Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀଙ୍କ ଚାଷୀ କଲ୍ୟାଣ ଆଭିମୁଖ୍ୟ ମାର୍ଗରେ ରାଜ୍ୟସରକାର କଣ୍ଟା : ବିଜେପି
କୃଷି ଭିତିଭୂମି ପାଣ୍ଠି ଅଧୀନରେ ଏକ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି
ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ବାଧକ ସାଜିଛନ୍ତି ରାଜ୍ୟସରକାର:ସମୀର
ପ୍ରଧାନମନ୍ତ୍ରୀ…
କର୍ମଚାରୀ ଲଗାଇଲେ ସ୍ୱୟଂଚାଳିତ ହାତ ସାନିଟାଈଜ଼ କରିବା ଯନ୍ତ୍ର
ପଦ୍ମପୁର-ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ଙ୍କର ଅଫିସରେ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି ଶ୍ରୀ ମନୋଜ କୁମାର ପାତ୍ର । ଶ୍ରୀ ପାତ୍ର ସବୁ ସମୟରେ ନିଜର କାର୍ଯ୍ୟ କୁ ପ୍ରାଧାନ୍ୟ ଦେଇ ସବୁ ବେଳେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଅନ ଙ୍କର ସହିତ ରହିଥାନ୍ତି । କୋରୋନା…
୩ ବର୍ଷ ମଧ୍ୟରେ ମାହାଙ୍ଗାରେ ପ୍ରତି ଘରକୁ ବିଶୁଦ୍ଧ ପାଇପ ପାନୀୟ ଜଳ
ମାହାଙ୍ଗାରେ ବୃହତ୍ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ
ଉପକୃତ ହୋଇପାରିବେ ୨ ଲକ୍ଷରୁ ଉର୍ଧ୍ଵ ଜଣ ସାଧାରଣ
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର : (ଶାସକ ପ୍ରଶାସକ) / ରାଜ୍ୟର ଗ୍ରାମାଚଂଳରେ ବସବାସ କରୁଥିବା…
ସିଏସ୍ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ
ଭୁୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ (ସିଏସ୍ଆର୍) ସର୍ଭେ…
ଯୁବ ସମାଜ ନିକଟରେ ଥିବା ଦକ୍ଷତା ଓ ପ୍ରତିବଦ୍ଧତାର ସୁବିନିଯୋଗ ହେବା ଉଚିତ : ଡ଼ ଅରୁଣ
ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ଭର୍ଚ୍ୟୁଆଲ ବିଶ୍ୱ ଯୁବ ଦିବସ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ବିଶ୍ୱ ଯୁବ ଦିବସ ଭିଡିଓ କନଫରେନ୍ସ ବା ଭର୍ଚ୍ୟୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଓ ଉଚ୍ଚଶିକ୍ଷା…
“ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ”
କୋଭିଡ୍ ମୁକାବିଲା : ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି – ମୁଖ୍ୟମନ୍ତ୍ରୀ
ଅଗଷ୍ଟ ୧୫ ଅବସରରେ ଜିଲ୍ଲାସ୍ତରରେ ପ୍ଲାଜ୍ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ…
ଆଜି ୧୮୭୬ ଜଣ ନୂଆ ଆକ୍ରାନ୍ତ, ଆଗରେ ଖୋରଧା
୫୦ ହଜାର ପାର କରା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ୯ ଜଣଙ୍କ ଯାଇଛି ଜୀବନ |
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୧୮୭୬ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୭୨ ପହଁଚାଇଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ…
ନକଲି ପାସପୋର୍ଟ , ୪୦ ଏକାଉଣ୍ଟ ,୩୦୦ କୋଟିର ହାୱାଲା
ନୂଆଦିଲ୍ଲୀ (ଏଜେନ୍ସି ) : ନକଲି ଭାରତୀୟ ପାସପୋର୍ଟ ଆଉ ୪୦ଟି ବ୍ୟାଙ୍କ ଏକାଉଣ୍ଟରେ କରିଥିଲେ ୩୦୦ କୋଟିର ହାୱାଲା କାରବର | ଏପରି ଜଣେ କରିତକର୍ମା ଚାଇନିଜ ନାଗରିକଙ୍କୁ ଧରିଛି ଆଇଟି ବିଭାଗ | ଆଉ ଚଢ଼ାଉ କରିଛି ୨୧ରୁ ଉର୍ଧ୍ଵ ସ୍ଥାନରେ |
ଆୟକର ବିଭାଗ ମଙ୍ଗଳବାର ଦିନ ଭାରତରେ ହାୱାଲା…
ଚବିଶି ଘଂଟାରେ ୬୦,୯୬୩ ଆକ୍ରାନ୍ତ, ୮୩୪ ମୃତ
ଗତକାଲି ଦେଶରେ ମୋଟ ୭,୩୩,୪୪୯ ନମୁନା ପରୀକ୍ଷା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୦,୯୬୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୩୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୩,୨୯,୬୩୯ ହୋଇଥିବା ବେଳେ ସକ୍ରିୟ ଅଛନ୍ତି …
ହିଂସାକାଣ୍ଡର ପ୍ରଚ୍ଛଦପଟ୍ଟ ଖଳନାୟକ ନବୀନ ଶେଷରେ ପୋଲିସ ଖାପଚରେ
ବେଙ୍ଗାଲୁରୁ : ଶେଷରେ ଗିରଫ ହୋଇଛନ୍ତି ବିବାଦୀୟ ସୋସିଆଲ ମିଡ଼ିଆ ପୋଷ୍ଟ କରି ବେଙ୍ଗାଲୁରୁରେ ହିଂସାକାଣ୍ଡର କାରଣ ପାଲଟିଥିବା ନବୀନ | ନବୀନଙ୍କ ଏକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଗତକାଲି ରାତିରେ ବେଙ୍ଗାଲୁରୁରେ ଘଟିଥିଲା ହିଂସା |ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ ସେୟାର…