ଜିଲ୍ଲାପାଳଙ୍କୁ ସତକହିବା କଣ ଅପରାଧ !!!!

ଜିଲ୍ଲାପାଳଙ୍କୁ ସତକଥା କହି ଅଡୁଆରେ ଦୁଗ୍ଧ ଚାଷୀ ନୂଆପଡା/ ଅମିତ ପୁରୋହିତ  ଜିଲ୍ଲାପାଳଙ୍କ ଅଚନାକ ପରିଦର୍ଶନରେ ଦୁଗ୍ଧ ଚାଷୀ ସତ କଥା କହିବା ତାଙ୍କୁ ଅଡୁଆରେ ପକାଇଥିଲା । ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ବୋଲି ସେହି ଚାଷୀଙ୍କ ଦୁଗ୍ଧକୁ ପାଣି ମିଶ୍ରିତ ବୋଲି ସୋସାଇଟି ଫେରାଇ ଦେଇଥିଲେ ।…

କରୋନା ଲଢେଇ ବେଳେ ଆଇଆଇସିଙ୍କ ବଦଳି, ଲୋକେ କ୍ଷୁବ୍ଧ

ନୂଆପଡା/ ଅମିତ ପୁରୋହିତ  ; ବର୍ତ୍ତମାନ କରୋନ ମହାମାରୀର ପ୍ରକୋପ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଦିନରାତି କରୋନା ମହାମାରୀର…

ଉତ୍ତମ ମାନର ସେବା ପାଇଁ ଜାତୀୟ ରାଜପଥଗୁଡ଼ିକର ରାଙ୍କିଂ କରାଯିବ

ନୂଆଦିଲ୍ଲୀ (ଶାସକ ପ୍ରଶାସକ):କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ଥିବା ରାଜପଥଗୁଡିକର ପ୍ରଦର୍ଶନ ଆକଳନ କରି ସେଗୁଡିକର ବର୍ଗ ନିର୍ଣ୍ଣୟ କରିବ । ଯେଉଁ ରାଜପଥ ଯେତେ ଉନ୍ନତ ମାନର ସେବା ଓ ସୁବିଧା ପ୍ରଦାନ କରୁଥିବ…

ଏକ କୋଟି ଅତିକ୍ରମ କଲା କୋଭିଡ ପରୀକ୍ଷା ସଂଖ୍ୟା

• ସମୁଦାୟ ପରୀକ୍ଷାଗାର ସଂଖ୍ୟା 1100 ଡେଇଁଲା • ସୁସ୍ଥଙ୍କ ସଂଖ୍ୟା 4.24 ଲକ୍ଷରୁ ଅଧିକ • ସକ୍ରିୟ ରୋଗୀଙ୍କ ଠାରୁ ଆରୋଗ୍ୟଙ୍କ ସଂଖ୍ୟା 1.7 ଲକ୍ଷ ଅଧିକ • ଜାତୀୟ ଆରୋଗ୍ୟ ହାର ଶତକଡା 60.86କୁ ବୃଦ୍ଧି ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, କୋଭିଡ…

ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ଗୃହ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଗୃହ ମନ୍ତ୍ରଣାଳୟ  ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡିକୁ ପରୀକ୍ଷା ପରିଚାଳନା ପାଇଁ ଅନୁମତି ଦେଇଛନ୍ତି । କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଲେଖିଥିବା ଚିଠିରେ  ଚୁଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷାଗୁଡ଼ିକ ବାଧ୍ୟତାମୂଳକ ଭାବରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ…

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଗିରଫ ହେଲେ ଗର୍ଭପାତ କରାଇଥିବା ଡାକ୍ତର

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ହୋଇଛନ୍ତି ବିରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ।…

ଆଜି ରାଜ୍ୟରେ ୫୭୧ ପଜିଟିଭ, ଗଲା ୪ ଜୀବନ 

ରେକର୍ଡ ଭାଙ୍ଗି  ପଜିଟିଭ ସଂଖ୍ୟା  ଟପିଲା ୧୦,୦୦୦  ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ, ଆଜି ସର୍ବାଧିକ ୧୬୮ ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୭୧  ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୪୦୩  ଜଣ ଚିହ୍ନଟ ହୋଇଥିବା ବେଳେ ଉଦବେଗଜନକ…

ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ଧର୍ମଗଡ /ସୁଶାନ୍ତ ରାଉତ: ପରିବେଶ ହସିଲେ ମଣିଷ ହସିବ ଏହି କଥା କୁ ହୃଦୟଙ୍ଗମ କରି  ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |  ଗାଁ କୁ ଯୋଡିଥିବା ମୂଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ, ଖେଳ ପଡିଆ ଆଉ ଶ୍ମଶାନ…

ତୈଳବୃଦ୍ଧିକୁ ନେଇ  ବ୍ରଜରାଜନଗରରେ ତେଜିଲା ଆନ୍ଦୋଳନ

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କଲାକଂଗ୍ରେସ।  ଝାରସୁଗୁଡ଼ା :(ସୁବାଷ ସହାରେ) -ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ପେଟ୍ରୋଲିୟମ ତେଲର ଦରହ୍ରାସ ହୋଇଥିବା ସତ୍ତ୍ୱେ, ଭାରତରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ହେବା ବିରୋଧରେ ଆଜି ବ୍ରଜରାଜନଗର…

ସୋଆ ଏନ୍ଏସ୍ଏସର ଦିନିକିଆ ୱେବିନାର

ଭୁବନେଶ୍ୱର(ଶାସକ ପ୍ରଶାସକ): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନଭର୍ସିଟି)ର ଏନ୍ଏସ୍ଏସ୍ ଶାଖା ଏବଂ ନାଗପୁର ସ୍ଥିତ ଆଭା ଗାଏକୱାଡ-ପାଟିଲ୍ ଇଞ୍ଜିନିୟରିଙ୍ଗ କଲେଜର ମିଳିତ ଉଦ୍ୟମରେ “ଓଡ଼ିଶାର ସାଂସ୍କୃତିକ ପରମ୍ପରା”  ଶୀର୍ଷକ ଦିନିକିଆ ୱେବିନାର ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ …