ଝାରସୁଗୁଡ଼ାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି ।

ଝାରସୁଗୁଡ଼ା :(ସୁଭାଷ ସହାରେ)  :ଝାରସୁଗୁଡ଼ାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଗୁରୁବାର ଦିନ ଝାରସୁଗୁଡ଼ାରେ ୧୬୭.୫ ମିମି, କୋଲାବିରାରେ ୧୯୯.୩ ମିମି, ଲଇକେରାରେ ୨୧୪.୮ ମିମି, କିର୍ମିରାରେ ୨୦୭.୮ ମିମି ହୋଇଥିବା ବେଳେ ଲଖନପୁରରେ ୯୪.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।…

ବନ୍ୟା ପରିସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ। : ସ୍ଥାନାନ୍ତରିତ କରାଗଲା ପ୍ରଭାବିତ ପରିବାରଙ୍କୁ। 

http://www.youtube.com/watch?v=OhNBIzqTcxI ଝାରସୁଗୁଡ଼ା:(ସୁଭାଷ ସହାରେ) ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ଅନେକ ପୋଲ ଭୁଷୁଡ଼ି ପଡ଼ିଥିବା ଦେଖାଯାଇଛି। …

ଭାରତର ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ ଓଡ଼ିଶା – ଧର୍ମେନ୍ଦ୍ର ପ୍ରଧାନ

• ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତ ରତ୍ନ  ଅବଦୁଲ କଲାମ ଦ୍ୱୀପପୁଞ୍ଜ ଦେଶର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି • ଆଇଏନ୍-ସ୍ପେଶର ପ୍ରତିଷ୍ଠା  ମହାକାଶ ଅଭିଯାନରେ ଭାରତକୁ ଆତ୍ମନିର୍ଭର କରିବ • ‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ ମହାକାଶ କାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ •…

ଲଗାଣ ବର୍ଷାରେ ବେହାଲ ପଦ୍ମପୁର ଉପଖଣ୍ଡ

ବରଗଡ :- ଗତକାଲି ସନ୍ଧ୍ୟା ସମୟରେ ଆରମ୍ଭ ହୋଇଥିବା ବର୍ଷା ବର୍ତମାନ ସୁଦ୍ଧା ଥମିବାର ନା ନେଉନାହିଁ । କ୍ରମାଗତ ଭାବରେ ଲଗାଣ ବର୍ଷା ଯୋଗୁଁ ପୁରା ପଦ୍ମପୁର ଉପଖଣ୍ଡ ବେହାଲ ହୋଇ ଗଲାଣି । ଉପଖଣ୍ଡ ର ଅନେକ ସ୍ଥାନରେ ସଡକ ଯୋଗାଯୋଗ ବାଧିତ ହୋଇଛି । ଏହାସହିତ ହଜାର ହଜାର ହେକ୍ଟର ରେ ଫସଲ ମଧ୍ୟ…

୨୦ ଘଣ୍ଟା ରୁ ଉର୍ଦ୍ଧ ହେବ  କଦଳୀଗଡ, କୁକୁଡାବାହାଳୀ  ଅଞ୍ଚଳରେ ବିଦ୍ୟୁତ୍ ସେବା ଠପ୍ 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  – ଗତକାଲି ଅପରାହ୍ନ ସମୟରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍  କଦଳୀଗଡ ଠାରୁ ଆରମ୍ଭକରି କୁକୁଡାବାହାଳୀ ପଞ୍ଚାୟତ  ଯାଏଁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।…

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ : କଳାରେ ଗୀତାଞ୍ଜଳି ପଣ୍ଡା ସର୍ବଶ୍ରେଷ୍ଠ ଗ୍ରାଜୁଏଟ

ପାରଳାଖେମୁଣ୍ଡିର / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୧୯-୨୦ର ଯୁକ୍ତତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପରୀକ୍ଷାର ଭୂଗୋଳ ବିଭାଗର “ସମ୍ମାନ” ରେ ଶୁଶ୍ରୀ ଗୀତାଞ୍ଜଳି ପଣ୍ଡା ପ୍ରଥମ ଶ୍ରେଣୀରେ…

ଅନ୍ ଲାଇନ୍ ଜାତୀୟସ୍ତରୀୟ  ସାଇ ଭଜନ ପ୍ରତିଯୋଗିତା : ବରିଷ୍ଠ ବିଭାଗରେ ପାରଳାଖେମୁଣ୍ଡିର ଆଶୁତୋଷ ମିଶ୍ର ଦ୍ୱିତୀୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ , ବସନ୍ତପୁର , କେନ୍ଦ୍ରପଡା ଓ ବେବୀ ବିଙ୍ଗ ପ୍ରିସ୍କୁଲ ରାଉରକେଲାର ମିଳିତ ଆନୁକୂଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟସ୍ତରୀୟ ସାଇ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ୩ଟି…

ସମୟ ର ଜିଲ୍ଲା ପ୍ରତିନିଧିଙ୍କ ପିତୃ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ବରିଷ୍ଠ ସାମ୍ବାଦିକ ତଥା ଗଜପତି ଜିଲ୍ଲା ସମୟର ଜିଲ୍ଲା ପ୍ରତିନିଧି ଗରୁଡ ଧ୍ଵଜ ଚୌଧୁରୀ ଙ୍କ ପିତା ବ୍ରହ୍ମପୁର ସ୍ଥିତ ଗୋଷାଣୀ ନୂଆଗାଁ ନିବାସୀ ଦାଶରଥି ଚୌଧୁରୀ (୯୪)ଙ୍କ ବୁଧବାର ଦିନ ବ୍ରହ୍ମପୁର ସ୍ଥିତ ଏମ୍ . କେ ସି.ଜି ମେଡ଼ିକାଲ ରେ ବିୟୋଗ…

ପୋଲାଭରମ : ଫାଇଦାରେ ଆନ୍ଧ୍ର, ବିନ୍ଧୁଛି ମାଲକାନଗିରିଵାସୀଙ୍କ ମରମ

ସଭିଏଁ କାନ୍ଦୁଛନ୍ତି ପୋଲାଭରମକୁ ନେଇ , ହେଲେ କାହା ଆଖିରେ  ଲୁହ ଟୋପେ ନାହିଁ  ଅନିଶ୍ଚିତତାର ଡୋରିରେ ଝୁଲୁଛି ମାଲକାନଗିରିବାସୀଙ୍କ ଭାଗ୍ୟ   ମାଲକାନଗିରି/କାଲିମେଳା ( ବି ଶ୍ରୀନିବାସ ପାତ୍ର)  :- ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ(…

ସାର କଳାବଜାରୀ ; ଜିଲ୍ଲା ପ୍ରଶାସନର ଚଢ଼ାଉ, ଦୋକାନ ସିଲ 

ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ୨୭ /୦୮ରେ ଗତକିଛିଦିନ ହେବ ମୌସୁମୀ ବର୍ଷାର ପ୍ରବାହ ଯୋଗୁଁ ଚାଷ କାମରେ  ଅଗ୍ରଗତି ଦେଖାଦେଇଛି । ଯାଦ୍ୱାରା ଚାଷୀ ମାନେ ଧାନ ଗଛ ରେ ରୋଗପୋକ ନିୟନ୍ତ୍ରଣ, ଉର୍ବର ରେ ବ୍ୟବହୃତ ସାର ପାଇଁ ସରକାରୀ ଲ୍ୟାମ୍ପ ଉପରେ ନିର୍ଭର…