ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ ,ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟ

ବଲାଙ୍ଗୀର, ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଟାଙ୍କୁଳପଦର ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ଏହି ଘଟଣା ଘଟାଇଥିଲେ। ଡ୍ୟୁଟି ସାରି ଘରକୁ…

ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ୩ଜଣ ଯୁବକ…

ରେଣ୍ଡୋମାଝୀ ମେଡିକାଲ କଲେଜ ପରିଦର୍ଶନ କଲେ ଲାଞ୍ଜିଗଡ଼ ବିଧାୟକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା ରେଣ୍ଡୋ ମାଝୀ ମେଡିକାଲ କଲେଜ କୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ସକାଳ ସକାଳ ପରିଦର୍ଶନ କରିଛନ୍ତି ପ୍ରସ୍ତୁତି ବିଭାଗ ମେଡ଼ିସିନ ବିଭାଗ ICU ଏବଂ ଅନ୍ୟ ଅନ୍ୟ ବିଭାଗ ପରିଦର୍ଶନ କରିଥିଲେ ଏବଂ ଅନେକ ଦିନଧରି ବିଭାଗ…

କେବଳ ସ୍ମୃତି ରେ ବଞ୍ଚି ରହିଛି ଐତିହାସିକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର

ଐତିହାସିକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ବିପର୍ଯ୍ୟସ୍ତ ଅବସ୍ଥା: ଅର୍ଥାଭାବ ମଧ୍ୟରେ ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ମିଳିତ କମିଟିର ସମୀକ୍ଷା ​ସୁରକ୍ଷା ଅଭାବରୁ ଚୋରି ହେଲା କୋଟି କୋଟିର ଅଳଙ୍କାର, ଫାଟ ସୃଷ୍ଟି ହେଲାଣି ଗର୍ଭଗୃହରେ: କେବେ ସୁଧୁରିବ କୁଲାଡ ଶ୍ରୀଜଗନ୍ନାଥ…

ଗଜପତି ଜିଲ୍ଲା ରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ରାଜ୍ୟ ତଥା ଦେଶରେ ଆଜି ମହିଳା ନିର୍ଯାତନା ବୃଦ୍ଧି ପାଇଛି। ନିରୀ ନିର୍ଯ୍ୟାତନା ତାଲିକାରେ ଶୀର୍ଷରେ ପହଞ୍ଚି ଓଡ଼ିଶା , ବିଜେପି ସରକାରରେ ନାରୀର ସୁରକ୍ଷା ନାହଁ। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ , ଦରଦାମ ଆକାଶ ଛୁଆଁ ହୋଇଛି। ଯାହାକୁ ନେଇ…

ଜନସାଧାରଣଙ୍କ ପାଇଁ ସର୍ବତ ବଣ୍ଟନ କଲେ ଯୁବ ସମାଜସେବୀ ସତ୍ୟଜିତ

ମୟୂରଭଞ୍ଜ,(ଶାସକ-ପ୍ରଶାସକ),(୨୬/୫): ଗ୍ରୀଷ୍ମ ଋତୁ କାଳୀନ ଅସହ୍ୟ ଖରା ସହିତ ଗୁଳୁଗୁଳି କୁ ଦୃଷ୍ଟିରେ ରଖି ଆଜି ମୟୁରଭଂଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ କୁଳିଅଣା ଛକ ଠାରେ ସ୍ଥାନୀୟ ଯୁବ ସମାଜସେବୀ ସତ୍ୟଜିତ ମିଶ୍ର ଙ୍କ ସୌଜନ୍ୟରେ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଗତ ୨୫ ତାରିଖରେ…

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଶପଥ ଗ୍ରହଣ ସମାରୋହ ।

ନବରଙ୍ଗପୁର,୨୬/୦୫/୨୦୨୬, ଅଶୋକ ସାହୁ,ଆଇନଜୀବୀ ସଂଘର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂଘର ନିର୍ବାଚନ ଶେଷ ହେବା ପରେ ନୂତନ କର୍ମ କର୍ତ୍ତା ମାନେ ଶପଥ ଗ୍ରହଣ କରିଥିଲେ।ବାର ରୁମ ପରିସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ରାଜ୍ୟ ବାର କାଉନସିଲ ସଦସ୍ୟ ପି ରମେଶ…

ବାବା ଘଣ୍ଟି ବେଲେଶ୍ୱର ଙ୍କ ଚତୁର୍ଥ ଜନ୍ମବାର୍ଷିକ ଉତ୍ସବ l

ଅସ୍ତରଙ୍ଗ:  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଞ୍ଚାୟତ ର ଶ୍ରୀବନ୍ତପୁର ଗ୍ରାମରେ ଥୀବା ବାବା ଘଣ୍ଟି ବେଲେଶ୍ୱର ଙ୍କ ଚତୁର୍ଥ ବାର୍ଷିକ ଜନ୍ମ ଉତ୍ସବ ଚାରି ଦିନ ଧରି ପାଳିତ ହୋଇ ଯାଇ ଅଛି l ୨୩ ତାରିଖ ଶନିବାର ଅଙ୍କୁରପଣ ଓ ଅଧିବାସ ରହିଥିବା ବେଳେ, ରବିବାର ଦିନ କଳସ…

ତୋଫାନ ଦାଉ ସାଧିଲା , ପ୍ରଶାସନ ବୁଝୁନି ଟିକିଲି ଦୁଃଖ

ଶୁଣିବେ କି ସରକାର , ଗୁହାରି ଗରୀବର ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଭୋଟରଙ୍କୁ ବ୍ଲକ୍ ର ଅଣଦେଖା କେନ୍ଦୁଝର: ୨୫/୫/୨୦୨୬- ଗତ ଅପ୍ରେଲ ମାସରେ ଝଡ ବତାଶରେ ଘର ଛପର ଉଡିଗଲା । ବିଧବା ଆଦିବାସୀ ମହିଳା ସାହାଯ୍ୟ ଆଶା କରି ରହିଲା। କେହି ଶୁଣିଲେ ନାହିଁ। ନିଜ ଖର୍ଚ୍ଚରେ ମରାମତି କଲା। ପୁଣି ଏବେ…

ରୁର୍ବାନ ଯୋଜନାରେ ସୋଲାର ଲାଇଟ କାମରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ,

କୋଲାବିରା ବ୍ଲକର ୬ ପଞ୍ଚାୟତରେ ନିମ୍ନମାନର କାମ ଓ ଟେଣ୍ଡର ଅନିୟମିତତା ନେଇ ତଦନ୍ତ ଦାବି ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅଧୀନ କେନ୍ଦ୍ର ସରକାରଙ୍କ ରୁର୍ବାନ ଯୋଜନାରେ ସମାସିଂହା କ୍ଲଷ୍ଟରରେ ଲଗାଯାଇଥିବା ସୋଲାର ଷ୍ଟ୍ରିଟ୍ ଲାଇଟ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ କୋଟି…