Sign in
Sign in
Recover your password.
A password will be e-mailed to you.
କାର୍ଯ୍ୟକ୍ରମ ରୂପାୟନରେ ସ୍ଥାଣୁତାକୁ ନେଇ ଅସନ୍ତୋଷ ଜାହିର କଲେ ସାଂସଦ
ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସହ ସମୀକ୍ଷା ବୈଠକ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ ଆଜି ବାରିପଦା ପ୍ରଦକ୍ଷଣ ଗୃହରେ ଜିଲ୍ଲାର ବିଭିନ୍ନ ସମସ୍ୟାଗୁଡ଼ିକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା…
ଓଡିଶା-ମୋ ପରିବାର ଓ ଜୀବନ ବିନ୍ଦୁ ପାଇଁ ଦେବାଶିଷ ମହାନ୍ତି ଜିଲ୍ଲା ସଂଯୋଜକ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଓଡିଶା -ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ବିଜେଡ଼ି ପକ୍ଷରୁ ନୂତନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଶା କୃଷି ଶିଳ୍ପ ନିଗମ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା…
କୃଷି ଭିତିଭୂମି ପାଣ୍ଠି ଅଧୀନରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ :କୃଷକମୋର୍ଚ୍ଚା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା ପ୍ରସଙ୍ଗ
ଚାଷ ଓ ଚାଷୀଙ୍କ ହିତ ଦୃଷ୍ଟିରୁ ଏପରି ଏକ ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ
ପ୍ରଧାନମନ୍ତ୍ରୀ ସର୍ବଦା…
ମୋଦି ସରକାରଙ୍କ ପଦକ୍ଷେପ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବ – ଧର୍ମେନ୍ଦ୍ର ପ୍ରଧାନ
ପିଏମ୍ କିଷାନର ଷଷ୍ଠ କିସ୍ତି ଜାରି ଏବଂ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭ
• ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ଏନ.ସିଂ ତୋମାରଙ୍କୁ ଧନ୍ୟବାଦ ଦେଲେ
• କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ…
ମୟୂରଭଞ୍ଜରୁ ୩୫ ନୂଆ ପଜିଟିଭ: ଆକ୍ରାନ୍ତ ସଂଖ୍ୟା ୮୯୫କୁ ବୃଦ୍ଧି
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରୁ ୩୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧିପାଇ ୮୯୫ରେ ପହଁଞ୍ଚିଛି । ଆଜି ଜିଲ୍ଲାର କ୍ୱରେଣ୍ଟିନ ସେଣ୍ଟରଗୁଡିକରୁ କୌଣସି ପଜିଟିଭ କେଶ ସମ୍ମୁଖକୁ ଆସି ନଥିବା ସମୟରେ ରାସଗୋବିନ୍ଦପୁର-୧, କପ୍ତିପଦା-୧,…
କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ : ‘ଓଡ଼ିଶା ମୋପରିବାର-ଜୀବନବିନ୍ଦୁ’ ଆନୁକୁଲ୍ୟରେ ଶୁଭ ଉଦ୍ଘାଟିତ…
ରାଜ୍ୟରେ ୩୦ଟି ଜିଲ୍ଲା ସଦର ମହକୁମାରେ ଏକ ସାଙ୍ଗରେ ଆରମ୍ଭ ହେଲା ସପ୍ତାହବ୍ୟାପୀ ଅଭିଯାନ
୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ, ପ୍ରଥମଦିନରେ ସଂଗ୍ରହ ହେଲା ୧୪୫୦ରୁ ଉର୍ଦ୍ଧ୍ବ ୟୁନିଟ୍
ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ…
କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଓଡ଼ିଶାରେ କୋଭିଡରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପିଲାଙ୍କୁ କିଟରେ ବିନାଦେୟରେ ପାଠ ପଢ଼ିବା ପାଇଁ କରାଯାଇଥିବା ଘୋଷଣା ପରିପ୍ରେକ୍ଷୀରେ କିଟ୍ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…
ବିଏମସି ଏରିଆରେ ୧୬୬ , କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୬୮ ଲୋକାଲ କଣ୍ଟାକ୍ଟ ଦେଖନ୍ତୁ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୧୬୬ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଣ୍ଟରରୁ ୯୮ ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୬୮ ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୨୯ ଜଣରେ ପହଁଚିଥିବା ବେଳେ…
୧୧ଜଣ ସତ୍ୟାଗ୍ରହୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ ଓ ସତ୍ୟାଗ୍ରହୀ ପୀଠର ଉଦଘାଟନ
ବରଗଡ :- ଆଜିଠାରୁ ବରଗଡ ଜିଲ୍ଲା ର ସୋହେଲା ମୁଖ୍ୟଛକ ଯାହାକି ଜାତୀୟ ରାଜପଥ 6 ରେ ଅବସ୍ଥିତ କୁ ଗାନ୍ଧୀ ଛକ ନାମରେ ନାମିତ କରାଗଲା । ଆଜି ଅଗଷ୍ଟ କ୍ରାନ୍ତୀ ଦିବସ, ଏହି ଦିନଟି ସୋହେଲା ପାଇଁ ଏକ ସ୍ମରଣୀୟ ଦିବସ । ଏହି ଐତିହାସିକ ଦିବସରେ ସୋହେଲା ଗାନ୍ଧୀ ଛକରେ ଭାରତୀୟ ମୁକ୍ତି ସଂଗ୍ରାମରେ…
ଗନ୍ଧମାର୍ଦ୍ଦନରେ ମାଓବାଦୀ ଓ ପୋଲିସ ଭିତରେ ଗୁଳିବିନିମୟ
ମାଓ ଶିବିର ଠାବ , ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ
ବରଗଡ :- ଗତକାଲି ବରଗଡ଼ , ବଲାଙ୍ଗୀର ଜିଲ୍ଲା ମଝିରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତରେ ମାଓ ଗତିବିଧି ହେଉଥିବା ଜଣାପଡିବା ପରେ ବରଗଡ଼ SOG , ବଲାଙ୍ଗୀର SOG , ଓ CRPF ର ମିଳିତ କମ୍ଭିଂ ଅପରେସନ କରାଯାଇଥିଲା । ପୋଲିସ ଦଳକୁ…