ପୁଲୱାମାରେ ଏନକାଉଣ୍ଟର : ଜଣେ ଯବାନ ସହିଦ , ଜଣେ ଆତଙ୍କବାଦୀ ନିହତ   

କାଶ୍ମୀର (ଏଜେନ୍ସି) :  ପୁଲୱାମାରେ ଚାଲିଛି ଏନକାଉଣ୍ଟର ସେନା-ପୋଲିସ  ଆଉ ଆତଙ୍କବାଦୀଂକ ଭିତରେ | ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ୍ ପୋଲିସ୍  ପକ୍ଷରୁ କୁହାଯାଇଥିବା ବେଳେ ଏହି ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଚିନାର କର୍ପସ, ଭାରତୀୟ ସେନା ପକ୍ଷରୁ ସୂଚନା…

ସାନଭାଇ ଆକ୍ରମଣରେ ବଡଭାଇ ଓ ପୁତୁରା ମୃତ, ଭାଉଜ ଗୁରୁତର  l

ସମ୍ବଲପୁର,କୁଚିଣ୍ଡା(ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗାଁରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନଭାଇ ନିଜ ବଡ ଭାଇ ଓ ପୁତୁରାକୁ ହତ୍ୟା କରିଛି।  ମୁମୂର୍ଷୁ ଅବସ୍ଥାରେ ଭାଉଜକୁ ଉଦ୍ଧାର…

ହୀରାକୁଦ ଜଳଭଣ୍ଡାର ରେ ବିରଳ ମାଛ

ସମ୍ବଲପୁର,( ରମାକାନ୍ତ ବିଶ୍ବାଳ  ): ହୀରାକୁଦ ଜଳଭଣ୍ଡାରରେ ଏକ ବିରଳ ମାଛ ଦେଖିବାକୁ ମିଳିଛି । ମତ୍ସ୍ୟଜୀବୀଙ୍କ କହିବାନୁଯାୟୀ ନୂତନ ସ୍ପିଲୱେ ତିଆରି ହେବାକୁ ଥିବା ଫାଷ୍ଟକେଣ୍ଟ ଏରିଆରେ ଏହି  ମାଛ କୁ ଦେଖିଥିଲେ । ଏତେ ବଡ ମାଛ କେବେ ଦେଖାଯାଇନଥିବା ବେଳେ ଏହା ଏକ ବିରଳ ପ୍ରଜାତି ର ମାଛ…

ଉତ୍ତର ଦାୟିତ୍ବ ନେବ କିଏ? ଦାୟିତ୍ବ ଝାଡ଼ିବାରେ ବ୍ୟସ୍ତ ସିଡିଏମ୍ଓ ଏବଂ ଅଧୀକ୍ଷକ

୧୦୮ ଆମ୍ବୁଲାନସ କର୍ମଚାରୀଙ୍କ ଅବହେଳାରୁ ଶିଶୁ ମୃତ୍ୟୁ  କାର୍ଯ୍ୟରୁ ବିଦାହେଲେ ଦୁଇ ଡ୍ରାଇଭର ଓ ଫାର୍ମାସିଷ୍ଟ୍  ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ ମଧ୍ୟ ଏତଲା ଦେବା ନେଇ କୌଣସି ପ୍ରକ୍ରିୟା ନାହିଁ  ବାରିପଦା,(ଦିଲ୍ଲୀପ ମହାନ୍ତି ): ଜୀବନ…

ନଈ ସାଜିଛି ବାଧକ; ବାଜି ଲାଗିଛି ଜୀବନ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଦେଶ ସ୍ୱାଧୀନ ହେବାର ବହୁ ବର୍ଷ ଅତିବାହିତ ହୋଇଛି। ହେଲେ ରେଢ଼ାଖୋଲ ଉପଖଣ୍ଡର ନାକ୍ଟିଦେଉଳ ବ୍ଲକର ସମସ୍ତ ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତାରେ ଯିବାର ସୌଭାଗ୍ୟ ପାଇ ପାରି ନାହାନ୍ତି। ମାତ୍ର ୧ କିମି ରାସ୍ତା ଅତିକ୍ରମ କରିବାକୁ…

ଝାରସୁଗୁଡ଼ାର ଶତାଧିକ ଚାଷୀଙ୍କୁ ବେଦାନ୍ତ ଦ୍ୱାରା ଫଳ ଚାରା ବଣ୍ଟନ

ଝାରସୁଗୁଡା:(ସୁଭାଷ ସହାରେ) ଓଡିଶା; ବେଦାନ୍ତ ଘରପାଖରେ ବଗିଚା ସୃଷ୍ଟି କରିବା ପାଇଁ ଚାଷୀମାନଙ୍କୁ ଏକ ହଜାରରୁ ଅଧିକ ଉତ୍କୃଷ୍ଟ ମାନର ଫଳ ଚାରା ଯୋଗାଇ ଦେଇଛି। କମ୍ପାନୀର ଜୀବିକା ସଂବୃଦ୍ଧି ପ୍ରକଳ୍ପ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦୁଇଟି ଲକ୍ଷ୍ୟ ରହିଛି। ଏକପଟେ ଏଥିରୁ ଅମଳ ହୋଇଥିବା…

କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ : ଏସ ଏମ ସି କର୍ମଚାରୀଙ୍କ ନାମରେ ମିଳିତ ଏତାଲା ଦେଲେ ତହସିଲଦାର ଓ ବିଡିଓ। 

ଝାରସୁଗୁଡ଼ା /(ସୁଭାଷ ସହାରେ) : କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଓ ନିୟମକୁ ବେଖାତିର କରି ଝାରସୁଗୁଡ଼ାର ସରବାହାଲ ଅଞ୍ଚଳରେ ବୁଲାବୁଲି କରୁଥିବା  ଏସ ଏମ ସିର ଜଣେ କର୍ମଚାରୀଙ୍କ ନାମରେ ଝାରସୁଗୁଡ଼ା ବିଡିଓ ପ୍ରସନ୍ନ କୁମାର ପାଣ୍ଡେ ଓ କୋଲାବିରା ତହସିଲଦାର ତଥା କୋଭିଡ ମାଜିଷ୍ଟ୍ରେଟ ଗୋଲୋକ…

ଜିଲ୍ଲାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଙ୍ଗ ପାଇଁ ଅଧିକ ସଂଖ୍ୟକ ଲୋକ କରୁଛନ୍ତି ସ୍ବେଚ୍ଛାକୃତ ପରୀକ୍ଷା 

http://www.youtube.com/watch?v=UYqb3ndQ6oI ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ସହରରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣରେ ଆଣି କରୋନା ଜନିତ ସଂଖ୍ୟା…

ସାଂସଦ ଇଂ ବିଶ୍ୱେଶର ରଖିଲେ ବର୍ଷକର ହିସାବ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡୁ ଆଜି ବାରିପଦା ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ସାଂସଦ ଭାବରେ ଅତିବାହିତ କରିଥିବା ବର୍ଷକର ରିପୋର୍ଟକାର୍ଡ ଉନ୍ମୋଚନ କରିବା ସହିତ ପ୍ରଦାନ କରିଛନ୍ତି । ମୟୂରଭଞ୍ଜ…

ଉତ୍ତମ କରୋନା ଯୋଦ୍ଧା ଭାବେ ବିଡ଼ିଓ ଏବଂ ତହସିଲଦାର ସମ୍ମାନିତ

ବୁବୁଡା / ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ମଙ୍ଗଳବାର ଦିନ ଉତ୍ତମ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି। ସ୍ୱଚ୍ଛତା ଆୱାରନେଶ ଏଣ୍ଡ ଧାରା ଆସୋସିଏସନ ପକ୍ଷରୁ ପ୍ରତିଷ୍ଠାନର ସଭାପତି ତଥା ସମାଜସେବୀ ସୂର୍ଯ୍ୟ…