୨୦୧୮ ବ୍ୟାଚର ୪ ଜଣ ଆଇଏଏସ ଅଫିସରଙ୍କୁ ମିଳିଲା ନୂତନ ନିଯୁକ୍ତି 

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ, ଆସିଲେ ସନତ କୁମାର ମହାନ୍ତି   ଭୁବନେଶ୍ୱର (ଶାସକ ପ୍ରଶାସକ) : ଦ୍ଵିତୀୟ ପର୍ଯ୍ୟାୟ ତାଲିମ ସମାପ୍ତି ପରେ ୨୦୧୮ ବ୍ୟାଚର ୪ ଜଣ ଆଇଏଏସ ଅଫିସରଙ୍କୁ ରାଜ୍ୟ ସରକାର ଦେଇଛନ୍ତି  ନୂତନ ନିଯୁକ୍ତି | ଅପରପକ୍ଷରେ ବଦଳିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଲ |…

ରାଜ୍ୟରେ ୨୬  ଜିଲ୍ଲାରୁ ୧୩୮୪ ଜଣ ଚିହ୍ନଟ 

ଗଂଜାମ ୩୩୧, ଖୋର୍ଦ୍ଧା ୨୧୧, କୋରାପୁଟ ୯୭, ସମ୍ବଲପୁର ୯୩  କରୋନା ନେଲା ଆଉ ୧୦ ଜୀବନ, ମୃତ୍ୟୁ ସଂଖ୍ୟା ପହଁଚିଲା ୨୦୭  ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୬  ଜିଲ୍ଲାରୁ ୧୩୮୪  ଜଣ ଚିହ୍ନଟ  ହୋଇଛନ୍ତି  | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୮୭୩   ଜଣ ଚିହ୍ନଟ…

 ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଟପିଲା ୧୮  ଲକ୍ଷ, ମୃତ୍ୟୁ ଟପିଲା ୩୮ହଜାର 

ପରୀକ୍ଷା ପାର କଲା ୨ କୋଟି, ଗତକାଲି ପରୀକ୍ଷା ସଂଖ୍ୟା ବହୁତ  କମିଲା  ୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୨  ହଜାରରୁ ଅଧିକ  ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୯୭୨  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୭୭୧  ଜଣଙ୍କ ମୃତ୍ୟୁ ହୋଇଛି |…

ସେରମ-ଅକ୍ସଫୋର୍ଡର କୋଭିଡ ଟୀକା କୋଭିସୀଲଡକୁ ଦ୍ଵିତୀୟ ତୃତୀୟ ପର୍ଯ୍ୟାୟ ପାଇଁ ଅନୁମତି 

ନୂଆଦିଲ୍ଲୀ( ଶାସକ ପ୍ରଶାସକ) :   ଭାରତରେ ପର୍ଯ୍ୟାୟ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ସେରମ୍-ଅକ୍ସଫୋର୍ଡ COVID19 ଟିକା କୋଭିସୀଲଡକୁ କୁ DCGI ସବୁଜ ସଂକେତ | ତେଣୁ ସେରମ-ଅକ୍ସଫୋର୍ଡ ସେମାନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବେ ଖୁବ ଶୀଘ୍ର |…

ବିଜେପି ଯୁବ ନେତା ଜଣେଇଲେ ଦାବି : ସରକାରି ବିଦ୍ୟାଳୟ ରେ ସମ୍ବଲପୁରୀ ପୋଷାକ ଡ୍ରେସ କୋଡ଼ ହେଉ ।

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା ଜିଲ୍ଲା ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ସମ୍ବଲପୁରୀ ବସ୍ତ୍ର କୁ ଡ୍ରେସ କୋଡ଼ ଘୋଷଣା କାର୍ଯ୍ୟକାରୀ କରାଯାଉ ବୋଲି ଆଜି ବିଜେପି  ଯୁବ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିମଳେନ୍ଦୁ ଭୋଳ…

ସମ୍ବଲପୁରୀ ଦିନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ‘ଏଇଟା ଜୀବନ ଭି’ ତରଫରୁ ସମ୍ବଲପୁରୀ ଦିବସ ପାଳନ

ଝାରସୁଗୁଡ଼ା (ସୁଭାଷ ସହାରେ): ସମ୍ବଲପୁରୀ ଦିନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ 'ଏଇଟା ଜୀବନ ଭି' ତରଫରୁ ସମ୍ବଲପୁରୀ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ ସରବାହାଲସ୍ଥିତ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ପରିସରରେ କରାଯାଇଥିଲା। ଝାରସୁଗୁଡ଼ା ରକ୍ତ ଭଣ୍ଡାରରେ…

ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦିବେଶ। 

ଝାରସୁଗୁଡ଼ା (ସୁଭାଷ ସହାରେ):ନଦୀର ସୁଅ ଯେତେ ପ୍ରଖର ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିକୂଳ ପରିସ୍ଥିତିକୁ ହରାଇବାର ଲକ୍ଷ୍ୟ ଯାହାକୁ ମଧ୍ୟ ସଫଳତା ପାଇବାରୁ ଅଟକାଇ ପାରେ ନାହିଁ ବୋଲି ପ୍ରମାଣିତ କରିଦେଲେ   ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ୯୦ ଶତକଡ଼ା ନମ୍ବର ରଖି ଝାରସୁଗୁଡ଼ା…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଉଦଘାଟନ କଲେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଝାରସୁଗୁଡା/ସୁବାଷ ସାହାରେ: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ବନ୍ଧପାଳି ପଞ୍ଚାୟତ ଠାକୁରପଡା ଗ୍ରାମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦ୍ବାରା ଗୁରବାର ଦିନ ୭୧ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ଝାରସୁଗୁଡ଼ା ବନାଞ୍ଚଳ ଅଧିକାରୀ ଲଳିତ ପାତ୍ର, ଏସିଆର ବାସିଲ…

ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ମାରୁତି ସ୍ୱିଫ୍ଟ କାର୍

ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା  ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀପଦର ଛକ ନିକଟରେ ଗୋଟିଏ ମାରୁତି ସ୍ୱିଫ୍ଟ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଟା ସମୟରେ ବୌଦ୍ଧ ଠାରୁ ମନମୁଣ୍ଡା ଦିଗକୁ…

ଛ’ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ପୁଣି ଛଅଟି ନୂଆ କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ୩୨୩ କୁ ପହଞ୍ଚି ଯାଇଛି।  ପ୍ରଥମ ଦୁଇଟି ମାମଲା ହୋଟେଲ ଅମରରେ ଦେୟଯୁକ୍ତ କ୍ବାରେନ୍ଟାଇନରେ…