Sign in
Sign in
Recover your password.
A password will be e-mailed to you.
ରେଢ଼ାଖୋଲରେ ନୂତନ ଉପଜିଲ୍ଲାପାଳ
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଉପଜିଲ୍ଲାପାଳ ଭାବରେ ପଦ୍ମନାଭ ବେହେରାଙ୍କୁ ରାଜ୍ୟସରକାର ନିଯୁକ୍ତ ଦେଇଥିବା ଜଣାପଡ଼ିଛି। ଏଠାରେ ଉପଜିଲ୍ଲାପାଳ ଥିବା ଡୋଳାମଣି ପଟେଲ ଙ୍କୁ ସୋନପୁର ଜିଲ୍ଲା DRDA PDଭାବରେ ନିଯୁକ୍ତି…
ଧନକଉଡା ବ୍ଲକ ଅଧିକାରୀଙ୍କ ଅବହେଳା, : ଘାଇ ହୋଇ ବାଲିଚରରେ ୩୦ ଏକର ରୁ ଉର୍ଦ୍ଧ ଫସଲ ନଷ୍ଟ , କ୍ଷତି ପୂରଣ ଦାବି l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅଧିକାରୀ , ଯନ୍ତ୍ରୀଙ୍କ ଅବହେଳା ତଥା ଠିକାଦାର ପ୍ରୀତି ପାଇଁ ବ୍ଲକର କଲାମାଟି ପଞ୍ଚାୟତ ଗ୍ରିଣ୍ଡୋଲାପାଲି ଗ୍ରାମର କଟାରେ ଘାଇ ହୋଇ ବାଲିଚରରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା…
ଲୋୟର ସୁକତେଲ କାମ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ବଲାଙ୍ଗିର (ନିରୋଜ ମିଶ୍ର)ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳି ଲୋୟର ସୁକତେଲ କାମକୁ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ବହୁ ଦିନରୁ ଲୋୟର ସୁକତେଲ ପ୍ରକଳ୍ପ…
ଝାରସୁଗୁଡ଼ା : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ଜିଲ୍ଲାର ଟପ୍ପର ହେଲେ ସମାପ୍ତିକା ଦାସ
ଝାରସୁଗୁଡ଼ା/ସୁବାଷ ସାହାରେ: ଝାରସୁଗୁଡ଼ା : ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ଜିଲ୍ଲାର ମହିଳା ମହା ବିଦ୍ୟାଳୟ ର ଛାତ୍ରୀ ସମାପ୍ତିକା ଦାସ ୮୧.୩୩ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ…
“ଓଡିଶା ମୋ ପରିବାରର”ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର: ୪ର୍ଥ ଦିନରେ ୪୦ ୟୁନିଟ ରକ୍ତ ସଂଗ୍ରହ
-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ "ଓଡ଼ିଶା ମୋ ପରିବାର" ଜୀବନ ବିନ୍ଦୁ ଆନୁକୂଲ୍ୟରେ ସପ୍ତାହ ବ୍ୟାପି ରକ୍ତଦାନ ଶିବିର ଗଜପତି ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ପାରଳାଖେମୁଣ୍ଡି ସ୍ଥିତ ନଗର…
“ଇଣ୍ଡିଆ” ପକ୍ଷରୁ ଶୁଖିଲା ଖାଦ୍ୟ ପକେଟ ବଣ୍ଟନ
ବୁଗୁଡା /ଡ଼. କୁମୁଦ ଚନ୍ଦ୍ର ବେହେରା : ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ "ଇଣ୍ଡିଆ" ପକ୍ଷରୁ ଗରିବ ଆଦିବାସୀ ଓ ହରିଜନ ଙ୍କ ସମେତ ନିଃସହାୟ ଓ ବିଧବା ମହିଳା ଏବଂ ଶ୍ରମଜୀବୀ ମାନଙ୍କୁ ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ଶୁଖିଲା ଖାଦ୍ୟ ପକେଟ ମାଗଣା ବଣ୍ଟନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ…
ନୂଆଁଖାଇ ଦିନ ସଟଡାଉନ କୋହଳ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବିପତ୍ର
ଝାରସୁଗୁଡ଼ା (ସୁଭାଷ ସହାରେ) : ନୂଆଁଖାଇ ଦିନ କୋଭିଡ କଟକଣାକୁ କୋହଳ କରିବାକୁ ଅନୁରୋଧ କରିଛନ୍ତି ପଶ୍ଚିମାଞ୍ଚଳ ଏକତା ମଞ୍ଚ। ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ ମଞ୍ଚ ଉଲ୍ଲେଖ କରିଅଛି ଯେ ଯେହେତୁ ନୂଆଁଖାଇ ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ବ ଅଟେ, ଏହାକୁ ଲୋକେ ବର୍ଷ…
ସାର ସମସ୍ୟା : କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ।
ଝାରସୁଗୁଡ଼ା /(ସୁଭାଷ ସହାରେ):ଝାରସୁଗୁଡ଼ା ଜିଲ୍ଲାରେ ରାସାୟନିକ ସାରର ଅଭାବ ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଚାଷୀ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସିର ଯୋଗାଇଦେବା ପାଇଁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ…
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହେଲା
http://www.youtube.com/watch?v=nskBg7L8zPQ
୨୩ ତାରିଖ ସକାଳ ୯.୩୫ ରୁ ୯.୫୦ ମଧ୍ୟେ ହେବ ନବାନ୍ନ ଲାଗି
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) :ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି।ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଅନୁଶାରେ ଅଗଷ୍ଟ ୨୩ ତାରିଖ…
ଆଜି ସୁସ୍ଥ ହେଲେ ୧୬୭୩
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୧୬୭୩ ଜଣ କରୋନା ରୋଗୀ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୬୪୭୮ରେ ପହଁଚିଲା
ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ ସୁସ୍ଥ ହେଲେ |
389 from Ganjam
177 from Khurdha
163…