ଐତିହ୍ୟ କ୍ୟାବିନେଟ ବୈଠକରେ  ୭ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର(ଶାସକ ପ୍ରଶାସକ ) : ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଭାରତବର୍ଷର ଜଣେ ବିଶିଷ୍ଟ ମାନବବାଦୀ ବ୍ୟକ୍ତିତ୍ୱ । ଓଡ଼ିଶା ଓ ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ଅଗ୍ରଣୀ ସୈନିକ । ନବଉତ୍କଳର ସ୍ଥପତି । ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ଓ ସମ୍ବାଦପତ୍ର ‘ସମାଜ’ର ପ୍ରତିଷ୍ଠାତା । ଶିକ୍ଷା,…

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର ) ମାନସ ରଞ୍ଜନ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇଛନ୍ତି | ଶ୍ରୀ ମଙ୍ଗରାଜ  ଆଜି ଟୁଇଟ କରି ସୂଚନା ଦେଇଛନ୍ତି ଯେ " ମୋର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ…

ଅନ୍ଧବିଶ୍ୱାସ ଓ ଅଜ୍ଞାନତା କାରଣରୁ ବର୍ଷେରୁ ଉର୍ଧ୍ଵ ହେବ ଶିକୁଳିରେ ବନ୍ଧା ହୋଇଥିଲେ 

ଉପଜିଲ୍ଲାପାଳଙ୍କର ହସ୍ତକ୍ଷେପ ପରେ ବନ୍ଧନ ମୁକ୍ତ ହେଲେ ମାନସିକ ବିକାର ଗ୍ରସ୍ତ ଯୁବକ ବରଗଡ :- ଗତ ଦୁଇଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ଝାରବନ୍ଧ ବ୍ଲକ ବିଲସପୁର ପଞ୍ଚାୟତ ଭଣ୍ଡାରଜୋରି ଗ୍ରାମ ନିକଟସ୍ଥ ଏକ ପାହାଡ଼ ତଳେ ରହିଥିବା ଏକ ମାନସିକ ବିକରଗ୍ରସ୍ତ ଯୁବକକୁ ସିକୁଳିରେ ହାତଗୋଡ…

ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଘଟଣା : ଗିରଫ ହେଲା ହତ୍ୟା ଅଭିଯୁକ୍ତ ବାପୁନ ସାହୁ ।

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଏବଂ  ଅନୁଗୋଳ ଜିଲ୍ଲା ସୀମାନ୍ତର   ଟୁସର ପଞ୍ଚାୟତ ଓରଡା ଗରଗଡିଆ ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା  । ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର…

ବିଦ୍ୟୁତ ବିଭାଗର କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ଝାରସୁଗୁଡ଼ା ଜିଲ୍ଲାବାସୀ ।

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ାର ପୁରୁଣାବସ୍ତି ୱାର୍ଡ ନମ୍ବର ୧୭ ଅନ୍ତର୍ଗତ ଭାଟିପଡା ଅଞ୍ଚଳରେ ଗୋଟିଏ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ଗତ ୭୨ ଘଣ୍ଟାରୁ ଉର୍ଦ୍ଧ୍ବ ହେବ ବିଦ୍ୟୁତ ବିଛିନ୍ନ ହୋଇଯାଇଛି  ।ଏହାକୁ ନେଇ ବିଦ୍ୟୁତ ବିଭାଗରେ ଅଭିଯୋଗ ଫୋନ ମାଧ୍ୟମରେ ଦିଆଯାଇଥିଲା ଯାହାକୁ …

ପରୀକ୍ଷା ଡେଡ଼ଲାଇନ ବଢ଼ାଇବାକୁ ୟୁଜିସିକୁ ଅନୁରୋଧ କଲା ଓଡିଶା 

ଭୁବନେଶ୍ୱର (ଶାସକ ପ୍ରଶାସକ ) ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ୟୁଜିସି ଗାଇଡ୍ଲାଇନ ଅନୁସାରେ ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ସାରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ…

ଚାରିଦିନରେ ୬ ବିଧାୟକ କରୋନା ଆକ୍ରାନ୍ତ  

 ସୁଶାନ୍ତଙ୍କ ପରେ ପୁଣି ସୁନନ୍ଦା ଓ ବିକ୍ରମ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତ ୪ ଦିନ ଭିତରେ ଶାସକ ବିଜୁ ଜନତା ଦଳର ୬ ଜଣ ବିଧାୟକ (ଜଣେ ମନ୍ତ୍ରୀଙ୍କୁ ମିଶାଇ)  କରୋନା ପଜିଟିଭ ଚିହ୍ନଟ ହେଲେଣି | ଚାରିଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ…

ବିଧାୟକ ଶ୍ରୀକାନ୍ତଙ୍କ ପ୍ରୟାସ ଫଳରେ ଫେରିଲା ଶାନ୍ତି

 ଅଶାନ୍ତ ଗୋଲିଆରେ ଥମିଲା ଗୋଷ୍ଠୀ ଉତ୍ତେଜନା  ବୁଗୁଡା( ଡ଼. କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହି ବହୁ ବ୍ୟକ୍ତି ଆହତ ହେବା ସହ ୨୪ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ଏହିପରି ସ୍ଥଳେ ଅଗଷ୍ଟ ୩୧ ତାରିଖ ସୋମବାର ଦିନ…

ଆଜି ବି ୧୧ ମୃତ୍ୟୁ ସହ  ୩୨୧୯ କୋଭିଡ ସଂକ୍ରମିତ 

ଆଜି ୯ ଜିଲ୍ଲାରୁ ଆକ୍ରାନ୍ତ ତିନି ଅଙ୍କରେ  କେବଳ ୧୧ ଜିଲ୍ଲାରୁ ଆକ୍ରାନ୍ତ ୨୪୦୦ ଉପରେ   ଖୋର୍ଦ୍ଧାରେ ସାତଶହ ଉପରେ ,  କଟକରୁ ଚାରି ଶହ  ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି  ୩୨୧୯    ଜଣ କରୋନା…

ଅଧିବେଶନ ସମୟରେ ସାଂସଦମାନଙ୍କ ସପ୍ତାହାନ୍ତ ଛୁଟି ମନା

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ସଂସଦମାନଙ୍କ ସପ୍ତାହାନ୍ତ ଛୁଟି ମନା | ସଂସଦ ଶନିବାର ଓ ରବିବାରଦିନ ମଧ୍ୟ ଚାଲିବ ବୋଲି ଜଣାପଡିଛି | ଜୁଲାଇରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ମହାମାରୀ ପାଇଁ ଘୁଂଚି ଯାଇଥିବା ଯୋଗୁ ତାହା ସେପଟେମ୍ବର ୧୪ରୁ ଅକ୍ଟୋବର ୧…