ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବରଗଡ :- କ୍ରାନ୍ତି ଦିବସ ଠାରୁ ସ୍ୱାଧୀନତା ଦିବସ ପନ୍ଦର ଅଗଷ୍ଟ ପର୍ଯନ୍ତ ବିଜୁ ଜନତା ଦଳ ତରଫରୁ ରାଜ୍ୟର ଅନେକ ସ୍ଥାନରେ ପ୍ରତ୍ୟେକ ଦିନ ରକ୍ତଦାନ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଆୟୋଜନ କରାଯାଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲାର ଜୀବନବିନ୍ଦୁ ଜିଲ୍ଲା ସହ ସଂଯୋଜକ ଶ୍ରୀ ଅଶ୍ୱିନୀ କୁମାର…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ରକ୍ତଦାନ ଶିବିର

ସଂଗୃହୀତ ହେଲା ୪୦ ୟୁନିଟ ରକ୍ତ  ଭୁବନେଶ୍ଵର : କ୍ରାନ୍ତି ଦିବସ ଠାରୁ ସ୍ୱତନ୍ତ୍ରତା ଦିବସ ପର୍ଯ୍ୟନ୍ତ ବିଜୁ ଜନତା ଦଳର  “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଅଭିଯାନର ଦ୍ଵିତୀୟ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର…

ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର

 ଦ୍ୱିତୀୟ ଦିନରେ  ସଂଗୃହିତ ହେଲା ୪୬ ୟୁନିଟ ରକ୍ତ  ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଓଡିଶା- "ମୋ ପରିବାର "ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ  ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ କ୍ରମାଗତ ଭାବେ ଆଜି ଦ୍ଵିତୀୟ ଦିନ…

କାଳ ହେଉଛି ଶିଳ୍ପଜାତ ବର୍ଜ୍ୟବସ୍ତୁ, ପ୍ରାଣ ହରାଉଛନ୍ତି ଜୀବଜନ୍ତୁ। 

ଝାରସୁଗୁଡ଼ା (ସୁଭାଷ ସହାରେ): ଚାକଚକ୍ୟଭରା ବିକାଶର ନିଶାରେ ମଣିଷ ନିଜ ପାଇଁ,ଅନ୍ୟାନ୍ୟ ପ୍ରାଣୀ ପାଇଁ ଓ ପରିବେଶ ପାଇଁ କିପରି ବିପତ୍ତିକୁ ନିମନ୍ତ୍ରଣ କରୁଛି, ଝାରସୁଗୁଡ଼ା ଅଞ୍ଚଳ ବର୍ତ୍ତମାନ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। କଳକାରଖାନାମାନଙ୍କ ଦ୍ବାରା ନିର୍ଗତ ବିଷାକ୍ତ ବାଷ୍ପ,…

ସାପ କାମୁଡାରେ ଜଣେ ଯୁବକ ମୃତ

ବୌଦ୍ଧ (ଶାସକ ପ୍ରଶାସକ) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଞ୍ଚାୟତ  ହାଟଗାଁ ଗ୍ରାମରେ ଏକ ବିଷଧର ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହାଟଗାଁ ଗ୍ରାମର ନିରଞ୍ଜନ ମେଣ୍ଡିଲୀ ନାମକ ଜଣେ ଯୁବକ ଶନିବାର ରାତିରେ ଘରେ…

ଚବିଶି ଘଂଟାରେ ୬୨,୦୬୪ ଆକ୍ରାନ୍ତ, ଯାଇଛି  ୧,୦୦୭ ଜୀବନ 

ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ଟପିଥିବା  ବେଳେ ସୁସ୍ଥ ହେଲେଣି ୧୫ଲକ୍ଷରୁ ଉର୍ଧ୍ଵ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨,୦୬୪   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୧,୦୦୭  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା …

ରାଜ୍ୟର ଆଇଟିଆଇଗୁଡିକୁ ଅସାମାନ୍ୟ ଜାତୀୟ ସଫଳତା: ଓଡ଼ିଶାର ଶିଳ୍ପ ପ୍ରଗତି ତଥା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ମାଇଲ୍…

ଆମ ରାଜ୍ୟର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଭାରତରେ ଆଗୁଆ ଅନୁଷ୍ଠାନ ଭାବରେ ପରିଗଣିତ ହେବା ବଡ଼ ଖୁସିର ବିଷୟା ଏହି ଖୁସି ଅନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତିକି ଉତ୍ସାହଜନକ, ଅନୁରୂପ ଭାବରେ ପ୍ରତିଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପ୍ରତି…

ଲଖନପୁର ଅଞ୍ଚଳରେ ରୋଗପୋକ ଆକ୍ରମଣ

ରିହାତି ମୂଲ୍ୟରେ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଘୋଷଣା।  ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ୬ରୁ ୭ଟି ଗ୍ରାମପଞ୍ଚାୟତରେ ରୋଗପୋକ ଆକ୍ରମଣରୁ ବ୍ୟାପକ ମାତ୍ରାରେ ଫସସଲହାନୀ ହେବାର ଆଶଙ୍କାରେ ଚାଷୀମାନେ ଚିନ୍ତିତ। ଯଥେଷ୍ଟ ମାତ୍ରାରେ କୀଟନାଶକ…

ଝାରସୁଗୁଡ଼ାରେ କଂଗ୍ରେସର କ୍ରାନ୍ତି ଦିବସ ପାଳନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ମହେନ୍ଦ୍ର ନାୟକ ଅଧ୍ୟକ୍ଷତା କରି ଦିବସର ମହତ୍ବ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ କଂଗ୍ରେସ କର୍ମୀମାନଙ୍କ ଭୂମିକା ଉପରେ…

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବୌଦ୍ଧ (ଶାସକ ପ୍ରଶାସକ) :– ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମରେ ଆଜି ଏକ ବିରଳ ପ୍ରଜାତିର ଚଢେଇ ଦେଖାଦେଇଛି । ଗ୍ରାମବାସୀଙ୍କଠାରୁ ଖବର ପାଇ ଚାରିଛକ ବନପାଳ ଏହି ବିରଳ ପ୍ରଜାତିର ପକ୍ଷୀକୁ ଉଦ୍ଧାର କରିଥିଲେ ଏବଂ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ମିଳିଥିବା…