ବିଜେଡି ପାଇଁ କୁନୁପଣ୍ଡା ସାଜିଛନ୍ତି ମୁଣ୍ଡବିନ୍ଧା !!!!!

ବାଲେଶ୍ୱର,(ଶାସକ ପ୍ରଶାସକ ): ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀ ଓ କର୍ମୀ ମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଦୀର୍ଘଦିନ ଧରି ଅବହେଳାର ଶିକାର ହୋଇଥିବା ଭୋଟରମାନେ ବି ମୁହଁତୋଡ଼୍ ଜବାବ…

ଅଦ୍ୱୈତାରାଣୀ ଇଂରାଜୀରେ ଟପ୍ପର 

ବଲାଙ୍ଗିର(ନିରୋଜ ମିଶ୍ର) :  ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଛାତ୍ରୀ ଅଦ୍ୱୈତାରାଣୀ ବେଦବାକ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ଇଂରାଜୀ ସମ୍ମାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇବାରେ ସେ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ । ଅଦ୍ୱୈତା…

ଶିକ୍ଷୟିତ୍ରୀ ବଧୁଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଶଶୁର ଅଟକ 

ମଶାଣୀରୁ ଶବ ଜବତ କଲା ପୋଲିସ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଂଚାୟତ ଶିକ୍ଷୟିତ୍ରୀ ଝୁମୁରୀ ସାହୁ(୨୫)ଙ୍କୁ ଅଧିକ ଯୌତୁକ  ଦାବୀରେ ଶାଶୁଘର ପରିବାର ଲୋକ ହତ୍ୟା କରିଥିବା ନେଇ ଭାଇ ପବିତ୍ର ସାହୁ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ…

ମହୁଲପାଲି ଥାନା ଟ୍ରିପଲ ମର୍ଡର ଘଟଣା : ଧରାପଡିଲେ ୨ ଅଭିଯୁକ୍ତ ।

କୁଚିଣ୍ଡା /ସମ୍ବଲପୁର(ରମାକାନ୍ତ ବିଶ୍ୱାଳ):  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗାଁ ରେ ହୋଇଥିବା ଟ୍ରିପଲ ମଡ'ର ଘଟଣାରେ ମହୁଲପାଲି ପୋଲିସ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଦୁଇଜଣ ଅଭିଯୁକ୍ତ ହେଲେ ବାପା ନବିନ ଦେହୁରି ଓ ପୁଅ ମଣ୍ଟୁ ଦେହୁରି ।…

କୁଚିଣ୍ଡା ବ୍ଲକ ଅଙ୍ଗନୱାଡି କର୍ମୀଙ୍କ ଦାବୀ ପତ୍ର ପ୍ରଦାନ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ କୁଚିଣ୍ଡା ପ୍ରକଳ୍ପ ର ଅଙ୍ଗନୱାଡ଼ି କର୍ମୀ ସରକାରଙ୍କ ଉଦ୍ଧେଶ୍ୟରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ, ବିଡ଼ିଓ, ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବ୍ଲକ୍ ସଭାନେତ୍ରୀ…

 ବେପରୁଆ ଗାଡି ଚାଲନାର କୁପରିଣତି ,ଅଳ୍ପକେ ବର୍ତିଲା ଝିଅର ଜୀବନ ।

ପଦ୍ମପୁର-ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଲୁଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚାଲଣା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବସ ବଡ଼ପଣ୍ଡାର ଜନଗହଳି ପୂର୍ଣ୍ଣ ଯାଗାରେ ବେପରୁଆ ଭାବରେ ଗାଡି…

ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଭୁବନେଶ୍ୱର :ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ ଭୁବନେଶ୍ୱର, ଅକ୍ଟୋବର ୨୩: ଚଳିତବର୍ଷ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁସ୍ନାଲ୍ ରାଙ୍କିଂ ଫ୍ରେମୱାର୍କ (ଏନ୍ଆଇଆରଏଫ) ରାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ  ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ…

 ନିଟ ପରୀକ୍ଷାରେ ସୋଆ ଆଇ.ଏଚ୍.ଏସ୍.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନଷ୍ଟିଟ୍ୟୁଟ  ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ରାଙ୍କ) ରଖି ସଫଳତା ହାସଲ କରିଛନ୍ତି । ନିଟ୍ରେ ସଫଳତା…

ଫସଲ ଉଜୁଡ଼ିଲା : କ୍ଷୟକ୍ଷତି ସହାୟତା ଦାବି କଲେ ଚାଷୀ 

ପଦ୍ମପୁର :  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀ ମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି  । ଚଳିତ ବର୍ଷ ଭଳ ବର୍ଷା ଏବଂ ଅନୁକୂଳ ପାଗ ଯୋଗୁଁ ଧାନ ଅମଲ କରିବାରେ ଚାଷୀ ମାନେ ଭଲ ଆଶା କରିଥିଲେ  । ହେଲେ ଅଦିନିଆ ବର୍ଷା…

ଟିଟିଲାଗଡରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ।

ଟିଟିଲାଗଡ , (ଗୌରବ ଦର୍ଜୀ)-ଓଡ଼ିଶାରେ କୋରୋନା ବୃଦ୍ଧିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା  ବେଳେ ଗତ କାଲି ୨୨ ଅକ୍ଟୋବର  ସକାଳ ୧୦:୩୦ ସମୟରେ ଟିଟିଲାଗଡର ବିଜୁ ଜନତା ଦଳ…