Sign in
Sign in
Recover your password.
A password will be e-mailed to you.
ବଲାଙ୍ଗୀର ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀରରେ ଜଣେ ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଶୁଣୁନି । ସଇଁତଲାର ମହିଳା ଧଙ୍ଗରା ମାଝୀଙ୍କ ସହିତ ଜମି ବିବାଦକୁ ନେଇ ସେହି ଗାଁର ଦୁଇ ଜଣ ବ୍ୟକ୍ତି ତାଙ୍କୁ ଘରକୁ ପଶି ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ମହିଳା…
ଗାନ୍ଧି ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ
ହରଭଙ୍ଗା :- ପ୍ରତାପ ମେହେର / ଗତ କାଲି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ରାଧାନଗର ପଞ୍ଚାୟତ ର ଗାନ୍ଧି ଗ୍ରାମ ରୁ ଏକ କରୋନା ରୋଗୀ ଚିହ୍ନଟ ହେଇଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାଧା ନଗର୍ ସରପଂଚ ଶ୍ରୀମତୀ ଅପରାଜିତା ବେହେରା ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ଗାନ୍ଧି ଗ୍ରାମ କୁ…
କୋଭିଡ କଟକଣା ଭିତରେ ନୂଆଖାଇ ପାଳନ କରିବା ସୁଯୋଗ ଦିଅନ୍ତୁ ରାଜ୍ୟ ସରକାର
ଝାରସୁଗୁଡ଼ା :(ସୁଭାଷ ସହାରେ): ନୂଆଖାଇ ପର୍ବ ପାଳନ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଲାଗୁ କରିଥିବା କଟକଣାକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ।ଅଞ୍ଚଳର ସଂସ୍କୃତି,ଐତିହ୍ୟ,ଭ୍ରାତୃତ୍ବ,ପରମ୍ପରା ଓ ପରିଚୟକୁ ବହନ କରୁଥିବା ଏହି ପର୍ବ ପୃଥିବୀର କୋଣ…
“ଶାସକ ପ୍ରଶାସକ” ର ଖବର ପ୍ରସାରଣ ପରେ କରଡି ଗାଁରେ ପହଞ୍ଚିଲେ ବନବିଭାଗ
ବୌଦ୍ଧ (ଶାସକ ପ୍ରଶାସକ ) – ଗତ ଦୁଇ ଦିନ ଧରି ବୌଦ୍ଧ ହରଭଙ୍ଗା ବ୍ଲକ୍ କରଡି ଗାଁ ନିକଟରେ ଗୋଟିଏ କୁମ୍ଭୀର ମହାନଦୀ ଘାଟରେ ଦେଖା ଯାଉଥିବା ଖବର ସର୍ବ ପ୍ରଥମେ ଆମ ଶାସକ ପ୍ରଶାସକ ପୋର୍ଟାଲ ନ୍ୟୁଜ୍ ରେ ଫଟୋସହ ପ୍ରକାଶ ପାଇଥିଲା ।
ବନବିଭାଗ କୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିି…
ପଦ୍ମପୁର ରେ କ୍ରାନ୍ତି ଦିବସରେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ପଦ୍ମପୁର : ଭାରତ ସ୍ୱାଧୀନତା ପୂର୍ବରୁ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନ ର ନାରା ରେ ସାରା ଭାରତ କୁ ଏକ କରି ନିଜର ଜୀବନ ମୃତ୍ୟୁ ବିଷୟରେ ନ ଭାବି ଦେଶମାତୃକା ପାଇଁ ନିଜର ଜଳାଞ୍ଜଳି ଦେଇ ମଧ୍ୟ ସ୍ବରାଷ୍ଟ୍ର କୁ ବ୍ରିଟିଶ କବଳ ରୁ ଛଡାଇବା ପାଇଁ ସ୍ୱାଧୀନତା ସଂଗ୍ରାମୀ…
ଅପଦସ୍ତ ହେଲେ ବିଜେପି ସାଂସଦ ମନୋଜ ତିୱାରୀ
ନୂଆଦିଲ୍ଲୀ: କଥାରେ ଅଛି ଆଗ କୁହା ଆଗ ଚଲା ସବୁବେଳେ ଅପଦସ୍ତ ହୁଅନ୍ତି | ଆଉ ଏମିତି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ | ଅନାବଶ୍ୟକ ତଥା ଅଣପ୍ରାଧିକୃତ ଟୁଇଟ ଟିଏ କରି ଦେଇ ବିଭ୍ରାନ୍ତିକର ଖବର ଟିଏ ଦେଇଥିବା ଯୋଗୁ ଶେଷରେ…
ବୟସ ୮୦ ପାଖାପାଖି, ଘରଖଣ୍ଡେ ମିଳିବ କେବେ !!!
ପଦ୍ମପୁର- ଝାଟି ମାଟିରେ ତିଆରି ଘର ତା ଉପରେ ଖପର ଛପର । ରୋଷେଇ କରିବାଠୁ ନେଇ ରହିବା ଶୋଇବା ସେହି ଛୋଟିଆ କୁଡିଆ ଘରେ । ଏମିତି ଏକ ଅଭାବନୀୟ ଦୄଶ୍ୟ ଦେଖିବାକୁ ମିଲିଛି ପଦ୍ମପୁର ବ୍ଳକ ପଲସାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମରେ । ସାରଙ୍ଗପୁର ଗ୍ରାମର ପାର୍ବତୀ ଭୁଏ ବୟସ…
ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା : ଘର ଭିତରେ ପାଣି
ବରଗଡ :- ରାଜ୍ୟ ସରକାରଙ୍କର ବହୁ ଆଶା ଓ ସ୍ୱପ୍ନ ର ପ୍ରୋଜେକ୍ଟ ବିଜୁ ଏକ୍ସପ୍ରେସ ୱେ । ଜନ ବସତି ଅଂଚଳରେ ଲୋକଙ୍କ ସୁବିଧା ଓ ବର୍ଷା ଜଳ ନିଷ୍କାସନ ପାଇଁ ଏହି ପ୍ରୋଜେକ୍ଟ ରେ ନାଳର ସୁବିଧା ମଧ୍ୟ ରହିଛି । ଏଥିପାଇଁ ଏକ ସୁନ୍ଦର ଡିଜାଇନ ମଧ୍ୟ ରହିଛି । ହେଲେ ପାଇକମାଲ ଅଂଚଳରେ ବିଭାଗୀୟ…
ଆଇସୋଲେସନ ୱାର୍ଡରେ ରୋଗୀଙ୍କ ମୃତ୍ୟୁକୁ ନେଇ ବିଷ୍ଣୁମୁଣ୍ଡା ରାସ୍ତା ରୋକ
ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର କରୋନା ଆଇସୋଲେସନ ବିଭାଗରେ ଜଣେ ରୋଗୀଙ୍କ ଚିକତ୍ସା ରେ ଡାକ୍ତର ଙ୍କ ଅବହେଳା କୁ ନେଇ ମୃତ୍ୟୁ ହୋଇ ଥିବା ନେଇ ଆଇସୋଲେସନ ପରିସରରେ ଉତ୍ତେଜନା ତଥା ବାଦ ବିବାଦ ପରେ ଆଜି ମୃତ ଜିତେନ୍ଦ୍ର ସୁନା ଙ୍କ ସମ୍ପର୍କୀୟ ଓ…
ଆଜି ଗଂଜାମଠୁ ଆଗରେ ଖୋର୍ଦ୍ଧା , ମୃତ୍ୟୁ ସଂଖ୍ୟା ୧୩
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତକାଲି ରେକର୍ଡ ସଂଖ୍ୟକ ୧୫୪୪ ଜଣ କୋଭିଡ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇ ଏ ରୋଗରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦୨୪୧ ରେ ପହଞ୍ଚିଥିବା ବେଳେ ଆଜି ରାଜ୍ୟରେ ୧୭୩୪ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୨୭ ପହଁଚାଇଛି | ଆଜି…