Sign in
Sign in
Recover your password.
A password will be e-mailed to you.
ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମୋଡ୍ୟୁଲାର କୋର୍ଟର ଉଦ୍ଘାଟନ କଲେ ମୁଖ୍ୟ ବିଚାରପତି।
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ାରେ ବହୁ ପ୍ରତୀକ୍ଷିତ ମୋଡ୍ୟୁଲାର କୋର୍ଟର ଉଦ୍ଘାଟନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହୋଇଯାଇଛି। ଅର୍ଥାତ୍ ଗୋଟିଏ କୋର୍ଟ ପରିସରରେ ୧୧ଟି କୋର୍ଟ ଏକ ସାଙ୍ଗରେ ଚାଲିବ। ଏପର୍ଯ୍ୟନ୍ତ ଏଡିଜେ କୋର୍ଟ,…
ମା ସମଲେଶ୍ବରୀଙ୍କ ଠାରେ ଲାଗି ହେଲା ରାକ୍ଷୀ ।
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଶ୍ରାବଣ ପୁର୍ଣ୍ଣିମା ରକ୍ଷା ବନ୍ଧନ ଅବସରରେ ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ରାକ୍ଷୀ । ଏଥି ସହିତ ମାଙ୍କର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶ୍ରାବଣାଭିଷେକ କରାଯାଇଛି । ମାଙ୍କ ମନ୍ଦିରର ମୁଖ୍ୟ ପୁଜକ ଅମ୍ବିକା ରାୟଙ୍କ ପତ୍ୟକ୍ଷ…
ସୁସ୍ଥ ହେବାରେ ଆଜି ରେକର୍ଡ : ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧୧୯ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି କରୋନାରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ ହସପିଟାଲରୁ ଘରକୁ ଫେରିଛନ୍ତି | ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୧୧୯ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୨୩୦୭୩ ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୩୫୪ ଜଣ…
ତାଳ ଗଛକୁ ଧକ୍କା ଦେଲା ବୋଲେରୋ , ୫ ଗୁରୁତର
ବୌଦ୍ଧ (ଶାସକ ପ୍ରଶାସକ)–ବୌଦ୍ଧ ଜିଲ୍ଲା ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍ ପମ୍ପ ଠାରୁ ଅଳ୍ପ ଦୂରରେ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ରାସ୍ତା କଡର ଗୋଟିଏ ତାଳ ଗଛକୁ ବଲେରୋ ଧକ୍କା ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ପଲସାଗୋରା ଗ୍ରାମର ଗୋଟିଏ ପରିବାରର…
ବନ ବିଭାଗ ଜରିଆରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମରୁ କଦଳୀମୁଣ୍ଡା ରାସ୍ତାରେ ଏକ ବାଲେରୋ ପିକ ଅପ ଯୋଗେ ଶାଗୁଆନ କାଠ ଚାଲାଣ ହେଉଥିବା ବେଳେ କୌଣସି ମତେ ଗୋଲାମୁଣ୍ଡା ଫରେଷ୍ଟର ଶ୍ରୀ ଯୁକ୍ତ ରମେଶ ପଣ୍ଡା ଖବର ପାଇଁ କେଗାଁ ବନ ବିଭାଗକୁ ଜଣାଇ ସମସ୍ତ…
ଶ୍ରାବଣର ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା, ସବୁ ଫିକା ଫିକା।
ଟିଟିଲାଗଡ ( ଗୌରବ ଦରଜୀ)- ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତା ସହ ଶ୍ରାବଣ ର ଶେଷ ସୋମବାର। ଏମିତି ସୁଯୋଗ ବହୁ ବର୍ଷ ପରେ ଆସିଥାଏ। ତେଣୁ ଆଜି ଟିଟିଲାଗଡ ଅଧିଷ୍ଠିତ ଦେବ ଦେବ ମହାଦେବ ଙ୍କୁ ସୁନ୍ଦର୍ ଭାବେ ସଜା ଯାଇଛି। କିନ୍ତୁ ଭଗଵାନ ଭକ୍ତ ଙ୍କ ବିନା ଶୋକାତୁର ହୋଇ ପଡିଛନ୍ତି ଓ…
“ଆଦର୍ଶ ମଣିଷ ହେବାକୁ ପ୍ରେରଣା ଦିଏ ଗଂଗାଧର ସାହିତ୍ୟ”
କର୍ମଭୂମି ବିଜେପୁରରେ ମେହେର ଜୟନ୍ତୀ
ପଦ୍ମପୁର: ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲ ମାଧ୍ୟମରେ ସ୍ବଭାବ କବି ଗଂଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ ସମାରୋହରେ ପାଳିତ ହୋଇ ଯାଇଛି। ସଭାପତି ନାଟ୍ୟକାର ମୋହନସିଂଙ୍କ ଅଧ୍ୟକ୍ଷତା ତଥା ଦିଲ୍ଲୀପ କୁମାର…
କୋରୋନା ବିପତ୍ତି ସମୟରେ ଜନସେବା ନିମନ୍ତେ ଡାକ୍ତରଙ୍କୁ ସମ୍ମାନ ଜ୍ଞାପନ କଲେ ସଂଗଠନ।
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଆଜି ସକାଳ ୯ ଟାରେ ଝାରସୁଗୁଡ଼ାର କାଲିବାଡ଼ିର କାଲିମନ୍ଦିର ପରିସରରେ ସରବାହାଲସ୍ଥିତ ଜେଡିଏସ୍ ମଲ୍ଟି ସ୍ପେସିଆଲିଟି ହୋମିଓପାଥିକ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଦ୍ବାରା କୋରୋନା ରୋଗ ପାଇଁ ହୋମିଓପାଥି ଇମ୍ୟୁନିଟି ବୁଷ୍ଟର ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା।…
କୃଷି ହିଁ ଆମ ଜୀବନ ଧାରଣର ମୁଖ୍ୟ ଉତ୍ସ : ଡ଼ ଅରୁଣ ସାହୁ
"କୋଭିଡ-୧୯ ମହାମାରୀ ସଂକ୍ରମଣର ଏକ ଘଡିସନ୍ଧି ମୁହୂର୍ତରେ ଜୀବନ ଓ ଜୀବିକାର ଏକମାତ୍ର ସମ୍ଭାବନା କ୍ଷେତ୍ର ହେଲା କୃଷି । ନିଜ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଓଡ଼ିଆ ନିଜକୁ ନିଜ ହିଡ଼ ମାଟିରେ ମନୋନିବେଶ କରି ପ୍ରଶସ୍ତ କୃୃଷି କ୍ଷେତ୍ରରେ ଥିବା ପର୍ଯ୍ୟାପ୍ତ ଆୟପନ୍ଥାକୁ ଆପଣାନ୍ତୁ…
ବଢ଼ିଲା ଫସଲ ବୀମା ପଞ୍ଜିକରଣ ଅବଧି
ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟାୟ ଯୋଗୁ ଫସଲହାନି ଜନିତ କ୍ଷୟକ୍ଷତି ଭରଣା ପାଇଁ ଧାନ, ମକା, ମାଣ୍ଡିଆ, ଚିନାବାଦାମ, ହରଡ, କପା, ଅଦା, ହଳଦୀ ଆଦି ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ତେଣୁ ଚାଷୀ ଭାଇ ମାନେ ସେମାନଙ୍କ…