Sign in
Sign in
Recover your password.
A password will be e-mailed to you.
101 ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧ ଲଗାଇବ ପ୍ରତିରକ୍ଷା ବିଭାଗ : ଆତ୍ମନିର୍ଭର ଭାରତକୁ…
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରିଛନ୍ତି ବଡ ଘୋଷଣା | ୧୦୧ ରୀ ପ୍ରତିରକ୍ଷା ସାମଗ୍ରୀ ଆମଦନୀ ଉପରେ ଲାଗିବ ପ୍ରତିବନ୍ଧ | ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଆମ ଦେଶରେ ନିର୍ମିତ ହେବ ଏ ସବୁ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଲେ ଘୋଷଣା |
…
ଥାନାରେ ପଶିଲା କରୋନା: ସମ୍ବଲପୁର ଟାଉନ ଥାନା ସିଲ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଟାଉନ ଥାନା ରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଶନିବାର କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଟାଉନ ଥାନାକୁ ସାନିଟାଇଜ କରାଯିବା ପରେ ସିଲ କରିଦିଆଯାଇଛି। ସଂପୃକ୍ତ ମହିଳା କର୍ମଚାରୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ…
ଚବିଶି ଘଂଟାରେ ୬୪,୩୯୯ ଆକ୍ରାନ୍ତ, ୮୬୧ ମୃତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୩୯୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୧,୫୩,୦୧୧ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬,୨୮,୭୪୭ ଜଣ | ଏ ଯାବତ ଦେଶରେ ୧୪,୮୦,୮୮୫ ଜଣ…
ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | : କୋଭିଡ କେୟାର ସେଣ୍ଟରରେ ନିଆଁ , ୭ ମୃତ ୧୦ ଆହତ
ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | କୋଭିଡରୁ ମୁକ୍ତି ପାଇଁ ଆସିଥଲେ | ହେଲେ ନିଆଁରେ ଜୀବନ ବିପନ୍ନ | ସୋମବାର (ଅଗଷ୍ଟ ୯ ) ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡାର ହୋଟେଲ କମ COVID-19 କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି | ଏହି ଅଗ୍ନିକାଂଡରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୦ ଜଣ…
ବାଟମାରଣା ଜୋରଦାର , ଖାଉଟି ହନ୍ତସନ୍ତ
ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ : କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟି କଲ୍ୟାଣ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଲିଛି ବାଟମାରଣା, ଯାହାଫଳରେ ହିତାଧିକାରୀ ମାନଙ୍କ ପାଖକୁ ପହଁଚି ପାରୁନାହିଁ ସାମଗ୍ରୀ
ଏପରି ଏକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି…
କ୍ରାନ୍ତି ଦିବସଠୁ ସ୍ୱାଧୀନତା ଦିବସ ଯାଏଁ ଜୀବନ ବିନ୍ଦୁ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ "ଓଡିଶା ମୋ ପରିବାର" ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆସନ୍ତାକାଲି ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ) ରୁ ଅଗଷ୍ଟ ୧୫…
ୟୁଏଆଇଏଲର ସ୍ୱାସ୍ଥ୍ୟ ଅଭିଯାନ ଦ୍ୱାରା ରାୟଗଡ଼ାର ପାରିପାର୍ଶ୍ଵିକ ଗୋଷ୍ଠୀ ଉପକୃତ
ଭୁବନେଶ୍ୱର: ପାରିପାଶ୍ୱିର୍କ ଗୋଷ୍ଠୀ ଓ ଲୋକମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ହେଉଛି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ବିକାଶ ଏଜେଣ୍ଡାର କେନ୍ଦ୍ର ସ୍ଥଳ । ଆଖାପାଖରେ ଏକ ସୁସ୍ଥକର ସମାଜ ଗଠନ କରିବାର ଉଦ୍ୟମକୁ ଜାରି ରଖି ୟୁଏଆଇଏଲ୍ ପକ୍ଷରୁ ଏହାର ପରିଚାଳନା ଅଂଚଳ ଓ…
କିଲାସମା ପଞ୍ଚାୟତ ରେ ବିଧାୟକ ବଣ୍ଟନ କଲେ ମାଗଣା ହୋମିଓ ପ୍ୟାଥିକ ଔଷଧ l
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ଦେବେଇପାଲି ଠାରେ ଥିବା ଓଡିଶା ମେଡିକାଲ କଲେଜ ଅଫ ହୋମିଓପ୍ୟାଥିକ ଏଣ୍ଡ ରିସର୍ଚ୍ଚ ପକ୍ଷରୁ ଶୁକ୍ରବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଧନକଉଡା ବ୍ଲକ କିଲାସମା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ…
ସନ୍ଧ୍ୟା ହେଲେ ଏଟିଏମରେ ତାଲା !
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ – ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ଠାରେ ଥିବା ୟୁନିୟନ ବ୍ୟାଙ୍କ ଏଟିଏମ ସନ୍ଧ୍ୟା ୬ଟା ବାଜିଗଲେ ବନ୍ଦ ରହୁଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି | ଜାତୀୟ ରାଜପଥ ନମ୍ବର୍ ୨୪ ର କଦଳୀଗଡ ମେଡିକାଲ ଛକ ନିକଟରେ ପଞ୍ଚାୟତ…
ଡ଼ିଜିପିଙ୍କ ପ୍ରତିଶୃତି ପରେ ବିଜେପି ଗଣଧାରଣାରୁ ଓହରିଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ଦୁର୍ନୀତି ଗ୍ରସ୍ତ ତଥା ନିଲମ୍ବିତ ପୂର୍ବତନ ବେତନଟୀ ତହସିଲଦାର ଅନିଷା ଦାସଙ୍କୁ ଗିରଫ ସହ କାର୍ଯ୍ୟରୁ ବରଖାସ୍ତ କରାଯିବା, ଜିଲ୍ଲାରେ ସମସ୍ତ ଚୋରା ଖଣି ଓ ବାଲି ଖାଦାନରୁ ଖଣିଜ ସମ୍ପଦର ଚୋରା ଚାଲାଣକୁ କ୍ରାଇବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯିବା ଏବଂ ଏଥିରେ…