ସାମ୍ବାଦିକଙ୍କ ଧର୍ମପତ୍ନୀଙ୍କ ପରଲୋକ ଗମନ

0

ପୋଲସରା- ୩୧/୧୦ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ସାମ୍ବାଦିକ ସନ୍ତୋଷ ପଣ୍ଡାଙ୍କ ଧର୍ମପତ୍ନୀ ସବିତା ପଣ୍ଡାଙ୍କ ୪୫ ବର୍ଷ ବୟସରେ ଗତ ରାତ୍ର ପ୍ରାୟ ୧୨ ଟା ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ସବିତା ପଣ୍ଡା ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ସ୍ବର୍ଗତ ସବିତା ପଣ୍ଡାଙ୍କ ମାତ୍ର ୪୫ ବର୍ଷ ବୟସରେ ଅକାଳ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି। 

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା

Leave A Reply

Your email address will not be published.