ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧୩ ପର୍ଯ୍ୟନ୍ତ ସଟ୍ ଡାଉନ୍ l 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) :  ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଲେ ଏହାକୁ ନଜରରେ ରଖି ସମ୍ବଲପର ବିଶ୍ୱବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ମଙ୍ଗଳବାର ଜୁଲାଇ ୭ ତାରିଖରୁ ଜୁଲାଇ…

 ସ୍ବାଧୀନ ଏକତା ସଂଗଠନ ପକ୍ଷରୁ ଗ୍ରୀନ୍ ରେଙ୍ଗାଲି ଅଭିଯାନର ଶୁଭାରମ୍ଭ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମଗ୍ର ରେଙ୍ଗାଲି ଅଞ୍ଚଳକୁ ଗ୍ରୀନ୍ ଯୋନରେ ପରିଣତ କରିବା ପାଇଁ ସଂକଳ୍ପ ନେଇ ଥିବା ରେଙ୍ଗାଲି ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଧୀନ ଏକତା ସଂଗଠନ ଓ ରେଙ୍ଗାଲି ବନାଞ୍ଚଳ ମିଲିତ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଦୁର୍ଗା ମନ୍ଦିର…

ରେଙ୍ଗାଲି ପ୍ରେସ୍ ୟୁନିଅନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ

ସମ୍ବଲପୁର/ (ରମାକାନ୍ତ ବିଶ୍ବାଳ ):  ବିଭିନ୍ନ ସମୟରେ ସମାଜର ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ରେଙ୍ଗାଲି ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରେଙ୍ଗାଲି ପ୍ରେସ୍ ୟୁନିଅନ(ଛାପା ଗଣମାଧ୍ୟମ ୟୁନିଅନ ) ପକ୍ଷରୁ ମଙ୍ଗଳବାର  ଧନକଉଡା ବ୍ଲକ ଶାସନ   ରାନୀଖିଣ୍ଡା…

ପୃଷ୍ଠପୋଷକତାର ଅଭାବ : ତିନୋଟି ସ୍ୱତନ୍ତ୍ର ଟ୍ରେନ ବନ୍ଦ ହେବ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳବାଇ ପକ୍ଷରୁ ଜୁନ ୮ ତାରିଖରୁ ୩୦ ତାରିଖ ମଧ୍ୟରେ ରାଜ୍ୟ…

ଅସହାୟତା ଓ ଦୈନ୍ୟତା ଭିତରେ ନିଶ୍ୱାସ ଗଣି ଗଣି ଜୀଉଁଛନ୍ତି  ଇନ୍ଦ୍ର

 ଅନ୍ୟ ସହାୟତା କଥା ଚୁଲୀକୁ ଯାଉ : ବୟସ ୯୦ ଛୁଇଁଲାଣି, ହେଲେ ବାର୍ଦ୍ଧକ୍ୟ ଭତ୍ତାଟିଏ ବି ମିଳିନି  ବରଗଡ(ଶାସକ ପ୍ରଶାସକ)  :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ବୁଢାମାଲ ଗ୍ରାମ ପଞ୍ଚାୟତ ର ଲୁହାଖାନ ଗ୍ରାମରେ ନିଜର ସ୍ତ୍ରୀ ଓ ଜଣେ ଅବିବାହିତ ଝିଅ ସହିତ ଏକ…

ଚୋରମରା ହତ୍ୟା କାଣ୍ଡର ଖୋଲିଲା ଗୁମର : ଧରା ପଡ଼ିଲେ 4 ହତ୍ୟାକାରୀ, ଜଣେ ଫେରାର।

ଟିଟିଲାଗଡ (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଟିଟିଲାଗଡ ଥାନା ଅଧୀନରେ ଥିବା ଚୋରମରା ଗାଁ ରେ ପାହାଡ ନିକଟରୁ ଗତ ଜୁଲାଇ 2 ତାରିଖ ସଂଧ୍ୟାରେ ଏକ ମୃତ ଦେହ ପଡ଼ିଥିବା ଟିଟିଲାଗଡ ପୋଲିସ ଖବର ପାଇ ଉକ୍ତ ସ୍ଥାନକୁ ପହଞ୍ଚି ଥିଲେ। କିନ୍ତୁ ତାହା ରାତି ହୋଇ ଯିବାରୁ…

ଲକ ଡାଉନକୁ ସୁଯୋଗରେ ବଦଳାଇଲା ପୂର୍ବତଟ ରେଳପଥ 

ସମୟ ସଦୁପଯୋଗ କରି ଉନ୍ନତ କଲା ଯାତ୍ରୀ ସୁବିଧା ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ୍ଡ଼ାଉନ୍ ସମୟରେ ଅଟକି ରହିଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବା ନିମନ୍ତେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ…

ହାତ ପାଆନ୍ତାରେ ଲୋକଙ୍କୁ ସେବା ଯୋଗାଇବ ହୋମ୍ ଆକ୍ଟସ୍

ଆଇଟିଇଆର୍ ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍  ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ…

ଆଜି କରୋନାରୁ ମୁକ୍ତି ପାଇଲେ ୨୧୭ ଜଣ

  ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ମୁକ୍ତି ପାଇଛନ୍ତି ୨୧୭ ଜଣ | ଫଳରେ କରୋନାରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୭୦୩ ରେ ପହଂଚିଛି | ଆଜି ମିଳିଥିବା ସୂଚନା ଅନୁଯାୟୀ ୯୬ଜଣ  ଗଂଜାମରୁ, ୧୮ଜଣ  ଖୋର୍ଦ୍ଧାରୁ, ୧୬ଜଣ ବାଲେଶ୍ୱରରୁ   ୧୫ଜଣ ମୟୁରଭଞ୍ଜରୁ, ୧୩ଜଣ ବରଗଡରୁ, ୧୨ଜଣ…

ଏଥର “ମୋ ସରକାର” କରିବେ କୋଭିଡ୍‌ ପରିଚାଳନା

ରୋଗୀ ଏବଂ କୋଭିଡ୍‌ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ସାମାଜିକ ଦୂରତା ଓ ମାସ୍କର ବ୍ୟବହାର ପ୍ରତି ଜିରୋ ଟଲରେନ୍ସ ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ, ରାଜ୍ୟର ସବୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏବଂ…