ସମ୍ବଲପୁର ମଣ୍ଡଳରେ ବ୍ୟବସାୟ ବିକାଶ ୟୁନିଟର ଭରଚୁଆଲ ପ୍ରେସମିଟ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ଭାରତୀୟ ରେଳୱେ ବୋର୍ଡର ନିର୍ଦେଶ ଅନୁସାରେ ମାଳ ପରିବହନ ବ୍ୟବସ୍ଥା ର ବୃଦ୍ଧି ଉପରେ ନିରନ୍ତର ଧ୍ୟାନ ଦେବା ପାଇଁ ଗଠିତ ବ୍ୟବସାୟ ବିକାଶ ୟୁନିଟ ର ପୂର୍ବତଟ ରେଳପଥ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଏହି ବ୍ୟବସାୟ ବିକାଶ ୟୁନିଟ ର ଏକ ଭରଚୁଆଲ ପ୍ରେସ ମିଟ…

ସମ୍ବଲପୁର ଫୁଟବଲ ଛାତ୍ରାବାସ ସ୍ଥାନାନ୍ତରକୁ ପଶ୍ଚିମାଞ୍ଚଳ ଏକତା ମଂଚର  ବିରୋଧ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଫୁଟବଲ ଛାତ୍ରାବାସ  ରାଜ୍ୟରେ ନିଜର  ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।  ନାଁକରା ଫୁଟବଲ ତାରକା ସୃଷ୍ଟି  କରିବାରେ ସଫଳ ହୋଇଛି । ଏହାସହ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ମାନଙ୍କରେ  ଅନେକ ସଫଳତା ଅର୍ଜନ କରିଛି ବିଶେଷ କରି ମହିଳା ଫୁଟବଲ…

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଜୟନାରାୟଣ ଓ ନାଉରି : “ନୂଆଖାଇ”ପାଇଁ କୋହଳ ହେଉ ସଟଡାଉନ୍ :

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ପଶ୍ଚିମ ଓଡିଶାର ଗଣପର୍ବ "ନୂଆଖାଇ"ରେ ସଟଡାଉନକୁ  କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ରେଙ୍ଗାଲି ବିଧାୟକ ନାଉରି ନାୟକ ।  ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସପ୍ତାହନ୍ତ ଶନିବାର ଓ ରବିବାର…

ମାଲବାହୀ ଗାଡି ଧକ୍କାରେ ପ୍ରାଣ ହରାଇଲେ  ଅବସରପ୍ରାପ୍ତ ଶିକ୍ଷକ

ବଲାଙ୍ଗୀର (ନିରୋଜ ମିଶ୍ର)  ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର ପୂର୍ବତନ ସରପଞ୍ଚ ମଞ୍ଜୁବାଳା ମେହେରଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମେହେର…

ସମୁଦ୍ର ତଳେ ବିଛାଯାଇଛି କେବୁଲ : ଆରମ୍ଭ ହେବ  ଆଣ୍ଡାମାନ-ନିକୋବର ସହ ସମୁଦ୍ର ତଳ କେବ୍‌ଲ ସଂଯୋଗ ବ୍ୟବସ୍ଥା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ସୋମବାର କରିବେ ଉଦ୍ଘାଟନ  • ସମୁଦ୍ର ଭିତରେ  ଚେନ୍ନଇରୁ ପୋଟବ୍ଲେୟାର ଏବଂ 7ଟି ଦ୍ୱୀପକୁ ବିଛାଯାଇଛି 2300 କିଲୋମିଟର ଲମ୍ବ କେବ୍‌ଲ • ଏହାଦ୍ୱାରା ଆଣ୍ଡାମାନ-ନିକୋବର ସହିତ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ସଂଯୋଗ ସୁବିଧା ମିଳିବ ନୂଆଦିଲ୍ଲୀ (ଶାସକ…

କରୋନା ମୁକାବିଲାରେ ଆଗଧାଡିରେ ସୋଆ

୨୦୦୦ ରୁ ଉର୍ଦ୍ଧ୍ବ  ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ରରେ ଚାଲିଛି ସଂକ୍ରମିତଙ୍କ ଚିକିତ୍ସା ଭୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି…

ତେଜିଲା ରାସାୟନିକ ସାରର ଅଭାବୀ ବିକ୍ରି ମାମଲା। ସମସ୍ଯାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଜିଲ୍ଲା…

 ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାରେ ଚାଷୀମାନଙ୍କ ପାଇଁ ରାସାୟନିକ ସାର ଅଭାବ ବର୍ତ୍ତମାନ ପାଇଁ ଏକ ଚିନ୍ତାଜନକ ବିଷୟରେ ପରିଣତ ହୋଇଛି।ଏହାକୁ ନେଇ ପୂର୍ବରୁ ଜିଲ୍ଲା ବିଜେପି ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ  ଚିଠି ମାଧ୍ୟମରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ କଂଗ୍ରେସ ଦଳର…

ଡୁମେରଗୁଡା ଗ୍ରାମ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ 

ଧର୍ମଗଡ ସୁଶାନ୍ତ ରାଉତ  କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ମୁଖୀଗୁଡା ଗ୍ରାମରେ  ଜଣେ ପ୍ରବାସୀ ଙ୍କ ଠାରେ  କରୋନା ପଜେଟିଭ ବାହାରିଥିବା ଜଣାପଡିଛି । ରିପୋର୍ଟ ଆସିବା ପରେ  ଡୁମେରଗୁଡା ସରପଞ୍ଚ ସୁରେଶ ଭଇଁସାଲ ତୁରନ୍ତ  ମୁଖୀଗୁଡା ଗ୍ରାମ କୁ ଯାଇ  ପରିସ୍ଥିତି ଅନୁଧ୍ୟାନ କରିବା ସହ ଜନ…

 ଗଜପତି ଜିଲ୍ଲାରେ କୋଭିଡ୍-୧୯ ପରିଚାଳନା: ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଯୋଗଦେଲେ ୧୦ ଓ.ଏ.ଏସ୍ ଏବଂ ଓ.ଆର୍.ଏସ୍ …

ବ୍ଲକୱାରି ଦାୟିତ୍ୱରେ ଥିବା ଅଧିକାରୀଙ୍କ ମୋବାଇଲ ନମ୍ବର ଜାରି କଲେ ଜିଲ୍ଲାପାଳ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ କୋଭିଡ-୧୯ ର  ପରିଚାଳନା ପାଇଁ ନୂତନ ଭାବେ ୫ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଏବଂ ୫ ଜଣ ଓଡିଶା…

ଲଉଡିଦରହା ରେ କାର୍ଯ୍ୟକ୍ଷମ ହେଲା ବିଦ୍ୟୁତ ସବଷ୍ଟେସନ

ଝାରବନ୍ଧ-ମନୋହର ଦାଶ:ମାସେ କି ଛଅ ମାସ ନୁହେଁ ଉଦଘାଟନର 3ବର୍ଷ ପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ ପଞ୍ଚାୟତରେ ଲଉଡିଦରହା ଗ୍ରାମ ଠାରେ ଅବସ୍ଥାପିତ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି।ବହୁ ପ୍ରତୀକ୍ଷିତ ସବଷ୍ଟେସନ ରୁ ସେବା ମିଳିବା ପରେ ଅଞ୍ଚଳ…