Sign in
Sign in
Recover your password.
A password will be e-mailed to you.
ଆହତ ହେବା ସତ୍ତ୍ୱେ ସାହାସିକତା ଦେଖାଇଲେ, ଲୁଟେରାଙ୍କ ଭିତରୁ ଜଣକୁ ଧରି ପୋଲିସ ଜିମା ଦେଲେ
ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଟିଟିଲାଗଡ଼ ରୋଡ଼ରେ ବାରମ୍ବାର ଡକାୟତି, ଲୁଟ୍ ହେଉଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କର କାୟା ବିସ୍ତାର ବିଢ଼ି ଚାଲିଛି । ଟଙ୍କା ପାଇଁ ଲହୁଲୁହାଣ ହେଉଛନ୍ତି ନିରୀହ ଜନତା । ଆଜି ଏହାର ଆଉ ଏକ ଘଟଣା ଦେଖିବାକୁ…
ସୌମ୍ୟରଞ୍ଜନଙ୍କୁ କରୋନା
ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର ( ଶାସକ ପ୍ରଶାସକ) : ବିଜୁ ଜନତା ଦଳ ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନଙ୍କୁ କରୋନା | ସେ ଆଜି ଏ ବିଷୟ ନିଜେ ଟୁଇଟ କରି ଜଣାଇଛନ୍ତି | ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜ ପରୀକ୍ଷା କରାଇ ନେବା…
ଅଗଷ୍ଟ ୧୫ରେ ସୃଷ୍ଟି ହେବ ଇତିହାସ,ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା
ନ୍ୟୁୟର୍କ(ଏଜେନ୍ସି ) : ଆମେରିକାର ନ୍ୟୁୟର୍କ ସହରର ଆଇକନିକ୍ ଟାଇମ୍ସ ସ୍କୋୟାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଗଷ୍ଟ ୧୫ (ସ୍ୱାଧୀନତା ଦିବସ ୨୦୨୦ ) ରେ ଭାରତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯିବ। ଆମେରିକାରେ ରହୁଥିବା ଭାରତୀୟଙ୍କ ସଂଗଠନ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍…
ଆଜି ୧୩୪୧ ଜଣ ନୂଆ ଆକ୍ରାନ୍ତ, ୧୦ ମୃତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୧୩୪୧ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬ ପହଁଚାଇଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୫୨୩ ଜଣ | ଫଳରେ ରାଜ୍ୟରେ…
ଦିଆଗଲା ୭ ବର୍ଷ ପାଇଁ ଧର୍ମପଦ ପୁରସ୍କାର
ଭୁବନେଶ୍ୱର (ଶାସକ ପ୍ରଶାସକ) : କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇଥିବା ପ୍ରତିଭାସମ୍ପନ୍ନ ୭ ଶିଳ୍ପୀଙ୍କୁ…
ଚବିଶି ଘଂଟାରେ ୫୩,୬୦୧ ଆକ୍ରାନ୍ତ, ୮୭୧ ମୃତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୩,୬୦୧ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୭୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୨,୬୮,୬୭୬ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬,୩୯,୯୨୯ ଜଣ | ଏ ଯାବତ ଦେଶରେ ୧୫,୮୩,୪୯୦ ଜଣ…
ସ୍ତନ୍ୟପାନ ଶିଶୁର ବଂଚିରହିବା ଏବଂ ଶିଶୁ ସ୍ୱାସ୍ଥ୍ୟର ମୁଳଦୁଆ କାରଣ
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୦ ପାଳିତ
ଭୁବନେଶ୍ୱର/ସମ୍ବଲପୁର : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ କଂପାନିର ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ୟୁନିଟ୍ ପକ୍ଷରୁ ସ୍ତନ୍ୟପାନର ଲାଭ ଓ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ନିକଟରେ ରେଙ୍ଗାଲି ବ୍ଲକ୍ର…
କୁକୁଡା ଫାର୍ମରୁ ଚୋରୀ, ନାବାଳକ ସମେତ ୩ ଗିରଫ
ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ ସହରର ପଟେଲ ନଗରରେ କୁକୁଡା ଫାର୍ମରେ ଚୋରୀ ଅଭିଯୋଗରେ ପୁଲିସ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଛି । ଆଜି ଅପରାହ୍ନରେ ନାବାଳକଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ…
ବିଜେଡି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୪୬ ୟୁନିଟ ରକ୍ତ ସଂଗ୍ରହ
ନୂଆପଡ଼ା(ଅମିତ ପୁରୋହିତ): କରୋନା ମହାମାରି ସମୟରେ ନୂଆପଡ଼ା ଜିଲ୍ଲାରେ ରକ୍ତଭାବ ଦୂର କରିବା ପାଇଁ ବିଜୁ ଜନତା ଦଳ ଆଗେଇ ଆସିଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓଡିଶା-ମୋ ପରିବାର ଯୋଜନାରେ ଖରିଆରରୋଡ ସେବା ସମିତି ସହାୟତାରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…
କାଞ୍ଚନବେନ ରସିକଲାଲ ଢୋଲକିଆ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଖାଦ୍ୟବାକ୍ସ ବଣ୍ଟନ
ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡା ଜିଲ୍ଲା ଖରିଆର ରୋଡ ଏନ.ଏ.ସି ସ୍ଥିତ କାଞ୍ଚନବେନ ରସିକଲାଲ ଢୋଲକିଆ ଚେରିଟେବୁଲ ଟ୍ରଷ୍ଟ ତରଫରୁ ରାସ୍ତା କଡରେ ଠେଲା ଲଗାଇ ବିକ୍ରି କରୁଥିବା ଜଳଖିଆ ଦୋକାନି ମାନଙ୍କୁ ଖାଦ୍ୟବାକ୍ସ ବଣ୍ଟନ କରାଯାଇଛି । ଖରିଆର ରୋଡ ସ୍ଥିତ ଗଣପତି ପେଲେସ ଠାରେ ନୂଆପଡା…