ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳଦାସଙ୍କୁ କରୋନା: ମେଦାନ୍ତରେ ଭର୍ତ୍ତି

ମଥୁରା (ଏଜେନ୍ସି)  ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର  ଟ୍ରଷ୍ଟର ସଭାପତି ତଥା ଶ୍ରୀକୃଷ୍ଣ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ  ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅସୁସ୍ଥ ହୋଇପଡ଼ିଛନ୍ତି । କରୋନା ଆଣ୍ଟିଜେନ୍ ପରୀକ୍ଷାରେ ପଜିଟିଭ୍ ଆସିବା ପରେ ତାଙ୍କୁ ମଥୁରାରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ…

ଚବିଶି ଘଂଟାରେ ୬୬,୯୯୯  ଆକ୍ରାନ୍ତ, ଯାଇଛି  ୯୪୨ ଜୀବନ 

 ଗତକାଲି ନମୁନା ଯାଞ୍ଚ ହୋଇଥିଲା  ୮,୩୦,୩୯୧ ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୬,୯୯୯   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୪୨  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୩,୯୬,୬୩୮   ହୋଇଥିବା ବେଳେ ସକ୍ରିୟ ଅଛନ୍ତି …

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜୀବିତ ଅଛନ୍ତି 

"ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି।" ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୂଚନାକୁ ଖଣ୍ଡନ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଜୀବିତ ଥିବା ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସ୍ପଷ୍ଟ କରିଛନ୍ତି ।  ଶ୍ରୀ ମୁଖାର୍ଜୀ କିଛି…

ସରକାରଙ୍କ ମାଲ, ନର୍ଦ୍ଦମା ମେ ଡାଲ : ଉଦ୍ଦେଶ୍ୟ ଯାଉ ଚୁଲୀକୁ 

ମାର୍କେଟ କମ୍ପ୍ଲେକ୍ସ ଘର ଅପରିଷ୍କାର ପଡି ରହିଛି, ପଞ୍ଚାୟତ ରାଜସ୍ୱ ହାରାଉଛି । ଝାରବନ୍ଧ-ମନୋହର ଦାଶ : ପଞ୍ଚାୟତର ରାଜସ୍ୱ ବୃଦ୍ଧି ଗରିବ ଲୋକଙ୍କୁ ଥଇଥାନ କରିବା ଲାଗି ଖର୍ଚ୍ଚ କରାଯାଇ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।ହେଲେ ଏଥିରେ ବର୍ଷ ବର୍ଷ ଧରି ଖାଲି…

ଓଳିଆରୁ ଗଜା

ଦୀନବନ୍ଧୁ ନାୟକ ‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାରସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା । ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ ।…

+୨ ବିଜ୍ଞାନ ପରୀକ୍ଷାରେ ଏମପିସି କନିଷ୍ଠ ବିଦ୍ୟାଳୟର ଛାତ୍ର ଆଶିଷ ଜିଲ୍ଲା ଟପ୍ପର  

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୨୦ ଫଳ ଅଗଷ୍ଟ ୧୨ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ରେ ପ୍ରକାଶ ପାଇଛି । ଏଥିରେ ବାରିପଦାସ୍ଥିତ ଏମପିସି କନିଷ୍ଠ ମହାବିଦ୍ୟାଳୟର ଛାତ୍ର ତଥା ବାରିପଦା ସହରର…

+୨ ବିଜ୍ଞାନ ପରୀକ୍ଷାରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୨୦ ଫଳ ଅଗଷ୍ଟ ୧୨ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ରେ ପ୍ରକାଶ ପାଇଛି । ଏଥିରେ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୨୨ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ…

ଜେଲ ମହାହିର୍ଦ୍ଦେଶକଙ୍କ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ

ବାରିପଦା(ଦିଲୀପ ମହାନ୍ତି )- ଜେଲ ବିଭାଗର ମହାହିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଅଚାନକ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ ଶେଷ କରି ଫେରି ଯାଇଥିବାର ସୂଚନା ମିଳିଛି । ମହାହିର୍ଦ୍ଦେଶକ ଶ୍ରୀଉପାଧ୍ୟାୟ କାରଗାରରେ ପହଁଞ୍ଚିବା ପରେ ଭିତରକୁ ପ୍ରବେଶ ନ କରି ଜେଲ ବାହାରର ଚତୁର୍ପାଶ୍ୱ …

“ଓଡିଶା ମୋ ପରିବାର” ଆନୁକୂଲ୍ୟରେ ଜୀବନ ବିନ୍ଦୁ  ରକ୍ତଦାନ ଶବିରରେ ୧୫୧ ୟୁନିଟ ରକ୍ତ ସଂଗୃହୀତ

ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ-୯ରୁ ଆରମ୍ଭ ହୋଇଥିବା ‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଆଜି ତୃତୀୟ ଦିନରେ ପହଁଞ୍ଚିଛି । ଆଜି ବାରିପଦାସ୍ଥିତ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ପରିସରରେ…

+୨ ବିଜ୍ଞାନ ପରୀକ୍ଷା ଫଳ : ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପାସହାର ୯୬ ପ୍ରତିଶତ 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟରେ +୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲା ୮୬.୫୧ ପ୍ରତିଶତ ଫଳାଫଳ ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ଗାଁ ଘୁନାଥ ସମବାୟ ମହାବିଦ୍ୟାଳୟ ପାସହାର ୯୬ ପ୍ରତିଶତ ରହିଛି । ଓଡ଼ଗାଁ କଲେଜରେ…