Sign in
Sign in
Recover your password.
A password will be e-mailed to you.
ସମ୍ ହସ୍ପିଟାଲରେ ‘ଜାତୀୟ ଆଇଭି ନର୍ସ ଦିବସ’ ପାଳିତ
ଭୁବନେଶ୍ୱର, ଜାନୁଆରୀ ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ହସ୍ପିଟାଲ ପରିସରରେ ଗୁରୁବାର ‘ଜାତୀୟ ଆଇଭି ନର୍ସ ଦିବସ’ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଜାନୁଆରୀ ୨୫ ତାରିଖରେ ‘ଜାତୀୟ ଆଇଭି…
ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନୁ୍ୟଜ ବୃଦ୍ଧି: ବିଜେଡି
ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟ ଓ ଫେକ୍ ନୁ୍ୟଜ୍ ନିୟନ୍ତ୍ରଣରୁ ବାହାରେ
ପୋଲିସର ଉଦାସୀନତା ପାଇଁ ଗୋପନୀୟତା ଓ ଡାଟା ସୁରକ୍ଷା ଆଜି ବିପଦରେ
ଭୁବନେଶ୍ୱର, ୨୪/୦୧/୨୦୨୬: ଓଡ଼ିଶାରେ ବିଜେପି ସରକାର ଆସିବା ପରେ ସାଇବର ଅପରାଧ, ଫେକ୍ ନୁ୍ୟଜ ଓ ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟର…
ନିଲମ୍ବନ ପରେ ପାଟକୁରାରେ ଗର୍ଜିଲେ ଅରବିନ୍ଦଙ୍କ ସମର୍ଥକ
ଚନ୍ଦୋଳରୁ ବିରାଟ ଶୋଭାଯାତ୍ରା, ବାଚସ୍ପତିଙ୍କ ସହ ମଞ୍ଚ ବାଣ୍ଟିଲେ ବିଧାୟକ ।
କେନ୍ଦ୍ରାପଡା:୨୪/୦୧(ପ୍ରଫୁଲ୍ଲ କୁମାର ମଲ୍ଲ)ପାଟକୁରା ରାଜନୀତି ଏବେ ସରଗରମ । ବିଜେଡିରୁ ନିଲମ୍ବିତ ହେବା ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ବାହାରିଛି ସମର୍ଥକଙ୍କ ବିରାଟ ଜନସମୁଦ୍ର ।ଗତକାଲି…
ବିବେକନନ୍ଦ ଶିକ୍ଷା କେନ୍ଦ୍ର,ନରଣପୁରରେ ମାତୃ ସମ୍ମିଳନୀ ଓ ସରସ୍ବତୀ ପୂଜା।
କେନ୍ଦୁଝର,ତା୨୪/୧-ନରଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅନୁଷ୍ଠାନରେ ବହୁ ଆଡ଼ମ୍ବର ଓ ଉତ୍ସାହର ସହିତ ସରସ୍ଵତୀ ପୂଜା ଓ ମାତୃ ସମ୍ମିଳନୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀ…
ବିବେକନନ୍ଦ ଶିକ୍ଷା କେନ୍ଦ୍ର,ନରଣପୁରରେ ମାତୃ ସମ୍ମିଳନୀ ଓ ସରସ୍ବତୀ ପୂଜା।
କେନ୍ଦୁଝର,ତା୨୪/୧-ନରଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅନୁଷ୍ଠାନରେ ବହୁ ଆଡ଼ମ୍ବର ଓ ଉତ୍ସାହର ସହିତ ସରସ୍ଵତୀ ପୂଜା ଓ ମାତୃ ସମ୍ମିଳନୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀ…
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କବିତ୍ରାର ବାର୍ଷିକ ଉତ୍ସବ ଉଦଯାପିତ
କେନ୍ଦୁଝର, ତା୨୪/୧- ବୋଦାପଳସା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଵିତ୍ରାର ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି।ଏହି ଅବସରରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି ମାନସ ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ସଭା…
ଜିଆଇଇଟି ବିଶ୍ୱବିଦ୍ୟାଳୟରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର, ୨୪/୧/୨୬- ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ଆଜି ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅଧିନସ୍ତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ହୋଇ ଥିବା ଦୁଇଦିନିଆ " ଇଣ୍ଟରନେଟ ରେ ପରବର୍ତ୍ତୀ…
ଉଦଘାଟନ ହେଲା ବସନ୍ତ ମହୋତ୍ସବ
#୫୦ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଥିଲା ମୁଖ୍ଯ ଆକର୍ଷଣ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର-ସ୍ଥାନୀୟ ସହର ପାଇଁ ବିଭିନ୍ନ କ୍ଷେତ୍ରରେ ଅବଦାନ ରହିଥିବା ୫୦ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରି ଆରମ୍ଭ ହୋଇଛି ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ।…
ବାପାଙ୍କ ଶେଷ ଇଚ୍ଛାଥିଲା ଜିଲ୍ଲାବାସୀଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ଯୋଗାଇବା: ବିଶାଳ ଓ ଦିପାଳୀ
ଝାରସୁଗୁଡା: ଆଜି ନବ ଦାସ ଫାଉଣ୍ଡେସନ ତରଫରୁ ଏକ ବିଶାଳ ସ୍ବାସ୍ଥ୍ୟ ଶିବିର ବଡ଼ମାଳ ସ୍ଥିତ ଏକ ଘରୋଇ ହୋଟେଲ ପାଖ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବିଧାୟକ ଦିପାଳୀ ଦାସ ଓ ଭାଇ ବିଶାଳ ଦାସଙ୍କ ଅଧ୍ୟକ୍ଷତାରେ…
ରାଜଗାଙ୍ଗପୁର ଲ୍ୟାମ୍ପସ: ପରିଶୋଧ କରିଥିବା ଚାଷୀଙ୍କୁ(ପୁନର୍ବାର ଋଣ )ମିଳୁନଥିବା ଅଭିଯୋଗ
ରାଜଗାଙ୍ଗପୁର,୨୩-୦୧-୨୬. ରାଜଗାଙ୍ଗପୁର ଲ୍ୟାମ୍ପସରେ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ ଉଠୁଛି। ଯେଉଁ ଚାଷୀ ପୂର୍ବରୁ ନେଇଥିବା ଋଣ ପରିଶୋଧ କରିସାରିଛନ୍ତି, ସେମାନଙ୍କୁ ପୁନରାୟ ଋଣ ମିଳୁନାହିଁ। ଚାଷୀଙ୍କଠାରୁ ଋଣ ଆଦାୟ କରାଯାଇ ଉକ୍ତ ଅର୍ଥକୁ ବ୍ୟାଙ୍କକୁ ପରିଶୋଧ ନକରି ଲ୍ୟାମ୍ପସର…