Sign in
Sign in
Recover your password.
A password will be e-mailed to you.
ଜଳବନ୍ଦୀ ହାତୀ ଆକ୍ରମଣରେ ଜଣେ ମୃତ
ପଦ୍ମପୁର :- ଟାପୁରେ ଫସିଥିବା ହାତୀ ଆକ୍ରମଣ ଫଲରେ ଘନାମାଲ ଗ୍ରାମର ଜଣେ ମୄତ । ମୃତ ବ୍ୟକ୍ତି ଜଣକ ଘନମାଲ ଗ୍ରାମର ୫୦ ବର୍ଷିୟ ସପ୍ତ ନାଏକ ।ସୂଚନା ଅନୁସାରେ ଗତକାଲି ରାତିରେ ଘେଁଷ ରେଂଜ ଅଧିନସ୍ଥ ଝାଂଜପାହାଡରୁ ପଦ୍ମପୁର ରେଂଜ ବୁଢାଡୁଙ୍ଗୁରି ଅଭିମୁଖେ ଚାରିଗୋଟି ହାତୀ ବାହାରି ଥିବା ବେଳେ…
୨୪ ଘଣ୍ଟା ଭିତରେ ସାରା ଦେଶରେ ୭୮,୩୫୭ /୧୦୪୫
ମୃତ୍ୟୁ ଟପିଲା ୬୬୦୦୦, ଦିନକରେ ନମୁନା ଯାଞ୍ଚ ହୋଇଛି ଦଶ ଲକ୍ଷରୁ ଉର୍ଧ୍ଵ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୮,୩୫୭ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧୦୪୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୭,୬୯,୫୨୪…
ତଲାବିରା କୋଇଲା ଖଣି ରେ ୨ ଟି ସଂଗଠନର ଅନିର୍ଦ୍ଧିଷ୍ଟକାଳୀନ ଅନଶନ ଅନ୍ୟ ଏକ ସଂଗଠନର ଦାବୀ ପତ୍ର ପ୍ରଦାନ।
http://www.youtube.com/watch?v=zZnEqK1My9o
ରେଙ୍ଗାଲି,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଥିବା ତଲାବିରା (୨) ଏବଂ (୩) କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ ଚାଲିଥିବା…
ବନ୍ୟା କ୍ଷତିଗ୍ରସ୍ତ ଉଣେଇଶ ଖଣ୍ଡ ମୌଜାକୁ ଅବହେଳାକୁ ପ୍ରତିବାଦ ଜଣାଇଲା ଜିଲ୍ଲା କଂଗ୍ରେସ।
ଏନ ଏଚ୍ ୪୯ ବରଘାଟଠାରୁ ସୁଖାଗଡ଼ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ନିର୍ମାଣ ପାଇଁ ଦାବି।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ମହେନ୍ଦ୍ର ନାୟକଙ୍କ ନେତୃତ୍ବରେ ଝାରସୁଗୁଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ଅନ୍ତର୍ଗତ ଚିକିଲି, ଶରଧା,ମୁହୁଦି,…
ଏଲଆଇସିକୁ ବୁଡ଼େଇବା ଷଡ଼ଯନ୍ତ୍ରରୁ ବିରତ ରୁହନ୍ତୁ କେନ୍ଦ୍ର ସରକାର
ଏଲ.ଆଇ.ସିରେ ଆଇପିଓକୁ ବିରୋଧ ,ଘର ପରିିବାରରୁ ଆରମ୍ଭ ପ୍ରତିିବାଦ
ଝାରସୁଗୁଡ଼ା :(ସୁଭାଷ ସହାରେ) ଭାରତୀୟ ଜୀବନ ବୀମା ନୀଗମର ୬୪ତମ ପ୍ରତିିଷ୍ଠା ଦିିବସ ଅବସରରେ ପଲିିସିଧାରୀ,ଅଭିିକର୍ତା,ଉନ୍ନୟନ ଅଧିକାରୀ,କର୍ମଚାରୀ,ଅଧିକାରୀ ଓ ସାମୟିକ କର୍ମଚାରୀ ସମସ୍ତଙ୍କୁ ଅଭିିନନ୍ଦନ ଓ ଶୁଭେଚ୍ଚା।…
କଟକଣା କୋହଳ , ହେଲେ ରହିଛି କିଛି ନିଷେଧାଦେଶ
http://www.youtube.com/watch?v=n5aXnPYJjt0
ଚଳିତ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ସେପ୍ଟେମ୍ବର ମାସ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା , କରୋନା ଜନିତ କଟକଣାରେ ବହୁତ କିଛି କୋହଳ…
ଭର୍ଚୁଆଲ କ୍ୟାବିନେଟ୍ ବୈଠକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ରେ ନୀରବ ପ୍ରାର୍ଥନା
ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିବା ସହ ନୀରବ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତାଙ୍କର ବିଚାରଧାରା ଓ ଚିନ୍ତାଧାରା ସମସ୍ତଙ୍କୁ ଦୀର୍ଘ ସମୟ ଧରି ମାଗଦର୍ଶନ ଦେବ
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର କ୍ୟାବନେଟ୍ ଭର୍ଚୁଆଲ ବୈଠକ ଅବସରରେ ଆଜି ଭାରତ ରତ୍ନ…
ୟୁରିଆ ସାର କଲାବଜାରୀ, ଖଣ୍ଡନ କଲେ କୃଷି ଅଧିକାରୀ।
ଟିଟିଲାଗଡ(ଗୌରବ ଦରଜୀ): ସମୟ ଥିଲା ଚାଷୀ ମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ।ପରେ ଧାନ ବୁଣୁ ଥିଲେ।ଭଲ ବର୍ଷା ହେଲେ ଚାଷୀ ମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ।କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀ ମାନେ ସାର ବ୍ୟବହାର କରିବାର ବାଧ୍ୟତାମୂଳକ ନେଇଛନ୍ତି।ତେବେ ବଲାଙ୍ଗିର…
ସୁନ୍ଦରଗଡ଼ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କୁ ଭାବପୂର୍ଣ୍ଣ …
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :- ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ଶୋକସଭା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତିଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭାରେ ପୂର୍ବତନ…
ଶିମିଳି ପାଳ ରେ ମୃତ ହାତୀ ଶାବକ ଉଦ୍ଧାର :ଆନ୍ଥ୍ରାକ୍ସ ଜନିତ ମୃତ୍ୟୁ
ଯଶିପୁର/ବାରିପଦା (ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରୁ ୧୮ କିମି ଦୂର ଶିମିଳିପାଳ ବନ୍lଞ୍ଚଳର ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟରେ ଆଜି ଏକ ହାତୀ ଶାବକ ର ମୃତ ଦେହ ଦେଖିବାକୁ ମିଳି ଥିଲା l ଯଶିପୁର ଜାତୀୟ ଉଦ୍ୟାନ ରେଞ୍ଜ…