ପୋଲିସର ଭାବମୂର୍ତ୍ତି କେବେ ସୁଧୁରିବ ?

ହେଲମେଟ ଯାଞ୍ଚ ପୋଲିସର  ଆକ୍ରୋଶ ଶିକାର ହେଲେ ଯୁବ ଇଂଜିନିୟର । ଭୁବନେଶ୍ୱର(ଶାସକ ପ୍ରଶାସକ)  ଝାରସୁଗୁଡା ଜିଲ୍ଲା ରେ ଗତ ୨ଦିନରେ ପୃଥକ ପୃଥକ ଘଟଣାରେ ପୋଲିସ ର ନିର୍ମଳ ଭାବମୂର୍ତିକୁ ନେଇ ଜନସାଧାରଣ ରେ  ପ୍ରଶ୍ନ ଉଠିଛି ଗତ ଜୁଲାଇ ୨ ତାରିଖ ରେ ଝାରସୁଗୁଡା ବସଷ୍ଟାଣ୍ଡ ନିକଟରେ ହେଲମେଟ…

କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ 

ଗଞ୍ଜାମ(ଡଃ କୁମୁଦ ଚଦ୍ର ବେହେରା)- : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର , ତାଳସର ଓ ସଣ୍ଡମୂଳ ପଞ୍ଚାୟତ ର ରlହାଡା ଏବଂ ଅଙ୍ଗାରଗାଁ…

ସବୁ ଶିବାଳୟରେ ୧୪୪, କାଉଡିଆଙ୍କୁ ବାରଣ 

ଝାରସୁଗୁଡା (ସୁବାଷ ସାହାରେ) କରୋନାର ଭୟାବହତା ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଉଡିଆ ଯାତ୍ରା ବା ଜଳ ଲାଗିକୁ ବାରଣ କରାଯାଇଥିବା ପରିପ୍ରେକ୍ଷୀରେ ଜିଲାର ସମସ୍ତ ଶିବାଳୟରେ ୧୪୪ ଧାରା ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡା ଉପ ଜିଲ୍ଲାପାଳ ଶିବ ଟପ୍ପୋ | ସେହିପରି ପ୍ରଶାସନର…

ରାଧାରାଣୀ ଅସୁସ୍ଥ :ଡାକ୍ତରଖାନାରେ ହେଲେ ଭର୍ତ୍ତି। 

ବ୍ରଜରାଜନଗର /ଝାରସୁଗୁଡ଼ା :(ସୁଭାଷ ସହାରେ) ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୫୯ ବର୍ଷ ବୟସ୍କା ରାଧାରାଣୀ ପଣ୍ଡା ହଠାତ ଅସ୍ବସ୍ତି ଅନୁଭବ କରିବାରୁ…

ଏଲ ଏନ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ।

ଝାରସୁଗୁଡ଼ା଼ (ସୁଭାଷ ସହାରେ) - ବିଶିଷ୍ଟ  ଇଂରାଜୀ ପ୍ରାଧ୍ୟାପକ, ଲକ୍ଷ୍ମୀନାରାୟ କଲେଜ ଝାରସୁଗୁଡ଼ାର ପୂର୍ବତନ ଅଧ୍ୟକ୍ଷ ବିଜୟ ବାହାଦୂର ସିଂ ଓରଫ୍ ବଚ୍ଚନ ଙ୍କ ଆଜି ସନ୍ଧ୍ୟାରେ ସ୍ଥିତ ତାଙ୍କ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହେଉଥିଲା । ସେ ଜଣେ ଜଣାଶୁଣା…

ମୁଖ୍ୟ ସ୍ରୋତରେ ସାମିଲ ପାଇଁ ମାଓବାଦୀଙ୍କୁ ଅପିଲ କଲେ ପୁଲିସ ଡିଜି

http://www.youtube.com/watch?v=8s-AhBHqczg ପୋଲିସ ମାଓ ଏନକାଉଣ୍ଟର ପରେ କନ୍ଧମାଳ ଗସ୍ତରେ ଡିଜି  କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଚାରି କ୍ୟାଡର ମାଓବାଦୀ ମୃତ ସୂଚନା ଘୁ.ଉଦୟଗିରି :  କନ୍ଧମାଳ ପୋଲିସକୁ  ମିଳିଛି ବଡ଼ ସଫଳତା ଆଜି ସକାଳୁ ସକାଳୁ ବାଂଶଧାରା  ଘୁମୁସର…

ଘଣ୍ଟାଏରେ ପଟ୍ଟା ପ୍ରସ୍ତୁତ କରି ଦି ଦିନରେ ୮୪ ପଟ୍ଟା ପ୍ରଦାନ କଲେ ଗୁଣୁପୁର ତହସିଲଦାର

ଗୁଣପୁର/ସିଦ୍ଧାର୍ଥ ଦାଶ :  ଓଡିଶା ସରକାର ଙ୍କ ରାଜସ୍ୱ ବିଭାଗ ନୋଟିଫିକେଶନ୍ ନଂ – ୧୭୨୩୫ ତା ୨୬/୦୫/୨୦୨୦ ଅନୁଯାୟୀ ସପ୍ତାହକ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବାକୁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ  ରାୟଗଡ଼ା ଜିଲ୍ଲା ଗୁଣୁପୁର ସଦର ତହସିଲ ଠାରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି ।…

ଟିଟିଲାଗଡ ପୋଲିସର ବଡ଼ ସଫଳତା। :ଧରା ପଡ଼ିଲେ ଦୁଇ ଅଭିଯୁକ୍ତ 

ଏଆରଏସଏସ କମ୍ପାନୀରୁ ଚୋରି, ଏଆରଏସଏସ କମ୍ପାନୀଲୋକ ସମ୍ପୃକ୍ତ  ଟିଟିଲାଗଡ ଅଞ୍ଚଳରେ ଦିନ କୁ ଦିନ ବଢିବା ରେ ଲାଗିଛି ଚୋରି ଓ ଡକାୟତି। ଟିଟିଲାଗଡ ନିକଟ ରେ ଥିବା ତୁଲାଙ୍ଗ ଗ୍ରାମରେ  ଏଆରଏସଏସ  କମ୍ପାନୀରୁ କିଛି ଟଙ୍କା ଚୋରି ହୋଇଥିବା ଏଆରଏସଏସର ଆକାଉଣ୍ଟାଣ୍ଟ ଟିଟିଲାଗଡ ପୋଲିସ ଷ୍ଟେସନରେ…

ଚାଲିବାକୁ ଅଛି ଅନେକ ବାଟ : ତଥାପି ହାର ମାନିନାହାଁନ୍ତି ନରୋତ୍ତମ,  ଥକି ନାହାଁନ୍ତି ପୁଷ୍ପା

http://www.youtube.com/watch?v=Fiqk4oD6IQU ପ୍ରବଳ ଇଛାଶକ୍ତି ଓ ଭଉଣୀଙ୍କ ତ୍ୟାଗ ଆଗରେ ହାର ମାନିଛି  ଭିନ୍ନକ୍ଷମତା  ଝାରସୁଗୁଡ଼ା :( ସୁଭାଷ ସହାରେ) ଏକ ଦୁର୍ଘଟଣାରେ ନିଜର ଦୁଇହାତ ହରାଇଥିଲେ ମଧ୍ୟ ନିଜକୁ ଅକର୍ମଣ୍ୟ ବୋଲି ଧୈର୍ଯ୍ୟ ହରାଇଲେ ନାହିଁ, ଏକଦା ଜେସିବିଚାଳକ ଭାବରେ …

ମଥୁରା ପଞ୍ଚାୟତ ୭ ଦିନ ୮ ଘଣ୍ଟା ସଟ୍ ଡାଉନ

ପୋଲସରା /ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକର ମଥୁରା ଗ୍ରାମ ପଞ୍ଚାୟତକୁ ସରପଞ୍ଚ ନିଜର ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୬ ତାରିଖ ରାତ୍ର ୧୦ ଘଣ୍ଟା ଠାରୁ ଜୁଲାଇ ୧୩ ତାରିଖ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୭ ଦିନ ୮ ଘଣ୍ଟା ସଟ୍ ଡାଉନ ଘୋଷଣା…