ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସମ୍ବର୍ଧନା । 

0 2

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ  ବିଜେଡି ସଭାପତି ଅଶୋକ ଗୁରୁଙ୍କ ନେତୃତ୍ୱ ରେ ଆଜି ସାଲେପଡା ଛକ ଠାରେ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,(ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ) ମନ୍ତ୍ରୀ ଙ୍କୁ ସମର୍ଦ୍ଧନା ଦିଆଯାଇଥିଲା ଏ ଅବସରରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବନେତା ମୋତିଲାଲ ତନ୍ତୀ,ପୁର୍ବତନ ବ୍ଲକ ସଭାପତି ପ୍ରଦୀପ ସାହୁ,ଯୁବ ନେତା ମହେନ୍ଦ୍ର ଓରାମ,ଜଙ୍ଗଳା ସରପଞ୍ଚ ଗାନ୍ଧୀ ବେହେରା, ନାରାୟଣ ଶର୍ମା,ଦୟାନିଧି  ଭଇଁସାଲ,ଦିଲ୍ଲୀପ ଦୁରିଆ ଡ.ସନ୍ତୋଷ ସିଂ,ଫିରୋଜ ବାଗ,ତୁଳସୀ ଦାସ ଓରାମ, ସୁଶୀଲ କିଶନ, ଗୋବର୍ଦ୍ଧନ ସାହୁ,ସୁଧୀର ନାଥଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.