Sign in
Sign in
Recover your password.
A password will be e-mailed to you.
ଭାରତର ନୂଆ ସି.ଏ.ଜି. ଗିରିଶ ଚନ୍ଦ୍ର ମୁର୍ମୁଂକୁ ବନ୍ଦେ ଉତ୍କଳ ଫାଉଣ୍ଡେସନର ହାର୍ଦିକ ଅଭିନନ୍ଦନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) - ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ନିବାସୀ ଗିରିଶ ଚନ୍ଦ୍ର ମୁର୍ମୁ ଭାରତର ଚତୁର୍ଦ୍ଦଶ କମ୍ପଟ୍ରୋଲର ଓ ଅଡିଟର ଜେନେରାଲ ପଦଭାର ଗ୍ରହଣ କରିଛନ୍ତି | ଆଜି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏକ ନିରାଡ଼ମ୍ବର ତଥା ସାମାଜିକ ଦୂରତା…
କୋଭିଡ୍୧୯ ବିପତ୍ତିକୁ ନେଇ ଯୁବ ବିଜେଡିର ରାଜ୍ୟସ୍ତରୀୟ ଭର୍ଚ୍ୟୁଏଲ ସମୀକ୍ଷା ବୈଠକ
କରୋନା ଭଳି ତିରୋଟ କାଳରେ ଯୁବ ବିଜେଡିର ଲୋକହିତକର କାର୍ଯ୍ୟକ୍ରମକୁ ପ୍ରଶଂସା
ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ସହ ପ୍ଲାଜମାଦାତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ପ୍ରସ୍ତାବ
ସମଗ୍ର ରାଜ୍ୟରେ କୋଭିଡ ବିପତ୍ତି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ତଥା ବିଜୁ ଜନତା ଦଳର…
ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଦିବସ ବ୍ୟାପୀ ମାନସ ମନ୍ଥନ
ବିଜୁ ଜନତା ଦଳର କଳା, ସସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ହେଲା ଅନୁଷ୍ଠିତ
ଦୁଇ ଗୋଟି ଭର୍ଚୁଆଲ ଆଲୋଚନାଚକ୍ରରେ ସାମିଲ ହେଲେ ୫୦୦ରୁ ଉର୍ଧ୍ଵ ବୁଦ୍ଧିଜୀବୀ ଓ ଶିକ୍ଷାବିତ ଅନୁଷ୍ଠିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ…
ଝାରସୁଗୁଡ଼ା ଜିଲ୍ଲାରେ ‘ନୂଆଖାଇ ଭେଟଘାଟ ‘ ଉପରେ କଟକଣା!
ଏକ ମିଶ୍ରିତ ପ୍ରତିକ୍ରିୟା, ସଂପୂର୍ଣ୍ଣ କଟକଣାକୁ ନାପସନ୍ଦ।
କୋରୋନା ପ୍ରଭାବ ଯୋଗୁଁ ଗଣେଶ ପୂଜା ଓ ନୂଆଖାଇ ପାଳନ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ନିୟମାବଳୀ ଗୁଡ଼ିକ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି, ତାକୁ ନେଇ ଲୋକଙ୍କ ମଧ୍ୟରେ ଏକ ବିତର୍କ ଆରମ୍ଭ…
ସାର ଦୋକାନକୁ ଅଚାନକ ପହଁଚିଲେ ଉପଜିଲ୍ଲାପାଳ ।
ବରଗଡ :- ବର୍ତ୍ତମାନ ଚାଷର ସମୟ । ଚାଷୀ ସମାଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ସମଗ୍ର ବିଶ୍ୱକୁ ଆହାର ଯୋଗାଉଛି । ରାଜ୍ୟ ସରକାର ଚାଷ ଓ ଚାଷୀର ସୁବିଧା ପାଇଁ ତଥା ଚାଷୀର ଆର୍ଥିକ ପରିସ୍ଥିତି କୁ ସୁଧାରିବା ପାଇଁ ଅନେକ ଯୋଜନା କରିଛନ୍ତି । ଚାଷ କରିବା ପାଇଁ ଚାଷୀ ର ଆବଶ୍ୟକତା ଅନୁସାରେ ସମସ୍ତ…
ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ପୋଲିସ ଡିଜିଙ୍କୁ ଭେଟିଲା ମହିଳା ମୋର୍ଚ୍ଚା ପ୍ରତିନିଧୀ ଦଳ
କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା
ଆଦିବାସୀ ନାବାଳିକାଙ୍କ ଇଜ୍ଜତ ସହ ଖେଳ ଖେଳୁଛନ୍ତି ରାଜ୍ୟସରକାର:ସ୍ମୃତି ପଟ୍ଟନାୟକ
ଶାସକ ଦଳ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନଙ୍କ ଲିଙ୍କ୍ ରେ ଅଛନ୍ତି…
“ୟୁରିଆ ସାର ବ୍ୟାପକ କଲା ବଜାର, ସରକାର କଲା ବଜାରୀଙ୍କୁ ସୁରକ୍ଷା ଦେଉଛି” : ପ୍ରଦୀପ ପୁରୋହିତ
ବରଗଡ଼(ଶାସକ ପ୍ରଶାସକ):ସାରା ଓଡିଶାରେ ଏବେ ବ୍ୟାପକ ମାତ୍ରାରେ ୟୁରିଆ ସାର କଲା ବଜାର ଚାଲିଛି । ଅସାଧୁ ବେପାରୀ ମାନେ ହଜାର ହଜାର କ୍ବିଣ୍ଟାଲ ସାର ଗଛିତ ରଖି ସାର ବସ୍ତା ପ୍ରତି ୪୫୦ ଟଙ୍କା ରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଚାଷୀ ମାନଙ୍କୁ କଲା ବଜାରରେ ବିକ୍ରି କରୁଛନ୍ତି । ଚାଷ କାର୍ଯ୍ୟ…
କରୋନା ଜନିତ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଜିଲ୍ଲାପ୍ରଶାସନର ପଦକ୍ଷେପ
http://www.youtube.com/watch?v=OYfXoG_YAoc
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁର୍ବଳ ଓ ବରିଷ୍ଠ ନାଗରିକଙ୍କୁ ଔଷଧ କୀଟ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ…
ବିଏମସି ଏରିଆରେ ୧୯୦, କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ଲୋକାଲ କଣ୍ଟାକ୍ଟ ଦେଖନ୍ତୁ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୧୯୦ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଣ୍ଟରରୁ ୧୩୮ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୫୨ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୩ ଜଣରେ ପହଁଚିଥିବା ବେଳେ…
ଲୋକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ
ବଲାଙ୍ଗିର-(ସନ୍ତୋଷ କୁମାର ଠାକୁର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ନିକଟସ୍ଥ ଚନ୍ଦ୍ରପୁର ଗ୍ରାମର ଶାନ୍ତି ନାଗ ଓ ବିନୋଦିନୀ ନାଗଙ୍କ ପରିବାରଙ୍କୁ ଲୋକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଏକ ମାସର ରାସନ ସାମଗ୍ରୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ…