ଆଜି ବି ଡବଲ ସେଞ୍ଚୁରୀ : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୬୦୦୦ 

Bhubaneswar/ Shasak Prashasak : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୯୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ଯୋଇଥିବା ବେଳେ ୨୦ ଜଣ ଚିହ୍ନଟ ହୋଇଛନ୍ତି ସାଧାରଣ ଅଂଚଳରୁ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

ଜିଆରଏସ ନୋଟିସର ଜବାବ ଦେବା ପରେ  ଅଡୁଆରେ ବିଡ଼ିଓ 

ଜିଆରଏସଙ୍କୁ ବଳି ପକାଇବାକୁ ଚକ୍ରାନ୍ତ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି.  ହାଟଡିହି / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସ ରେ ବିନା କାର୍ଯ୍ୟ ରେ  ପ୍ରାୟ 25 ଜଣ ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତି…

ପଞ୍ଚଗାଁ ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ ଏମ୍.ସି.ଏଲ୍ ଦେବ ୯୮ ଲକ୍ଷ।

ପ୍ରସନ୍ନ କୁମାର ସିଂହ/ଲଖନପୁର: ମହାନଦୀ କୋଲଫିଲଡ ର ଭିତ୍ତିଭୂମି ବିକାଶ ଯୋଜନା ମାଧ୍ୟମରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ୯୮ ଲକ୍ଷ ମଞ୍ଜୁର କରିଛନ୍ତି। ୨୦୧୯ ମସିଆ  ଆର୍ପିଡିଏସସି ବୈଠକ ନିଷ୍ପତ୍ତି ଅନୁଯାୟୀ ଏହି ଅର୍ଥ ମଞ୍ଜୁରୀ…

ଛଡାଗଲା ହୀରାକୁଦ ଜଳ ଭଣ୍ଡାର ର ବନ୍ୟାଜଳ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ଆଜି ହୀରାକୁଦ ଜଳଭଣ୍ଡାର ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ପାରମ୍ପରିକ ପୂଜାପାଠ ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲା ଯାଇଥିଲା l ଏହା ପରେ ପର୍ଯ୍ୟାୟ କ୍ରମେ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ ଜାରୀ ରହିଛି l ତେବେ କରୋନା କଟକଣା ପାଇଁ ବନ୍ଧ…

ବାରିପଦା ଅର୍ବାନ୍ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ଫେରିପାଇବା ଆଶା ଉଜ୍ଜ୍ବଳ !

ହାଇକୋର୍ଟରେ ଶୁଣାଣୀ ଶେଷ, ରାୟ ସଂରକ୍ଷିତ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଉପକୃତ ହେବେ ହଜାର ହଜାର ଜମାକାରୀ ଗଚ୍ଛିତ ଅଛି ୮୨କୋଟିରୁ ଊର୍ଧ୍ବ, ୭୦ହଜାର ଜମାକାରୀ ପାଇବେ ୭୨କୋଟି ମ୍ୟାନେଜମେଣ୍ଟ୍ ଇନ୍ ଚାର୍ଜ(ଏମ୍ଆଇସି) ତଥା ଏଡିଏମଙ୍କୁ ଦାୟିତ୍ବ ବାରିପଦା(ଦିଲ୍ଲୀପ ମହାନ୍ତି): …

ଏପ୍ରିଲ ୪ ଗୁଳିକାଣ୍ଡର ମୁଖ୍ୟ ଆସାମୀ ଗିରଫ: ପିସ୍ତଲ,ବାଇକ ଓ ୧୧ ମୋବାଇଲ ଜବତ

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା :ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏପ୍ରିଲ ୪ ତାରିଖ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଆସାମୀ ବୁଗୁଡା ଜଗତପାଟଣା  ଗ୍ରାମର ସ୍ବର୍ଗତ ମାଗୁଣି କରଙ୍କ ପୁଅ ମୁନା ଓରଫ ଅର୍ଜୁନ କର( ୩୨)କୁ ପୋଲିସ ଗିରଫ କରିବା ସହ ତାହାଠାରୁ ଏକ ପିସ୍ତଲ, ଏକ ୟାମାହା…

ବରିଷ୍ଠ ଆଇନଜୀବୀ ସଜନ କେଡିଆଙ୍କ ପରଲୋକ। 

ଝାରସୁଗୁଡ଼ା ବାର ଏସୋସିଏସନର ପ୍ରତିଷ୍ଠାତା ସଭ୍ୟ ଓ ଏହାର ପୂର୍ବତନ ସଭାପତି ଶ୍ରୀ ସଜନ କେଡିଆଙ୍କ  ଦେହାନ୍ତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ସେସନ ଜଜଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବାର ଏସୋସିଏସନର ଏହି ଶୋକସଭାରେ ଉପସ୍ଥିତ ରହି ସର୍ବଶ୍ରୀ ରାମ ମନୋହର ରାଓ,…

ପୂର୍ତ୍ତ ବିଭାଗ ଦୁର୍ନୀତିରେ ହାଉଯାଉ , ଏଣେ ଗରିବ ଝାଡୁଦାର ଉପରେ ସାଧୁଛନ୍ତି ଦାଉ

  ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ):-ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲାରେ ଜନସାଧାରଣ ସଂଖ୍ୟା ପାଖାପାଖି ୨୩ ଲକ୍ଷରୁ ଅଧିକ ଥିବା ବେଳେ ଜିଲ୍ଲାର ପାଖାପାଖି ୭୦ ପ୍ରତିଶତ ଗରିବ ଅସହାୟ ଶ୍ରେଣୀର ଜନସାଧାରଣ ବାସ କରନ୍ତି କହିଲେ ଅଚୁକ୍ତି ହେବନାହିଁ |  ଜିଲ୍ଲାର ଏହି…

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ବରପାଲି ଠାରେ ରକ୍ତ ଦାନ ଶିବିର

ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲି ଠାରେ ଷଷ୍ଠ ଥର ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର କୁ ୩୦ ୟୁନିଟ୍ ରକ୍ତ ଦାନ କରାଯାଇଥିଲା ।ରକ୍ତ ଦାତାଙ୍କର ମଧ୍ୟରେ ଜଣେ  ମହିଳା ଓ ୨୯ ଜଣ…

ପାଣିରେ ବୁଡି ସପ୍ତମ ଶ୍ରେଣୀ ଛାତ୍ର ମ୍ରୁତ୍ୟୁ

Baragarh/Shasak prashasak) : ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦର ମହକୁମାର ନୂଆପଡାରେ ରହୁଥିବା ସପ୍ତମ ଶ୍ରେଣୀ ଛାତ୍ର ଦାମୋଦର କଟାରେ ବୁଡି ଗୁରୁବାର ମ୍ରୁତ୍ୟୁ ହୋଇଛି। ମ୍ରୁତକ ହେଲେ ସତ୍ଯମ ମହାପାତ୍ର (୧୨) । ନିତିଦିନିଆ ପରି ବଟକ୍ରୁଷ୍ନ ମହାପାତ୍ରଙ୍କ ପୁଅ ସତ୍ଯମ ଦାମୋଦର କଟାକୁ…