ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା। ଏବେ ମୋଟ ୪୬ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ଏବେ ଜଳ ପତନ ୬୨୬.୮୧ ରହିଛି। ଡ୍ୟାମ୍ ଭିତରେ ପ୍ରବେଶ କରୁଛି ୮ ଲକ୍ଷ ୮୩ ହଜାର ୮୫୫ କ୍ୟୁସେକ୍ ଜଳ। ସେହିଭଳି ଡ୍ୟାମରୁ ୭ ଲକ୍ଷ ୨୫ ହଜାର ୦୨୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ବାମ ପଟେ ୩୧ ଟି ଗେଟ୍ ଓ ଡାହାଣ ପଟେ ୧୫ଟି ସ୍ଲ୍ୟୁଇସ୍ ଗେଟ୍ରେ ଜଳ ନିଷ୍କାସିତ ହେଉଛି।
Sign in
Sign in
Recover your password.
A password will be e-mailed to you.
Prev Post