Sign in
Sign in
Recover your password.
A password will be e-mailed to you.
ସାଂସଦଙ୍କ ଜାଲ ସ୍ୱାକ୍ଷରରେ ଏମ୍ପି ଲେଡ଼ ବଣ୍ଟନ : ସାଂସଦଙ୍କ ସମ୍ପର୍କୀୟ ଶଳା କାର୍ପଟଦାର
ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡୁଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ
ସମ୍ପର୍କୀୟ ଶଳା ସହ ବିଜେପି ସୋସିଆଲ ମିଡ଼ିଆ ସଦସ୍ୟ ଗିରଫ
ବାରିପଦା/ ଦିଲ୍ଲୀପ ମହାନ୍ତି : ସାଂସଦଙ୍କ ଜାଲ ଦସ୍ତଖତରେ ହାତପାଣ୍ଠି ବଣ୍ଟନ ଅନିୟମିତତା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲୁସ ଦୁଇ…
ଶିକୁଳୀରେ ବନ୍ଧା ଜୀବନ, ଜଂଗଲରେ କଟୁଛି ଦିନ
ବରଗଡ :- ପଦ୍ମପୁର ଉପ ଖଣ୍ତ ଝାରବନ୍ଧ ବ୍ଲକ ବିଲାସପୁର ଗ୍ରା.ପ.ଭଣ୍ତାରଜୋରୀ ଗ୍ରାମରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳେ। ଜମି,ବାସଗୃହ ନ ଥିବାରୁ ଏକ ପରିବାର ଭଣ୍ତାରଯୋରୀ ମୌଜାର ସିଦ୍ଧବାବା ଡଂଗର ତଳ ଜଂଗଲରେ ବସ ବାସ କରନ୍ତି।ପରିବାର ସଦସ୍ୟ ମାତ୍ର ୩ଜଣ। ବିଧବା ମା ସେବିକା ମଲ୍ଲିକ,…
ଉତ୍ତର ବିଧାୟକ ସୁଶାନ୍ତ ରାଉତ କୋଭିଡ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ କୋଭିଡ ପଜିତିଭ ଚିହ୍ନଟ ହୋଇଛନ୍ତି । ସେ ଆଜି ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନେ ନିଜ ନିଜର ପରୀକ୍ଷା କରାଇ ନେବା ପାଇଁ ସୁଶାନ୍ତ ଅନୁରୋଧ…
ସେପ୍ଟେମ୍ବର ଶେଷ ଯାଏ ସ୍ୱର୍ଗ ଦ୍ୱାର ମନା
ବାହାର ଜିଲ୍ଲା ଲୋକଙ୍କ ପାଇଁ ବଢ଼ିଲା ସ୍ୱର୍ଗଦ୍ୱାର ଶବ ସତ୍କାର କଟକଣା
ପୁରୀ/ ସ୍ୱତନ୍ତ୍ର ପ୍ରତିନିଧି : ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ଲାଗି ବୃଦ୍ଧି କରାଯାଇଛି। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରୀ କରାଯାଇଛି। ଏଥିସହ…
ଗଣ୍ଠିପୋକ,ପତ୍ରପୋଡ଼ା, ସଢା ରୋଗ ବଢ଼ାଇଛି ଚାଷୀଙ୍କ ମୁଣ୍ଡବିନ୍ଧା
ଔଷଧ ମିଳୁନି, ଯାହା ମିଳୁଛି ତାହା ଏକ୍ସାରୀ
ପଦ୍ମପୁର : ପଦ୍ମପୁର ଉପଖଣ୍ଡ ପଦ୍ମପୁର ବ୍ଲକରେ ଗଣ୍ଠିପୋକ,ପତ୍ରପୋଡ଼ା, ସଢା ରୋଗ ହେବା ଫଳରେ ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି। କୃଷି ବିଭାଗ ଦ୍ବାରା ଚାଷୀଙ୍କୁ ରିହାତି ମୂଲ୍ୟରେ କିଟନାଶକ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା…
ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ସ୍ବାୟତ୍ତ ଶାସନ ଦିବସ
ପଦ୍ମପୁର : ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ସ୍ବାୟତ୍ତ ଶାସନ ଦିବସ ୨୦୨୦ ନିରାଡାମ୍ବର ଭାବରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତାଙ୍କ…
ରାସ୍ତା କଡରୁ ବୃଦ୍ଧାଶ୍ରମ : ଲୋକଙ୍କ ସେବାରେ ସଦା ସର୍ବଦା ନିଷ୍ଠା ପରିବାର
ବରଗଡ :- ବରଗଡ ଜିଲ୍ଲା ଅତାବିରା ସରଣ୍ଡା ମନ୍ଦିର ଛକରେ ଏକ ଅଜଣା ବୃଦ୍ଧ ନଖାଇ ନ ପିଇ ପଡି ରହିଥିବା ଲକ୍ଷ୍ୟ କରି ଗଣମାଧ୍ୟମ ପ୍ରତିନିଧି ସୌମ୍ୟରଂଜନ ବେହେରା ଅଗଷ୍ଟ ୩୦ ତାରିଖରେ ବରଗଡ଼ରେ କାର୍ଯରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ…
ଆଜି ୧୧ ମୃତ୍ୟୁ ସହ ସବୁ ଜିଲ୍ଲାରୁ ମିଶେଇକି ୩୦୨୫
ଖୋର୍ଦ୍ଧାରେ ଛ ଶହରୁ ଅଧିକ, କଟକରୁ ୩୨୨
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୦୨୫ ଜଣ କରୋନା ପଜିଟିଭ | ଆଜି ରାଜ୍ୟରେ ୩୦୨୫ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୫୬୧ରେ ପହଂଚିଛି | ଆଜି ରାଜ୍ୟରେ…
ଶ୍ରୀନଗର ସେକ୍ଟରରେ ପ୍ରଥମ ମହିଳା ସିଆରପିଏଫ ଆଇଜି
ଜାମ୍ମୁ ସେକ୍ଟର ଦାୟିତ୍ୱରେ ଓଡିଶା କ୍ୟାଡର ଆଇପିଏସ ଅଫିସର ରଣପୀସେ
ନୂଆଦିଲ୍ଲୀ(ଶାସକ ପ୍ରଶାସକ) : ପ୍ରଥମ ଥର ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପରେ ପ୍ରଭାବିତ ଶ୍ରୀନଗର ସେକ୍ଟରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସମୁଖ୍ୟ ଭାବେ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ନିଯୁକ୍ତି |…
୨୪ ଘଣ୍ଟା ଭିତରେ ସାରା ଦେଶରେ ୬୯,୯୨୧/ ୮୧୯
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୬୯,୯୨୧ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୧୯ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୬,୯୧,୧୬୭ ହୋଇଥିବା ବେଳେ ଏ ଯାବତ ଦେଶରେ ୨୮,୩୯,୮୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |…