ଲାୟନ୍ସ କ୍ଲବ୍ ତରଫରୁ ସରକାରୀ ଅଫିସ ମାନଙ୍କୁ ବିଭିନ୍ନ ସହାୟତା ସାମଗ୍ରୀ ବଣ୍ଟନ। 

ଝାରସୁଗୁଡ଼ା :(ସୁଭାଷ ସହାରେ):  ଲାୟନ୍ସ କ୍ଲବ୍ ଝାରସୁଗୁଡ଼ା ତରଫରୁ ଆଜି ସହରର ଅନେକ ଉଠା ଦୋକାନୀ ମାନଙ୍କୁ ୪୦୦ରୁ ଊର୍ଦ୍ଧ୍ବ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା। ଏହାବ୍ୟତୀତ କ୍ଲବ ତରଫରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଲିସ ଷ୍ଟେସନ ଓ ସବ୍ କଲେକ୍ଟର ଅଫିସ ରେ ମଧ୍ୟ କୋରୋନା…

କରୋନା କଟକଣା: ଓଡ଼ିଆ ବୋହୁଙ୍କୁ ଛତିଶଗଡ ବାପ ଘର ମନା

ଝାରବନ୍ଧ-ମନୋହର ଦାଶ : ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀ ର ସମ୍ପର୍କ କୁ ମଜବୁତ କରି ଗଢି ତୋଳିବା ର ସଂକଳ୍ପ ମୟ ଦିବସ  ଟିଏ ଯାହାକୁ ବର୍ଷକ ପାଇଁ ଅପେକ୍ଷା ର ଦିନ ବୋଲି କୁହାଯାଇଥାଏ।ଚଳିତବର୍ଷ ମହାମାରୀ କରୋନା ସବୁ କିଛି ନିଜ କବଜା କୁ ନେଇ ଯାଇଥିବା ବେଳେ ରକ୍ଷାବନ୍ଧନ ମଧ୍ୟ ଫିକା ପଡିଯିବା…

ମହାନଦୀ ସ୍ରୋତ ରେ ଭାସି ଯାଉଥିବା ଅଜଣା ଯୁବକ ଉଦ୍ଧାର

ବୌଦ୍ଧ (ଶାସକ ପ୍ରଶାସକ) – ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ଅଜଣା ଯୁବକଙ୍କୁ ବୌଦ୍ଧ ଜିଲ୍ଲା  ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଞ୍ଚାୟତର ଅତଳସରା ନିକଟରୁ ଆଜି ଅପରାହ୍ନ  4 ଟା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ଆଜି  ଅପରାହ୍ନ ପ୍ରାୟ…

ଆଜି ୧୦ ଜୀବନ ଯାଇଥିବା ବେଳେ ସୁସ୍ଥ ହେଲେ ୬୮୧ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ବି କରୋନା ଯୋଗୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଘରକୁ ଫେରିଛନ୍ତି ୬୮୧ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୯୫୪ ରେ ପହଂଚିଛି | ଆଜି ସର୍ବାଧିକ ୧୬୨ଜଣ ଖୋର୍ଦ୍ଧା, ୧୩୯ଜଣ ଗଂଜାମରୁ, ୭୮ଜଣ କଟକ, ୫୮ଜଣ  ସୁନ୍ଦରଗଡରୁ, ୪୯ଜଣ…

ବନ୍ଦ ଘରରୁ ବୃଦ୍ଧଙ୍କର ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ

ବରଗଡ :-  ଗତ କାଲି ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ ମିଠାପଲି ଗ୍ରାମର ସୁଲୋଚନା ସାହୁ ପାଇକମାଲ ଥାନାକୁ ଆସି ଖବର ଦେଇଥିଲେ ଯେ ତାଙ୍କର ସାବତ ମାଆ ଲକ୍ଷ୍ମୀ ସାହୁ ତାଙ୍କ ଲଉଡମାଲ ସ୍ଥିତ ଘରରେ ମୃତ ଅବସ୍ଥାରେ ପଡିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଲଉଡମାଲ ଗ୍ରାମରେ ଏକାକୀ ରହୁଥିବା ଲକ୍ଷ୍ମୀ…

ଅଗଷ୍ଟ ୩ ରୁ ଆରମ୍ଭ ହେବ ଅନଲାଇନ ସାଟ ଆଡ଼ମିସନ ପରୀକ୍ଷା

ଭୁବନେଶ୍ୱର:  ସୋମବାର ଠାରୁ ଆରମ୍ଭ ହେବ ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦) | ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ…

ବିପୁଳ ମାତ୍ରାରେ କଫ ସିରଫ , ଟାଵଲେଟ ଓ ଇଂଜେକସନ ଜବତ :ଦୁଇ ଅଭିଯୁକ୍ତ ଗିରଫ

ବରଗଡ :- ଯୁବ ସମାଜକୁ ନିଶା ଶକ୍ତ କରାଇ  ପଥ ଭ୍ରଷ୍ଟ କରିବା ପାଇଁ କିଛି ଖଲ ପ୍ରକୃତିର ବ୍ୟବସାୟୀ ମାନେ ଅନେକ ପ୍ରତିବନ୍ଧିତ ଔଷଧ କୁ ନିଶା ଦ୍ରବ୍ୟ ଭାବରେ ବିକ୍ରି କରୁଛନ୍ତି । ଏହି ଦ୍ରବ୍ୟ ମାନଙ୍କର ମଧ୍ୟରେ କଫ ସିରଫ , ନାଇଟ୍ରସାନ ଟାଵଲେଟ ଓ ପେଣ୍ଟଜୋସିନ ଇଂଜେକସନ ଅନ୍ୟତମ । ଏହି ସବୁ…

କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ ଓ ଧର୍ମେନ୍ଦ୍ର 

ଭୁବନେଶ୍ୱର(ଶାସକ ପ୍ରଶାସକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ପାଇବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ…

ଦେଖନ୍ତୁ ବିଏମସି ଏରିଆର ୪୯ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !

ଆଜି ଭୁବନେଶ୍ୱରରେ ୧୧୮ ପଜିଟିଭ  ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୧୮  କରୋନା ପଜିଟିଭ | ସେଥି ମଧ୍ୟରୁ ୬୯  ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯   ଜଣ ସାଧାରଣ ଅଂଚଳରୁ | ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ…

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ କରୋନା ପଜିଟିଭ  

ନୂଆଦିଲ୍ଲୀ (ଏଜେନ୍ସି): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ କରୋନା ପଜିଟିଭ | ଏକଥା ସେ ନିଜେ ଟୁଇଟ କରି ଉଲ୍ଲେଖ କରିଛନ୍ତି | ସେ  ର୍ତାଙ୍କ ଟୁଇଟରେ କହିଛନ୍ତି ଯେ " କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ପରୀକ୍ଷା କଲି ଏବଂ ରିପୋର୍ଟଟି ପଜିଟିଭ ବାହାରିଲା | ମୋର ସ୍ୱାସ୍ଥ୍ୟ…