Sign in
Sign in
Recover your password.
A password will be e-mailed to you.
ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠା, ୨୯/୦୩-(ଶିବରାମ ଚୌଧୁରୀ ), ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ତଥା…
ଆଦର୍ଶ ଗୁରୁକୁଳ ଶିକ୍ଷା ନିକେତନ ର ପଞ୍ଚମ ବାର୍ଷିକ ଉତ୍ସବ,
ବେଲଗୁଣ୍ଠା, ୩୦/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗନ ଆଦର୍ଶ ଗୁରୁକୁଳ ଶିକ୍ଷା ନିକେତନ, ନେଟଙ୍ଗା ର "ପଞ୍ଚମ ବାର୍ଷିକ ପ୍ରତିଭା ସମ୍ମାନ" ଉତ୍ସବ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ଲେଙ୍କା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ…
ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି
ବେଲଗୁଣ୍ଠା, ୩୦/୦୩-(ଶିବରାମ ଚୌଧୁରୀ )-,ଗତ କିଛିଦିନ ତଳେ ବେଲଗୁଣ୍ଠା ପାନ କିଆରି ନିକଟରେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଲଗୁଣ୍ଠା ଗୋପୀନାଥ ସାହି ଛକରେ ରହୁଥିବା ମଙ୍ଗୁଳୁ ସ୍ୱାଇଁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୂବନେଶ୍ଵର ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିଲେ I…
କେନ୍ଦୁଝରରେ ଗ୍ୟାସ ସିଲିଣ୍ଡର ପାଇବାକୁ ପୁଣି ରାସ୍ତାରୋକ ହେଲା।
ଯୁଦ୍ଧକାଳୀନ ଭିତ୍ତିରେ ସିଲିଣ୍ଡର ଯୋଗାଣ ଲାଗି ନାଗରିକ ମଞ୍ଚର ଦାବି।
କେନ୍ଦୁଝର,ତା୩୦/୩- ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇବା ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି କେନ୍ଦୁଝର,ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍ ଆଣିବାକୁ ଯାଇଥିବା…
ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ସୋଆକୁ ସମ୍ମାନ ପ୍ରଦାନ
ସୋଆ କୁଳପତି ମଧ୍ୟ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ମାର୍ଚ୍ଚ ୩୦ : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ଗ୍ରାଜିଆ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନ ପ୍ରଦାନ କରାଯାଇଛି । ଏଥି ସହିତ…
ରଘୁଙ୍କ ବାସ ଭବନରେ ବିପୁଳ ସମ୍ବର୍ଦ୍ଧନା।
ବସ୍ତା ୩୦/୩:ଗତ ୨୫ ମାର୍ଚ୍ଚରେ ତାଙ୍କୁ ଦଳୀୟ ସଙ୍ଗଠନରେ ସାମିଲ କରାଯାଇଛି।ଏଣୁ ତାଙ୍କର କର୍ମସ୍ଥଳି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସମେତ ବାଲେଶ୍ଵର ଜିଲ୍ଲାର କର୍ମୀ ମାନଙ୍କ ଆନନ୍ଦର ଲହରୀ ଖେଳିଯାଇଛି। ରଘୁବାବୁ ଦଳରେ ମିଶିବା ବାଲେଶ୍ଵର ଜିଲ୍ଲା ସମେତ ସଂସଦୀୟ କ୍ଷେତ୍ରରେ ଉତ୍ସାହ…
ରାଜଗାଙ୍ଗପୁର ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ, ସାଇଣ୍ଟିଫିକ୍ ଟିମ୍ ସହ ପୁଲିସର ତଦନ୍ତ
ରାଜଗାଙ୍ଗପୁର,୨୯-୦୩-୨୬. ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜଅରୁମଲ ପଞ୍ଚାୟତ ଲମଲେଇ ଗାଁର ଗାଢ଼ିପଡ଼ା ବସ୍ତି ନିକଟରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଲମଲୋଇ ମଝିପଡ଼ା ଅଞ୍ଚଳର ମନୋଜ ମାଝୀ (୩୨) । ମନୋଜଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ…
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ମନୋ-ସାମାଜିକ ସହାୟତା ଉପରେ ସଚେତନତାମୂଳକ କର୍ମଶାଳା
ଝାରସୁଗୁଡ଼ା: ଆଜି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା ଠାରେ “ମନୋ-ସାମାଜିକ ସହାୟତା” (Psycho-Social Support) ବିଷୟରେ ଏକ ସଚେତନତାମୂଳକ ଓ ଉପଯୋଗୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଛାତ୍ରଛାତ୍ରୀମାନଙ୍କ ମନୋସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ତାଙ୍କର…
“ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”
ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ
ଭୁବନେଶ୍ୱର, ୨୯.୦୩.୨୦୨୬ : ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ଅସ୍ମିତା, ସ୍ୱାଭିମାନ ଓ ଦେଶପ୍ରେମର ଅଦ୍ୱିତୀୟ ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ ନିଜର ନିର୍ଭୀକ ସଂଗ୍ରାମ ଓ ବଳିଦାନ ମାଧ୍ୟମରେ ଇତିହାସରେ ଅମର ଅବସ୍ଥାନ…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ୨୭ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ଆୟୋଜିତ
ଭୁବନେଶ୍ୱର, ୨୯ ମାର୍ଚ୍ଚ, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଗତ ମାର୍ଚ୍ଚ ୨୮, ୨୦୨୬ ରେ ଭୁବନେଶ୍ୱରଠାରେ ୨୭ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ (ଏମ୍ଇଆଣ୍ଡଏମସି) ସପ୍ତାହ ୨୦୨୫-୨୬ର ଉଦଯାପନୀ ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ…