ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗର ଅଞ୍ଚଳରେ ବିଭିନ୍ନ ଗ୍ରାମରେ ବନ୍ୟା ଯୋଗୁଁ ଭୀଷଣ କ୍ଷତିଗ୍ରସ୍ତ ହୋଇଛନ୍ତି ଲୋକେ। ଅନେକଙ୍କ ଘରଦ୍ବାର ଭାଙ୍ଗି ଯାଇଛି। ଅନେକଙ୍କ ଚାଷ ମଧ୍ୟ ଉଜୁଡ଼ି ଯାଇଛି। ଏମାନଙ୍କୁ ତତ୍କାଳ ଆର୍ଥିକ କ୍ଷତିପୂରଣ ଦାବିରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି ବ୍ରଜରାଜନଗର ବିକାଶ ମଞ୍ଚ। ଏ ସଂକ୍ରାନ୍ତରେ ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ଦେଇଛନ୍ତି ମଞ୍ଚର କାର୍ଯ୍ୟକର୍ତ୍ତା।
Sign in
Sign in
Recover your password.
A password will be e-mailed to you.
Next Post