Sign in
Sign in
Recover your password.
A password will be e-mailed to you.
ପୂର୍ବତନ ମନ୍ତ୍ରୀ ବିଷୁଦାସଙ୍କ ଦେହାନ୍ତ
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ବିଜେଡ଼ିର ବରିଷ୍ଠ ନେତା, ପୂର୍ବତନ ରାଜ୍ୟସଭା ସଦସ୍ୟ, ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ଦେହାନ୍ତ ହୋଇଯାଇଛି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଗତ କିଛି ଦିନ ଧରି ଭୁବନେଶ୍ୱରର…
“ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ, ବିଶ୍ବପାଇଁ ଉଦାହରଣ ସୃଷ୍ଟି କରିଛୁ “
http://www.youtube.com/watch?v=Aa9gTxqbLjw
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ପୁରୀ ସାରା ଦୁନିଆକୁ ବାଟ ଦେଖାଇଛି, ପୁରୀବାସୀଙ୍କ ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ
କୋଭିଡ ଯୁଦ୍ଧ ଜିତିବାକୁ ତ୍ୟାଗ, ସଂଯମତା ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ…
ଅପରାଜିତାଙ୍କୁ ଘଣ୍ଟ ଘୋଡାଇବାକୁ ବିଜେପି କରୁଛି ପ୍ରେସ୍ମିଟ୍ : ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୁବନେଶ୍ୱର ବିଜେପି ସଂଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବେଆଇନ୍ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ବିଜେପି ନେତା ବାବୁ ସିଂହ ଆଗକୁ ଆସିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି…
ଜାତୀୟ ଏସଟି କମିଶନ ଅଧ୍ୟକ୍ଷଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମାଲକାନଗିରି ପୋଲିସ କ୍ୟାଟିଂନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ପ୍ରସଙ୍ଗ
ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ
ରାଜ୍ୟସରକାର ଏସଆଇଟି…
ସଫଳ ହେଲା “ଶାସକ ପ୍ରଶାସକ”ର ଛୋଟିଆ ଉଦ୍ୟମ, କଳ୍ପନାଙ୍କ ପାଖରେ ପହଁଚିଲା ପ୍ରଶାସନ
ମଣିଷପଣିଆ ଦେଖାଇଲେ ଦୀପା, ତତ୍ପରତା ପ୍ରକାଶ କଲେ ଉପଜିଲ୍ଲାପାଳ
ଅସହାୟ କଳ୍ପନାଙ୍କ ପାଇବେ ବିଧବା ଭତ୍ତା ଓ ଅନ୍ତୋଦୟ ଯୋଜନାରେ ଚାଉଳ
ବରଗଡ :- ଆମର ଛୋଟିଆ ପ୍ରଚେଷ୍ଟା ଆଜି ରାହା ସାଜିଛି ଅସହାୟ କଳ୍ପନାଙ୍କ ପାଇଁ | "ଶାସକ ପ୍ରଶାସକ"ରେ ଆମେ ପ୍ରକାଶ କରିଥିବା ଖବର ଆଧାରରେ…
ବିଏମସି କମିଶନରଙ୍କୁ ବରଖାସ୍ତ କରାଯାଉ:ବିଜେପି
ଉତ୍କଳ ଗ୍ୟାଲେରିଆ ମଲ୍ ଜବରଦଖଲକୁ ବିଏମସି ସୁରକ୍ଷା ଦେଉଥିବା ପ୍ରସଙ୍ଗ
ମଲ୍ ଜବରଦଖଲ ଉଚ୍ଛେଦ କରି ରାସ୍ତା ପ୍ରଶସ୍ତିକରଣ ଦାବି
ବିଜେବି କଲେଜ, ରାଜ୍ୟ ସଂଗ୍ରହାଳୟ ଓ ବିଏମସି ଜମି ସ୍ପର୍ଶ ନକରିବାକୁ ଚେତାବନୀ
ମଲ୍ମାନଙ୍କୁ ସୁରକ୍ଷା ଦେବାରେ ଚୌଧୁରୀଙ୍କର ପୁରୁଣା ରେକର୍ଡ
ମଲ୍…
ଏକ୍ସିସ୍ ବ୍ୟାଙ୍କ କର୍ମଚାରୀଙ୍କ ଫଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା ।
ବୁଗୁଡା(ଡଃ କୁମୁଦ ଚନ୍ଦ୍ର ବେହେରା)- ଗଂଜାମ ଜିଲ୍ଲା ବୁଗୁଡା ସ୍ଥିତ ଶକ୍ତି ନଗରରେ ଥିବା ବିଜୟ ସାହୁଙ୍କ ଆପାର୍ଟମେଣ୍ଟ ରେ ଭଡ଼ାକୁ ରହୁଥିବା Axis Bank ର କର୍ମଚାରୀ ସାଶ୍ୱତ କୁମାର ଦାସ ନିଜ ସିଲିଙ୍ଗ୍ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ବୁଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ଯ…
ମୃତ୍ୟୁବରଣ କରିଥିବା ୪ ଜଣଙ୍କୁ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ କଲେ ଜିଲ୍ଳାପାଳ
ବୁଗୁଡା(ଡଃ କୁମୁଦ ଚନ୍ଦ୍ର ବେହେରା)- କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ ଥାଇ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ, ଦୁଇ ଜଣ ଶିକ୍ଷକ ଓ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କୁ ଗତ କାଲି ଗଞ୍ଜାମ ଜିଲ୍ଳାପାଳ ବିଜୟା ଅମୃତ କୁଲାଙ୍ଗେ ଚାରିଗୋଟି ବାର୍ତ୍ତା ମାଧ୍ୟମରେ ମୃତ୍ୟୁ ବରଣ…
ରାଜ୍ୟରେ ସୁସ୍ଥ ହେଲେ ୨୬୨ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ଆଜି କରୋନା ରୋଗରେ ଗଂଜାମ ଜିଲ୍ଲାର ୭୭ ବର୍ଷ ବୟସ୍କ ବ୍ୟକ୍ତି ଓ ଯାଜପୁର ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦେହାନ୍ତ ହେବା ସହ ୪୫୬ ଜଣ କୋବିଦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୬୨ ଜଣ କରୋନା ଆକ୍ରାନ୍ତ | ଫଳରେ ରାଜ୍ୟରେ ସୁସ୍ଥ…
ମିଳିନି ସ୍ୱାମୀଙ୍କ ମୃତଦେହ, ହେଲେ ମଥାରୁ ସିନ୍ଦୂର ପୋଛିଲେ ସ୍ତ୍ରୀ
ଜାତି ସମାଜ ଲୋକେ ମୃତ ଘୋଷଣା କରି ଖାଇସାରିଲେଣି ଦଶାହ ଭୋଜି
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସ୍ୱାମୀ ମୃତ କି ଜୀବିତ ଜଣାପଡି ନାହିଁ, କି ମିଳି ନାହିଁ ମୃତଦେହ। କିନ୍ତୁ ସରିଗଲାଣି ଶୁଦ୍ଧି କ୍ରିୟା । ସାମାଜିକ ପରମ୍ପରା ଚାପରେ ସ୍ତ୍ରୀକୁ ପୋଛିବାକୁ ପଡ଼ିଛି ନିଜ…