Sign in
Sign in
Recover your password.
A password will be e-mailed to you.
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ରେ ସରସ୍ବତୀ ପୂଜା ଓ ମାତୃ ସମ୍ମିଳନୀ
କେନ୍ଦୁଝର,ତା୨୪/୧- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଜେଲରୋଡ଼, କେନ୍ଦୁଝରଗଡ଼ଠାରେ ସରସ୍ଵତୀ ପୂଜା ଓ ଶିଶୁବାଟିକା ବିଭାଗର ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ପ୍ରାରମ୍ଭରେ ଶିଶୁବାଟିକାର ଉଦୟ ବିଭାଗ ଶିଶୁଙ୍କ ଦ୍ବାରା ଏକ ଶୋଭାଯାତ୍ରା…
ସବୁଠାରେ ପୂଜା ପାଇଲେ ବାଗଦେବୀ ମା’ ସରସ୍ଵତୀ।
କେନ୍ଦୁଝର,ତା୨୪/୧-ଇଂରାଜୀ ନବବର୍ଷର ପ୍ରଥମ ମାସର ଶ୍ରୀପଞ୍ଚମୀରେ ପୁରରୁ ପଲ୍ଲୀ ସବୁଠାରେ ପୂଜା ପାଇଲେ ବିଦ୍ୟାଦାୟିନୀ ବାଗଦେବୀ ମା' ସରସ୍ଵତୀ। ଢେଙ୍କିକୋଟ ନିକଟବର୍ତ୍ତୀ ପ୍ରତ୍ୟେକ ସରକାରୀ,ବେସରକାରୀ ଶିକ୍ଷାନୁଷ୍ଠାନ ସମେତ କ୍ଲବ, ସଂଘରେ ଧୁମଧାମରେ ପୂଜା କରାଯାଇଛି। ମୁଖ୍ୟତଃ…
୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ସମୀକ୍ଷା କରିବା ସହ କ୍ରୀଡା ଛାତ୍ରାବାସ ବୁଲି ଦେଖିଲେ ଜିଲ୍ଲାପାଳ
କଟକ ତା ୨୩.୦୧.୨୦୨୬ ରିଖ – କଟକ ଜିଲ୍ଳାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ…
ସରସ୍ଵତୀ ପୂଜା , ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ୩୬ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଆଁଙ୍କ ଆବାହନ , ପୂଜନ ଏବଂ ହୋମ , ପୂଷ୍ପାଞ୍ଜଳି…
ଅଙ୍ଗନବାଡ଼ି କେନ୍ଦ୍ର ସ୍କୁଲରେ ଖାଦ୍ୟର ମାନ ଯାଞ୍ଚ କଲେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ
କାକଟପୁର - ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳମତି ଶିଶୁ ଓ ଗର୍ଭବତୀ ମହିଳା, ସ୍କୁଲ ମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ପରଖିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ। ଆଜି ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ବୀରଭଦ୍ର ନୋଡାଲ ୟୁ.ପି ସ୍କୁଲ…
ମହାନ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସରେ ମାଲ୍ୟାର୍ପଣ
‘ପାଇକ ବିଦ୍ରୋହର ଅମର ନାୟକଙ୍କ ତ୍ୟାଗ ଓ ବୀରତ୍ୱକୁ ଶ୍ରଦ୍ଧାପୂର୍ଣ୍ଣ ସ୍ମରଣ’
ଭୁବନେଶ୍ୱର, ୨୪/୦୧/୨୦୨୬ : ଇଂରେଜ ଶାସନର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ଓଡ଼ିଶାର ମାଟିରୁ ସ୍ୱାଧୀନତା ସଂଗ୍ରାମର ଅଗ୍ନିଶିଖା ପ୍ରଜ୍ୱଳିତ କରିଥିବା ପାଇକ ବିଦ୍ରୋହର ଅମର ନାୟକ, ମହାନ ବିପ୍ଳବୀ ବକ୍ସି…
ଜାତୀୟ ବିଦ୍ୟୁତ ମାନ୍ୟତାରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ବଡ଼ ସଫଳତା, ଶକ୍ତି ମନ୍ତ୍ରଣାଳୟର…
ଭୁବନେଶ୍ୱର, ୨୩ ଜାନୁଆରୀ, ୨୦୨୬: ଶକ୍ତି କ୍ଷେତ୍ରରେ ଓଡ଼ିଶାର ସଫଳତା ପୁଣି ଥରେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୫ ଆର୍ଥôକ ବର୍ଷର ୧୪ତମ ସମନ୍ୱିତ ରେଟିଂ ଏବଂ ରାଙ୍କିଙ୍ଗ ରିପୋର୍ଟ ରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍…
ଶ୍ରୀପଞ୍ଚମୀ ତିଥିରେ ନବନିର୍ମିତ ମାଁ ତାରିଣୀ ମନ୍ଦିରକୁ ମାଁଙ୍କ ବିଗ୍ରହ ପ୍ରବେଶ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ, ୨୩-୦୧-୨୦୨୬: ମାଲକାନଗିରି ଜିଲ୍ଲା କାଲିମେଳା ଅନ୍ତର୍ଗତ ଏମପିଭି - ୨୬ ଗାଁ ନିକଟରେ ୧୦ ଫୁଟର ଏକ କୂଅରେ ପଡିଥିବା ଭାଲୁକୁ ବନ ବିଭାଗ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିଛି । ଖାଦ୍ୟ ଅନ୍ୱେଷଣରେ ଆସି କୂଅ ଭିତରେ ପଡ଼ିଥିଲା ଭାଲୁ । ସୂଚନା…
ଶ୍ରୀପଞ୍ଚମୀ ତିଥିରେ ନବନିର୍ମିତ ମାଁ ତାରିଣୀ ମନ୍ଦିରକୁ ମାଁଙ୍କ ବିଗ୍ରହ ପ୍ରବେଶ
ବିଜେପୁର:ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଆନନ୍ଦ ନଗରରେ ମାଘମାସ ଶୁକ୍ଳପକ୍ଷର ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ନବନିର୍ମିତ ମାଁ ତାରିଣୀ ମନ୍ଦିରକୁ ମାଁ ତାରିଣୀଙ୍କ ସହ ପାର୍ଶ୍ୱ ଦେବାଦେବୀ ଓ ବୀର ବଜରଙ୍ଗବଳୀ (ହନୁମାନ)ଙ୍କ ବିଗ୍ରହ ଶାସ୍ତ୍ରୋକ୍ତ ବିଧି-ବିଧାନ ସହ ପ୍ରବେଶ କରାଯାଇଛି। ଏହି…
ଜାତୀୟ କନ୍ୟା ସନ୍ତାନ ଦିବସ ଉତ୍ସାହ ଓ ସଚେତନତା ସହିତ ପାଳିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ):ତା. ୨୨.୦୧.୨୦୨୬ରିଖ ଦିନ କଳାହାଣ୍ଡି ଜିଲ୍ଲାର ଭବାନପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତାହ ବ୍ୟାପୀ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ କାର୍ଯ୍ୟକ୍ରମ ଉତ୍ସାହ ଓ ସଚେତନତା ସହିତ ଆୟୋଜିତ ହୋଇଥିଲା। ଜିଲ୍ଲା ପ୍ରଶାସନ,…