୁସ୍ଥ ହେଲେ  ୧୮୪ ଜଣ 

ଭୁବନେଶ୍ୱର : ଆଜି ସୁସ୍ଥ ହେଲେ ୧୮୪ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା  ୪୬୦୬ ଜଣରେ ପହଂଚିଛି  | ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪୮ ଜଣ ଗଂଜାମରୁ, ୪୫ଜଣ ଖୋର୍ଦ୍ଧାରୁ, ୩୧ ଜଣ ବାଲେଶ୍ୱରରୁ, ୧୨ଜଣ  ଗଜପତିରୁ, ୧୦ ଜଣ ଭଦ୍ରକରୁ, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ,…

ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

ପଦ୍ମପୁର:  ଗତକାଲି ପଦ୍ମପୁର କେନ୍ଦୁପତ୍ର ଅତିଥି ଭବନରେ ପଦ୍ମପୁର ଡିଭିଜନ ର କେନ୍ଦୁପତ୍ର ଡିଏଫଓ ଶ୍ରୀ ପ୍ରକାଶ ଚାନ୍ଦ ଗୁଗିନେନୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  । ୨୦୧୭  ମସିହାରେ ଶ୍ରୀ ପ୍ରକାଶ ଚାନ୍ଦ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଭାବେ ଦାୟିତ୍ୱ ନେଇ ଥିଲେ । ଡିଏଫଓ…

ସୁନାବେଶ ଦିନ  ହିସାବ ଦେବେ ଅପରାଜିତା 

ଭୁବନେଶ୍ୱର : ବିଭିନ୍ନ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗି ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ଦେବେ ହିସାବ | ଏ ବିଷୟ ଆଜି ସାମାଜିକ ଗଣମାଧ୍ୟମରେ ସେ ସ୍ପଷ୍ଟ କରିଛନ୍ତି | ଆସନ୍ତା ଜୁଲାଇ ୨ ତାରିଖ ପବିତ୍ର ସୁନା ବେଶ ଦିନ ସେ ଦେବେ…

ସମ୍ବଲପୁର ଜିଲ୍ଲାରେ ଆଜି ୨ ନୂଆ କରୋନା  ପଜିଟିଭ୍ ଚିହ୍ନଟ,  ୪୯ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l  

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ରେ ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ୨ ଜଣକ  ରେଢ଼ାଖୋଲ ବ୍ଲକ ର  ବୋଲି ଜଣାପଡିଛି l  ଜଣେ ତାମିଲନାଡୁ (ପୁରୁଷ) ଏବଂ ଅନ୍ୟ ଜଣକ ଉତ୍ତରପ୍ରଦେଶ ( ମହିଳା)  ଫେରନ୍ତା ଏବଂ ବୟସ ଯଥାକ୍ରମେ  ୨୨ ଓ…

ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକ ବି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ 

ନୂଆଦିଲ୍ଲୀ (ଏସପିବି) : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ର ଫର୍ମ-୧ ଓ ଫର୍ମ-୧ ‘ଏ’ ରେ ସଂଶୋଧନ କରାଯାଇଛି । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା…

ଆଜି ଚିହ୍ନଟ ହେଲେ ୧୭୦ କରୋନା ପଜିଟିଭ 

ଭୁବନେଶ୍ୱର :ଆଜି  ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୦ ଜଣ କରୋନା ପଜିଟିଭ  | ସେମାନଙ୍କ ମଧ୍ୟରୁ ୧୪୩ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ  ୨୭ ଜଣ ସର୍ବସାଧାରଣ ଅଂଚଳରୁ  ଚିହ୍ନଟ ହୋଇଛନ୍ତି | ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ ରେ ପହଂଚିଛି |…