ନଦୀ ବନ୍ଧ ଯୋଜନା ବନ୍ଦ କରିବା ପାଇଁ ଏକ ବିଶାଳ ଜନ ସମାବେଶ

ଅଙ୍ଗ ନଦୀ ବନ୍ଧ ଯୋଜନା ପ୍ରତିରୋଧ କମିଟୀର  ରାଲି ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଅଙ୍ଗ ନଦୀ ବନ୍ଧ ଯୋଜନା ପ୍ରତୀରୋଧ କମିଟୀ ତରଫରୁ ନଦୀ ବନ୍ଧ ଯୋଜନା ବନ୍ଦ କରିବା ପାଇଁ ଏକ ବିଶାଳ ଜନ ସମାବେଶ ହୋଇ ଯାଇଅଛି । ଉକ୍ତ ସମାବେଶ ରେ ଶହଶ୍ରାଧିକ ସଂଖ୍ୟା ରେ ଯୋଗ ଦେଇ ଲୋକେ ଏକ…

୩୦ ବର୍ଷ ପରେ ଭିଜିଲାନ୍ସ ମାମଲାରେ ତତ୍କାଳୀନ ଯୋଗାଣ ନିରୀକ୍ଷକ ଦୋଷମୁକ୍ତ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଦୀର୍ଘ ୩୦ ବର୍ଷର ମାମଲାର ବିଚାର କରି ଅଭିଯୁକ୍ତ ତତ୍କାଳୀନ ଯୋଗାଣ ବିଭାଗର ନିରୀକ୍ଷକ ଗଣେଶ ଚନ୍ଦ୍ର ବରାଳଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରାଇ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ…

ନବ କହିଲେ ଫୁଲ ନାଇଁ, ଭୋଟ ଯୋଗାଡ଼ କରି ଦିଅ

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦାସ୍ଥିତ ସାଇ ବିନାୟକ ବିବାହ ମଣ୍ଡପରେ ଆଜି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ଯୋଗ ଦେଇ ଫୁଲମାଳ ଓ ଫୁଲ ଦେଇ ସମ୍ବର୍ଦ୍ଧନା ଗ୍ରହଣ…

ଆଜି ସରିବ ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ 

  ଭୁବନେଶ୍ୱର: ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ପାରାଦୀପରେ ଆଜି ଶୁକ୍ରବାର ଅନୁଷ୍ଠିତ  ହେବାକୁ ଯାଉଛି । ଏଠାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ବେଳେ ଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ…

ଏକାମ୍ରରୁ ମୋଦିଙ୍କୁ ସ୍ୱାଗତ କରିବେ ୫ହଜାର କର୍ମୀ

  ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୬ତାରିଖରେ କଟକ ବାରବାଟୀକୁ ଆସିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳିରୁ ୫ହଜାର କର୍ମି ସାମିଲ ହୋଇ ସ୍ୱାଗତ କରିବେ । ସ୍ଥାନୀୟ ବିନ୍ଦୁସାଗର ନିକଟ ଉତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକାମ୍ର ନିର୍ବାଚନ ମଣ୍ଡଳୀର କର୍ମିମାନଙ୍କ ବୈଠକରେ…

ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନଙ୍କ ପ୍ରାପ୍ୟ ବୃଦ୍ଧି 

ଆସିଷ୍ଟାଣ୍ଟ ସର୍ଜନ ୫୫ ହଜାର, ସ୍ପେସିଆଲିଷ୍ଟ ଡାକ୍ତର ୬୦ ହଜାର  ଭୁବନେଶ୍ୱର : ରାଜ୍ୟରେ ପ୍ରାଇମେରୀ ଏବଂ ସେକେଣ୍ଡାରୀ କେୟାର ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନଙ୍କର ଦରମା ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି  | ସେହିପରି ଚୁକ୍ତିଭିତ୍ତିକ…

ବିଦ୍ୟାଳୟକୁ ଗଢି ତୋଳିବା ପାଇଁ ସମସ୍ତଙ୍କ ସାହାଯ୍ୟ ଦରକାର : ଜିଲ୍ଲାପାଳ  

ଜିଲ୍ଲା ସ୍ତରୀୟ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଉଦଘାଟିତ  ବଲାଙ୍ଗିରରୁ  ନିରୋଜ ମିଶ୍ର  -   ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଜିଲ୍ଲାପାଳ ଅରିନ୍ଦମ  ଡାକୁଆଙ୍କ ଦ୍ୱାରା ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ…

ରେଳଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ, ଟ୍ରେନ ନମ୍ବର…….!!!!! 

ଭୁବନେଶ୍ୱରଠାରେ ପହଁଚୁଥିବା  ଟପ୍ ୫ ବିଳମ୍ବିତ ଟ୍ରେନ୍ର ରିପୋର୍ଟ ଦେଲା  "ରେଲ ଯାତ୍ରୀ"  ୨୭ ଘଂଟା ବିଳମ୍ବ ସହ ବେଙ୍ଗାଲୁରୁ-କାମାକ୍ଷା ହମ୍ସଫର୍ ଏକ୍ସପ୍ରେସ୍ ତାଲିକାର ଶୀର୍ଷରେ ୧୭୦୧୬ ସିକନ୍ଦରାବାଦ୍ -ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ ସମୟାନୁବର୍ତ୍ତିତାରେ ଆଗରେ  ଭୁବନେଶ୍ୱର…

ପିଲାଏ ଛାଇ ଖୋଜିଲେ, ପାଇଲେ ନାହିଁ :  ଶୂନ୍ୟ ଛାୟା ଦିବସ ପାଳିତ

  ବଲାଙ୍ଗିର  -ନିରୋଜ ମିଶ୍ର  -    ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟ ଠାରେ ବିଜ୍ଞାନ ସାହିତ୍ୟ ପରିଷଦ ବଲାଙ୍ଗିର ଆନୁକୁଲ୍ୟରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କୁ ଶୂନ୍ୟ ଛାୟା ବିଷୟରେ ଜ୍ଞାନ ପ୍ରଦାନ କରି…

ପାରମ୍ପରିକ କଳାକାର-କାରିଗରଙ୍କ ପ୍ରତି ବିମୁଖ ସରକାର, ଉଜୁଡ଼ୁଛି ବେଉସା

  ପ୍ରୋତ୍ସାହନ ନଥିବାରୁ  ସଂକଟରେ ବାଦ୍ୟ ଯନ୍ତ୍ର ତିଆରି        କଣ୍ଟାମାଳ , ବୌଦ୍ଧ (ବଂଶିଧର ମାଝୀ / ସିମୁନ ନାଏକ)     ଗ୍ରାମାଞ୍ଚଳରେ ଗରିବ ତଥା ହରିଜନ ଓ ଆଦିବାସୀ ମାନଙ୍କର ଉନ୍ନତି ପାଇଁ ସ୍ୱରୋଜଗାର ଯୋଜନା ଥିବା ବେଳେ ହରିଜନ ଆଦିବାସୀ ଉନ୍ନୟନ ନିଗମ ଜରିଆରେ ରିହାତି ମାଧ୍ୟମରେ ଋଣ…