ଜାପାନର ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେ ଦେଲେ  ଇସ୍ତଫା 

0

ଟୋକିଓ : ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ବୋଲି କୁହାଯାଉଥିବା ଜାପାନର ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେ ଦେଇଛନ୍ତି ଇସ୍ତଫା  | ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ଘୋଷଣା କରିଛନ୍ତି |  କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଅଲ୍ସରେଟିଭ କୋଲାଇଟିସରେ ଆକ୍ରାନ୍ତ ହେବା କାରଣରୁ ସେ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି |

Leave A Reply

Your email address will not be published.