Sign in
Sign in
Recover your password.
A password will be e-mailed to you.
ଗୋଟିଏ ଦିନରେ ଦୁଇଟି ଅପମୃତ୍ୟୁ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ଆଜି ଗୋଟିଏ ଦିନରେ ଦୁଇଟି ଅପାମୃତ୍ୟ ମାମଲା ରୁଜୁ କରାଯାଇଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ସୂଚନା ମୁତାବକ କେରମେଲାବାହାଲ ଗ୍ରାମପଞ୍ଚାୟତ ର ଗଣ୍ଡପାଳି ଗ୍ରାମର ମଧୁ ନାୟକ (୫୧) ନିକଟସ୍ଥ ହରଡ଼ାଟାଲ ଜଙ୍ଗଲରେ କୀଟ ନାଶକ…
ସ୍ବେଚ୍ଛାକୃତ ପ୍ଲାଜମା ଦାନ କଲେ ନୟାଗଡ଼ର ଦୁଇ ବ୍ୟକ୍ତି
ନୟାଗଡ଼ (ବିଶ୍ୱଜିତ ନାୟକ ) - ସାରା ଭାରତ ବର୍ଷରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମଧ୍ୟ ଘରକୁ ଫେରୁଛନ୍ତି । କିଛି ଗୁରୁତର ରୋଗୀ ପ୍ରାଣ ହରାଉଛନ୍ତି ଏହି…
ଦଳର ବରିଷ୍ଠ ନେତ୍ରୀମାନଙ୍କୁ ଜିଲ୍ଲା ଇନଚାର୍ଜ ଭାବେ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବ ଆଦେଶଗୁଡିକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇ ଦଳର ବରିଷ୍ଠ ନେତ୍ରୀ ମାନଙ୍କୁ ବିଭନ୍ନ ଜିଲ୍ଲା ଇନ ଚାର୍ଜ ଭାବେ ଦେଇ ଛନ୍ତି | ଆଜି ଦଳ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |
ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବାଗ୍ଚୀ ଦମ୍ପତ୍ତି ଦାନ କଲେ ୭.୫୦ କୋଟି
ପୁରୀ ଜିଲ୍ଲାର ଅସହାୟ ମହିଳାଙ୍କ ସହାୟତା ପାଇଁ ବିନି ଯୋଗ ହେବ
ପୂର୍ବରୁ ବଲାଙ୍ଗୀର ପାଇଁ ଦେଇ ଥିଲେ ଅଢେ଼ଇ କୋଟି
ଭୁବନେଶ୍ବର(ଶାସକ ପ୍ରଶାସକ) : ‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ…
ପାଟଣାଗଡରେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ରକ୍ତଦାନ ଶିବିର
ସଂଗୃହୀତ ହେଲା ୧୬୦ ୟୁନିଟ ରକ୍ତ
ପାଟଣାଗଡ଼ (ଶାସକ ପ୍ରଶାସକ) ସମଗ୍ର ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ…
ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ ଲଢେଇ ଜାରି ରଖ – ମୁଖ୍ୟମନ୍ତ୍ରୀ
କୋଭିଡ୍ ମୁକାବିଲା: ଗଞ୍ଜାମର ସରପଞ୍ଚମାନଙ୍କ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ…
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଜପତି ଓ ରାୟଗଡା ଜିଲ୍ଲାରେ ଅନ୍ ଲାଇନ୍ ବିଭାଗ ଆଭ୍ୟାସ ବର୍ଗ ଓ ଛାତ୍ର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ବିଭାଗ ତରଫରୁ ଅଗଷ୍ଟ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନ୍ ଲାଇନ୍ virtual ବିଭାଗ ଅଭ୍ୟାସ ବର୍ଗ , ୪ ଟି ପର୍ଯ୍ୟାୟରେ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟରେ ପରିଷଦର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ…
ଜିଲ୍ଲା ବିଜେଡି ପକ୍ଷରୁ “ଓଡିଶା ମୋ ପରିବାର”ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରବିବାର ଦିନ କ୍ରାନ୍ତି ଦିବସ ଅବସରରେରେ ସାରାରାଜ୍ୟ ରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି…
“ସମ୍ କୋଭିଡ ହସ୍ପିଟାଲକୁ ନେଇ ଭାଇରାଲ ଭିଡିଓ ପ୍ରସାରଣ ପ୍ରସଙ୍ଗରେ ସୋଆ ଦେଲା ସ୍ପଷ୍ଟୀକରଣ
ସାମାଜିକ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭିଡିଓ ଭାଇରାଲ କରିବା ଦୁଃଖଦାୟକ ଓ ନିନ୍ଦନୀୟ
ନିର୍ଦ୍ଦିଷ୍ଟ ଗଣମାଧ୍ୟମ କରୁଛନ୍ତି ବିଭ୍ରାନ୍ତିକର ଭାଇରଲ ଭିଡିଓ ଉପରେ ଖବର ପରିବେଷଣ
ଘରଠୁ ଦୂରରେ ରହି ସେବାରେ ନିୟୋଜିତ କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବାକୁ ଅପଚେଷ୍ଟା…
ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଔଷଧୀୟ ମସାରି ବଣ୍ଟନ
ପାଇକମାଲ :- ପାଇକମାଲ ବ୍ଲକ ରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାର ଔଷଧୀୟ ମସାରି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଅଛି । ବୁକୁରାମୁଣ୍ଡା CHC ର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ ସାହୁ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର…