Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ହେଲା ଅସିଦ୍ଧ, ରଦ୍ଦ ହେଲା ପଦ
କୁଳିଅଣା ପଞ୍ଚାୟତ ସମିତି ସଦସ୍ୟଙ୍କ ମିଥ୍ୟା ସତ୍ୟପାଠ ମହଙ୍ଗା ସାବ୍ୟସ୍ତ ହେଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୁଳିଅଣା ପଞ୍ଚାୟତ ସମିତି ସଦସ୍ୟ କୃଷ୍ଣ ଚନ୍ଦ୍ର ନାଏକଙ୍କ ମିଥ୍ୟା ସତ୍ୟପାଠ ମହଙ୍ଗା ସାବ୍ୟସ୍ତ ହେଲା । ଆଜି ଜିଲ୍ଲା ଓ ଦୌରା ଜଜ୍ ଏସ…
ବିଶ୍ୱ ଆଦିବାସୀ ଦିବସକୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପାଳନ କଲେ ଝାରସୁଗୁଡ଼ା ସମ୍ମିଳିତ ଆଦିବାସୀ ସମାଜ
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ଅଖିଳ ଭାରତୀୟ ଗୌଣ୍ଡୱାନା ଗୌଣ୍ଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜର ଯୁଗ୍ନ ଆୟୋଜନରେ ବିଶ୍ୱ ଆଦିବାସୀ ଦିବସ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟର ୨୦ଟି ଜିଲ୍ଲାରୁ ତୁଙ୍ଗ ଆଦିବାସୀ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ ।…
ସଂଗ୍ରହ ହେଲା ୭୦ ୟୁନିଟ ରକ୍ତ। ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଆରମ୍ଭ କଲେ ବିଧାୟକ।
ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କୁରେମାଲର ପିଡବ୍ଲୁଡି ବଙ୍ଗଳାଠାରେ 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। 'ଓଡ଼ିଶା ମୋ ପରିବାରର କାର୍ଯ୍ୟକ୍ରମର ଅଂଶବିଶେଷ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ…
କୋରୋନା ସଂକ୍ରମିତ ଗର୍ଭବତୀ ମହିଳା ଜନ୍ମ ଦେଲେ ସୁସ୍ଥ କନ୍ୟା।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର କୋଭିଡ ଡାକ୍ତରଖାନାରେ ଏକ ନବଜାତ କନ୍ୟା ସନ୍ତାନକୁ ଜନ୍ମ ଦେଇ ସଙ୍କଟ ସମୟରେ ଖୁସିର ଲହରୀ ଆଣିଦେଇଛନ୍ତି ଜଣେ କୋରୋନା ସଂକ୍ରମିତ ମହିଳା। ସ୍ଥାନୀୟ ସରବାହାଲ ଅଞ୍ଚଳର ଏହି ମହିଳା ଓ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟଙ୍କ ସହ କୋଭିଡ ସଂକ୍ରମିତ…
କୋହଳ ହେବ ସଟଡାଉନ! ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ଉପରେ କୋରୋନା ପାଇଁ କଟକଣାକୁ ଲାଗୁ କରିବାକୁ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ନେଇ ଝଡ଼ ସୃଷ୍ଟି ହୋଇଛି। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ଓ ଲୋକେ ଘରେ ରହି ଏହା ପାଳନ କରୁଥିବା ଯୋଗୁଁ ଏହାଦ୍ୱାରା କୌଣସି ପ୍ରକାରର…
କୋରୋନା : ୪୦୦ ଛୁଇଁଲା ଝାରସୁଗୁଡ଼ା।
ଝାରସୁଗୁଡ଼ା -(ସୁଭାଷ ସହାରେ) : କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଝାରସୁଗୁଡ଼ାରେ ବଢ଼ି ଚାଲିଛି ।ଗତ ୨୪ ଘଣ୍ଟାରେ ୯ଟି ନୂତନ ମାମଲା ସାମନାକୁ ଆସି ସାରିଛି। ଏହା ସହ ଝାରସୁଗୁଡ଼ାରେ କୋଭିଡ -19 ସଂକ୍ରମଣର ସଂଖ୍ୟା ୪୦୦ କୁ ପହଞ୍ଚି ଯାଇଛି। ଏହା ମଧ୍ୟରୁ ୩୧୭ ଜଣ ସୁସ୍ଥ ଲାଭ କରି ସାରିଥିବା…
ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କ ପିତୃ ବିୟୋଗ
ଭୁବନେଶ୍ୱର- ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତା ଭାଗିରଥୀ ନାୟକଙ୍କ ୮୮ ବର୍ଷ ବୟସରେ ଭଦ୍ରକସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ସ୍ୱର୍ଗତ ନାୟକ ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ ପରେ ପରିବାର ସହ ଭଦ୍ରକରେ…
ଇଏ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ନା ଆଉ କିଛି…..!!!!
ଘଂଟାଏ ବିଳମ୍ବରେ ପହଁଚିଲେ, ବାଟରେ ଗାଡି ଅଟକାଇ ସଇତିଲିଆ ଖାଇଲେ : ଚାଲିଗଲା ନିରୀହ ଶିଶୁର ଜୀବନ
ବାରିପଦା(ଦିଲ୍ଲୀପ ମହାନ୍ତି)-ବେତନଟୀ ନିକଟସ୍ଥ ଆମ୍ବଯୋଡ଼ା ଗ୍ରାମର ନିଶାରଞ୍ଜନ ବେହେରାଙ୍କ ଏକ ବର୍ଷର ପୁଅକୁ ଝାଡା ବାନ୍ତି ହେବାରୁ ଗତ ଅଗଷ୍ଟ ୯ ରେ ବାରିପଦା ପି ଆର ଏମ ମେଡିକାଲରେ…
ନିଜର ପରିଚୟ ଦେଇପାରୁନଥିବା ଜଣେ ଯୁବକ ଉଦ୍ଧାର !
ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଶ୍ୟାମସୁନ୍ଦରପୁର୍ ଗ୍ରାମକୁ କେଉଁ ଆଡୁ ଚାଲି ଆସିଥିବା ଅଜଣା ବ୍ୟକ୍ତି ଓ ମାନସିକ ସ୍ଥିତି ଭଲନଥିବା ଜଣେ ଯୁବକଙ୍କୁ ବୌଦ୍ଧ ଥାନା ପୋଲିସ୍ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବକ ଲୁଙ୍ଗିଟିଏ ପିନ୍ଧି…
ବେଲଗାମ ପୂର୍ତ୍ତବିଭାଗର କେଳେଙ୍କାରୀ: ଚେଇଁ ଶୋଇଛି ଦୁର୍ନୀତି ନିବାରଣ ବିଭାଗ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ:: - ସୁନ୍ଦରଗଡ଼ ପୂର୍ତ୍ତ ବିଭାଗରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଦିନକୁ ଦିନ ପଦାକୁ ଆସୁଥିବା ବେଳେ ରାଜ୍ୟ ସରକାର ଏକପ୍ରକାର ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତାଛଡା ଉକ୍ତ ସମସ୍ତ କେଳେଙ୍କାରୀ ସ୍ଥାନୀୟ ଦୁର୍ନୀତି ନିବାରଣ ବିଭାଗର…