ସମ୍ବଲପୁର କରମଟୁଲିରରେ  ଗୋଷ୍ଠୀ ସଂଘର୍ଷ : ୧ ମୃତ ୧ ଗୁରୁତର

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) :   ସମ୍ବଲପୁର ସହର ଅଇଁଠାପାଲି ଥାନା କରମଟୁଲିର ଅଞ୍ଚଳରେ ରବିବାର ବିନମ୍ର ରାତ୍ରିରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।ନିଶା କାରବାରକୁ ନେଇ ପ୍ରଥମେ ବଚସା ଓ ପରେ ଏହା ତୀବ୍ର ସଂଘର୍ଷ ରୂପ ଧାରଣ କରିଥିଲା ।ଏହାପରେ ଏକ…

ଓଡ଼ଗାଁ ଭାଲୁମୁଣ୍ଡିଆ ପାହାଡରେ ବନମହୋତ୍ସବ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ୭୧ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଓଡ଼ଗାଁ ଭାଲୁମୁଣ୍ଡିଆ ପାହାଡ଼ର ତଳି ଅଂଚଳରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  ଆଜି ପୂର୍ବାହ୍ନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ…

ବିଧାୟକଙ୍କୁ କରୋନା, ହେବେନି ତ  ସୁପର ସ୍ପ୍ରେଡ଼ର !!

ଭୁବନେଶ୍ୱର : ଆଜି ରାଜ୍ୟରେ ଲଗାତାର ୪୫୦ ଉପରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ହିବାନ ଯାଇଛି | ଏଭଳି ଆତଙ୍କ ପୁର୍ଣ ପରିବେଶ ଭିତରେ ଆଉ ଏକ ଚିନ୍ତାଜନକ ଖବର ଆସିଛି ଯେ ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଛି | ନିଜେ ବିଧାୟକ ଆଜି…

ଓଡ଼ିଆ ଝିଅ ଅପ୍ସରା ରାଣୀ “ରଂଗୀଲା ମ୍ୟାନ”ଙ୍କ ନୂଆ ନାୟିକା 

ମୁମ୍ବାଇ (ଶାସକ ପ୍ରଶାସକ) : ଯେତେବେଳେ ସମଗ୍ର ବିଶ୍ୱ ସାଂଘାତିକ Covid-19 ସହିତ ଯୁଦ୍ଧ କରୁଛି, ଓଡ଼ିଶା ଏବଂ ଗ୍ଲାମର ଦୁନିଆ ପାଇଁ ଖୁସି ଖବର | ଓଡ଼ିଶା ଝିଅ ଅପସରା ରାଣୀ  ବଲିଉଡ ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି  | ତାଙ୍କ ଘର ଓଡ଼ିଶାରେ | ହେଲେ ସେ ଡେରାଡୁନରେ ଜନ୍ମ ଓ ପାଳିତ…

ଆଜି ରାଜ୍ୟରେ ୪୫୬ କରୋନା ପଜିଟିଭ, ଦି ଜଣଙ୍କ ମୃତ୍ୟୁ 

ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୫୬ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୩୦୯ ଜଣ ଚିହ୍ନଟ ହୋଇଥିବା ବେଳେ ଉଦବେଗଜନକ ଭାବେ  ୧୪୭ ଜଣ ଚିହ୍ନଟ ହୋଇଛନ୍ତି ସର୍ବସାଧାରଣ ଅଂଚଳରୁ | ଫଳରେ ମୋଟ ପଜିଟିଭଙ୍କ ସଂଖ୍ୟା ୯୫୨୬ ରେ ପହଂଚି ଥିବା ବେଳେ ସୁସ୍ଥଙ୍କ…

ରୁଷିଆକୁ ଟପିଲା ଭାରତ :  ୱାର୍ଲଡ ମିଟରରେ ତୃତୀୟ ସ୍ଥାନରେ 

ନୂଆଦିଲ୍ଲୀ : ରୁଷିଆକୁ ପଛରେ ପକାଇ ବର୍ତ୍ତମାନ ବିଶ୍ୱରେ ତୃତୀୟ ସ୍ଥାନରେ ପହଁଚିଯାଇଛି ଭାରତ | ସର୍ବାଧିକ କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ଏହି ସ୍ଥାନ ହାସଲ କରିଛି | ତୃତୀୟ ସ୍ଥାନରେ ରହିଛି।  ବର୍ତ୍ତମାନ ଭାରତ ଅପେକ୍ଷା ଅଧିକ ସଂକ୍ରମଣ କେବଳ ଦୁଇଟି ଦେଶରେ ଅଛି - ଆମେରିକା ଏବଂ…

ଶ୍ରୀଜୀଉଙ୍କ ଗୁରୁ ପୁର୍ଣିମା ବା ବ୍ୟାସ ପୁର୍ଣିମା ବେଶ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କରୋନା କଟକଣା ଭିତରେ ସବୁ କିଛି ଠପ | ଦେବାଳୟ ବି ଶ୍ରଦ୍ଧାଳୁ ଶୂନ୍ୟ | କେବଳ ସେବାୟତଙ୍କ ବିଧି ରକ୍ଷା ଭିତରେ ଚାଲିଛି ମନ୍ଦିର | ସେହିପରି ପାରଳାଖେମୁଣ୍ଡିର ଜଗନ୍ନାଥ ମନ୍ଦିରରେ ବି ଗୁରୁ ପୂଣିମା ବା ବ୍ୟାସ ପୂଣିମା ବିଧି ପାଳିତ ହୋଇଯାଇଛି |…

ପ୍ରବାସ ଫେରନ୍ତା ଶ୍ରମିକଙ୍କୁ ଜୀବିକା ଯୋଗାଣ :  ପ୍ରଦାନ କରାଯିବ ଘରୋଇ ଟ୍ୟାପ ସଂଯୋଗ କାମ 

ନୂଆଦିଲ୍ଲୀ/ଶାସକ ପ୍ରଶାସକ) : ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ବିରୋଧରେ ଲଢେଇ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ବିରାଟ ଆହ୍ୱାନକୁ ଏକ ସୁଯୋଗରେ ପରିଣତ କରୁଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ଜୀବିକା ଅର୍ଜନ ବ୍ୟବସ୍ଥା କରାଯିବା ସହ ଗ୍ରାମ୍ୟ…

ମୟୂରଭଞ୍ଜରେ ପ୍ରଥମ ସଟ୍ ଡ଼ାଉନ-୨ ପୁଲିସ ଛାଉଣି ମଧ୍ୟରେ ଶେଷ

ପୁଲିସ ଭୟରେ ଔଷଧ ଦୋକାନକୁ ବାଦ ଦେଇ ଅନ୍ୟ ସବୁ ଠପ୍ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜରେ ପ୍ରଥମ ସଟ୍ ଡ଼ାଉନ-୨ ପୁଲିସ ଛାଉଣି ମଧ୍ୟରେ ଶେଷ ହୋଇଛି । ବାରିପଦା ସହରରେ ପୁଲିସ ଭୟରେ କେବଳ ଔଷଧ ଦୋକାନକୁ ବାଦ ଦେଇ ପନିପରିବା, ଗ୍ରୋସାରୀ ଆଦି ସର୍ଟ ଡ଼ାଉନରୁ ବାଦ ପଡ଼ିଥିବା ଅନ୍ୟ ସବୁ…

ସମ୍ବଲପୁର : ୧୩ ନୂଆ ସହ , ୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ଆଜି ସମ୍ବଲପୁର ରେ ପୁଣି  ୧୩  ଜଣ   କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ  ନାକ୍ଟିଦେଉଳ ରୁ ୫ ଜଣ, ରେଙ୍ଗାଲି ରୁ ୪ ଜଣ,  ମହାନଗର ନିଗମ ଅଂଚଳରୁ ୩ ଜଣ ଏବଂ ମାନେଶ୍ଵର ବ୍ଲକ ରୁ ଜଣେ…