ହାଲ୍‌ଠାରୁ ବାୟୁସେନା ପାଇଁ କିଣାଯିବ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ 

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା 8722.38 କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦିତ ନୂଆଦିଲ୍ଲୀ : ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା…

ଆଜି ସୁସ୍ଥ ହେଲେ ୧୭୮୫ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସୁସ୍ଥ ହୋଇଛନ୍ତି ଆଉ ୧୭୮୫ ଜଣ କରୋନା ଆକ୍ରାନ୍ତ | ଫଳରେ ମୋଟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ପହଂଚିଛି  ୩୪୮୦୫ ଜଣ | ସର୍ବାଧିକ ଗଂଜାମ ଜିଲ୍ଲାରୁ ୪୦୪ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୨୬୩ ଜଣ | |  ଆଜି ସୁସ୍ଥ ହୋଇଥିବା…

ରୋଟାରିଆନଙ୍କ ପକ୍ଷରୁ ଏବିପିଏସ୍ ଛାତ୍ରଛାତ୍ରୀଙ୍କୁ ୪୦ ଆଇ-ପ୍ୟାଡ୍ ପ୍ରଦାନ

ଟିକିରି/ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ୍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁୁରୁତର ଭାବେ ପ୍ରଭାବିତ କରୁଛି । ଏଭଳି ଏକ ସମୟରେ ଏବିପିଏସ୍ ଦୋରାଗୁଡ଼ାର ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍…

କରୋନାରେ ଆଖି ବୁଜିଲେ ପ୍ରଖ୍ୟାତ ସାୟର ରାହତ ଇନ୍ଦୋରୀ

  ୟେ ଦୁନିୟା ଛୋଡନା ମଂଜୁର , ୱତନ କୋ ଛୋଡ କର ଜାନେ କା ନହିଁ   ଇନ୍ଦୋର(ଏଜେନ୍ସି)   अब ना मैं हूँ, ना बाकी हैं ज़माने मेरे​, फिर भी मशहूर हैं शहरों में फ़साने मेरे​, ज़िन्दगी है तो नए ज़ख्म भी लग जाएंगे​, अब भी बाकी हैं कई दोस्त पुराने मेरे।…

ନୟାଗଡ଼ର ଦୁଇ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ଡ଼ ଅରୁଣ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟରେ ପ୍ଲାଜମା ଦାତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାରୁ ପ୍ଲାଜମା ଦାନ କରିଛନ୍ତି ଦୁଇଜଣ । ମନ୍ତ୍ରୀ ଡ଼ ସାହୁଙ୍କ ପ୍ରୋତ୍ସାହନକ୍ରମେ  ଗତକାଲି ଦୁଇଜଣ ପ୍ଲାଜମା ଦେଇଥିବା ବେଳେ ଆଜି ଦେଇଛନ୍ତି…

ଦାୟିତ୍ବହୀନତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲା ସ୍ୱାସ୍ଥ୍ୟ ବିଭାଗ 

ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନଙ୍କୁ  ସେବାରୁ ତୁରନ୍ତ କରାଗଲା ଅନ୍ତର  କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଦିଆଗଲା ନିର୍ଦ୍ଦେଶ  ବାରିପଦା (ଦିଲ୍ଲୀପ ମହାନ୍ତି) : ଗତକାଲି ଜଣେ ଗୁରୁତର ଶିଶୁକୁ ଡାକ୍ତରଖାନା ନେବା ପାଇଁ ୧ ଘଣ୍ଟା ବିଳମ୍ବରେ ପହଂଚିବା ଆଇ…

ସାମାଜିକ ଦୂରତାକୁ ଖାତିରନାହିଁ, ଚାଷୀ ପଞ୍ଜିକରଣରେ ଲାଗିଛି ଲମ୍ଵାଲାଇନ l

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):   ଚଳିତ ମାସ  ୩୦ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରିବଟl ପାଇଁ ଚାଷୀପଞ୍ଜିକରଣ ମିଆଦ ରହିଛି l ତେଣୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲ୍ୟାମ୍ପ ଗୁଡିକରେ ଫର୍ମ ଉପଲବ୍ଧ ହେବ l ଚାଷୀ ପଞ୍ଜିକରଣ ଓ ଧାନ ଚାଷରେ ସାର ପ୍ରୟୋଗ ପାଇଁ ସମ୍ବଲପୁର ଜିଲ୍ଲାର ବିଭିନ୍ନ…

ଦେଶାତ୍ମବୋଧକ କବି ସମ୍ମିଳନୀ ଅନୁଷ୍ଠିତ 

କୁଚିଣ୍ଡା (ରମାକାନ୍ତ ବିଶ୍ବାଳ ):  କୁଚିଣ୍ଡା ସ୍ଥିତ  ଆଦିବାସୀ ଭବନ ପରିସରରେ ମାସ୍କ ବ୍ୟବହାର କରି ତଥା ସମାଜିକ ଦୂରତ୍ୱ ରକ୍ଷାକରି  ସୁସାହିତ୍ୟିକ ତଥା ସମାଜସେବୀ ସୁବାଷ୍ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ଓ ଆଡଭୋକେଟ ହୃଦାନନ୍ଦ ଶର୍ମା ଙ୍କ ପରିଚାଳନା ରେ ସମ୍ବାଦ ସାହିତ୍ୟ ଘର କବିତା ଆସର…

ଗଣେଶ ପୂଜା ଓ ନୂଆଁଖାଇରେ ହେବନାହିଁ ସଟଡାଉନ 

ସମ୍ବଲପୁର :- ପଶ୍ଚିମ ଓଡ଼ିଶାର ମହାନ ଓ ସବୁଠାରୁ ବଡ ପର୍ବ ନୂଆଁଖାଇ । ଏହି ପର୍ବରେ ଚଳଚଂଚଳ ହୋଇପାସିଥାଏ ସମଗ୍ର ପଶ୍ଚିମ ଓଡିଶା । ଯିଏ ଯେଉଁଠି ଥାଉ ନା କାହିଁକି ସମସ୍ତେ ଏହି ସମୟରେ ନିଜ ଘର ଓ ଗାଁରେ ଏକତ୍ରିତ ହେଇ ନୁଆଁ ଖାଇଥାନ୍ତି ଓ ନୁଆଁ ଖାଇ ସାରିବା ପରେ ଗୁରୁଜନ ମାନଙ୍କର ଆଶୀର୍ବାଦ…

ରୁଷିଆ ରୁ ଆସିଲା ବିଶ୍ୱ ପାଇଁ ଖୁସିର ଖବର ।

ସଂଶୟ ବ୍ୟକ୍ତ କଲା  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମସ୍କୋ : କୋରୋନା ମହାମାରୀର କବଳରେ ସାରା ବିଶ୍ୱ । ସବୁ ଦେଶ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଏହି ମହାମାରୀ କବଳରୁ ମୁକ୍ତ ହେବାପାଇଁ । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଋଷିଆ ଦେଇଛି ଏକ ଖୁସିର ଖବର । ଆଜି ରୁଷର ରାଷ୍ଟ୍ରପତି ଭାଡ଼ିମୀର ପୁଟିନଙ୍କ…