Sign in
Sign in
Recover your password.
A password will be e-mailed to you.
ଆଦିତ୍ୟ ଆଲୁମିନିୟମରେ ଜାତୀୟ ପୁଷ୍ଟିସାଧନ ସପ୍ତାହ ପାଳିତ
ଭୁବନେଶ୍ୱର : ସମ୍ବଲପୁର ଜିଲାର ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନିୟମ ଠାରେ ଜାତୀୟ ପୁଷ୍ଟିସାଧନ ସପ୍ତାହ ୨୦୨୦ ଚଳିତ ମାସ ୭ତାରିଖରେ ପାଳିତ ହୋଇଛି । ଏହି ଉତ୍ସବ ପାଳନ ଅବସରରେ ଲପଙ୍ଗା ବ୍ଲକର ଘିଚାମୋରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେର୍ବାଠାରେ ପ୍ରୋଜେକ୍ଟ ଆଦିତ୍ୟ ସୁପୋଷଣ ଅଭିଯାନ ଅଧୀନରେ…
ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା :୨୪ଟି ଚୋରା ବାଇକ ଜବତ ସହ ୬ ଜଣ ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସକୁ ବାଇକ ଲୁଟେରା ଗ୍ୟାଙ୍ଗ ଧରିବାରେ ଏକ ବଡ଼ ସଫଳତା ମିଳିଛି । ଏହି ସଫଳତାରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ୬ ଜଣିଆ ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ପୋଲିସ ୨୪ ଗୋଟି ବିଭିନ୍ନ…
ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫ୍ୟୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ…
ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
• କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ଯ୍ୟକ୍ରମରେ ସାମିଲ୍
• ଆନ୍ତର୍ଜାତିକ ସୌର ଆଲିଆନ୍ସର ସମନ୍ୱୟ ଜଳବାୟୁ କାର୍ଯ୍ୟକ୍ରମରେ…
ସ୍ବାଧୀନତା ସଂଗ୍ରାମୀ ସହିଦ ଗଣେଷ ଉପାଧ୍ୟାୟ ଙ୍କ ୨୧୧ ତମ ଜୟନ୍ତୀ ପାଳିତ
ସହିଦ ଗଣେଶ ଉପାଧ୍ୟାୟ ସୃତି ଚାରଣ ସମିତି ଓ ୟଙ୍ଗ ଷ୍ଟାରସ୍ ଚେରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ।
ଝାରସୁଗୁଡ଼ା/ସୁବାସ ସାହାରେ : ଝାରସୁଗୁଡ଼ା ପଞ୍ଚାୟତ ସ୍ଥିତ ଜମେରା ପଂଚାୟତର ସିଂଘାବଘା ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ଗଣେଷ ଉପାଧ୍ୟାୟଙ୍କ ଜନ୍ମ ମାଟିରେ ଆଜି ଜନ୍ମ ଜୟନ୍ତୀ ପାଳିତ…
ଇବ ନଦୀ ପୋଲରେ ପଡ଼ି ଭାସିଗଲା ଟ୍ରକ୍। ଦୁଇ ନିଖୋଜ, ସନ୍ଧାନ ଜାରି।
ଝାରସୁଗୁଡ଼ା :(ସୁଭାଷ ସହାରେ)-ମଙ୍ଗଳବାର ଅପରାହ୍ନରେ ଇବ ନଦୀ ଉପର ଦେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ନଦୀ ଭିତରେ ପଡ଼ିଯାଇଥିବା ସୂଚନା ମିଳିଛି। ଟ୍ରକରେ ଥିବା ଦୁଇଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।
ସୂଚନାନୁଯାୟୀ, ରେଙ୍ଗାଲିରୁ ଲଖନପୁର ଯାଉଥିବା ଏହି ଟ୍ରକ ଡ୍ରାଇଭର…
ଜୋଖିପାଲି ଗ୍ରାମ 7 ଦିନ ପାଇଁ ଶଟ ଡାଉନ ଘୋଷଣା କଲେ ସରପଞ୍ଚ
ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ
.ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ପାନୀୟ ଜଳଯୋଗାଣ ଠପ
ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଶଟ ଡାଉନ ଘୋଷଣା କଲେ ଜୋଖିପାଲି ଗ୍ରାମର ସରପଞ୍ଚ…
କରୋନା ନେଲା ଯୁବ ପୋଲିସ ଅଫିସରଙ୍କ ଜୀବନ :୧୫ ଦିନ ସଙ୍ଘର୍ଷ ପରେ ବୁଜିଲେ ଆଖି।
ଝାରସୁଗୁଡା:(ସୁଭାଷ ସହାରେ)କରୋନା ଯୁଦ୍ଧରେ ହାରିଗଲେ ଯୁବ ପୋଲିସ ଅଫିସର। ପୋଲିସ ଚାକିରୀରେ ଯୋଗଦେଇ ଦେଶସେବା କରିବାକୁ ଶପଥ ନେଇଥିବା ଏହି ଯୁବ ଅଧିକାରୀଙ୍କ ଅକାଳ ବିୟୋଗ ପୋଲିସ ବିଭାଗକୁ ଶୋକାକୁଳ କରି ଦେଇଛି।
କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ୧୫ ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ…
ମାନବ ସେବା ସଂଘ ‘ମୁକ୍ତିପଥ’ ଦ୍ବାରା ଅଜଣା ମହିଳାଙ୍କ ଶବ ସଂସ୍କାର।
ଝାରସୁଗୁଡ଼ା :(ସୁଭାଷ ସହାରେ) ଗତକାଲି ମାନବ ସେବା ସଂଘର 'ମୁକ୍ତିପଥ' ପକ୍ଷରୁ ଏକ ଅଚିହ୍ନା ମୃତ ଦେହର ସଂସ୍କାର ହିନ୍ଦୁ ନୀତି ନିୟମ ଅନୁଯାୟୀ କରାଯାଇଛି। ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୪୯ଟି ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।
ସୂଚନା ଅନୁଯାୟୀ…
ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାସ ହାର ୯୪ ପ୍ରତିଶତରୁ ଉର୍ଦ୍ଧ୍ବ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୦ ଯୁକ୍ତ ଦୁଇ କଳା ବିଭାଗରେ ପାସ ହାର ୯୪ ପ୍ରତିଶତରୁ ଅଧିକ ହୋଇଥିବା ଅଧ୍ୟକ୍ଷ ଡ଼ଃ ବ୍ରଜକିଶୋର ପାଢ଼ୀ ପ୍ରକାଶ କରିଛନ୍ତି। ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ…
ପୋଖରୀରେ ବୁଡି ଯୁବକ ମୃତ୍ୟୁ, ମେଡିକାଲରେ ପରିବାରକୁ ଭେଟିଲେ ବିଧାୟକ ।
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ୪୨ ବର୍ଷର ଜଣେ ଯୁବକ ପୋଖରୀର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ମେଡିକାଲକୁ ଯାଇ ମୃତକଙ୍କ ପରିବାରକୁ ଭେଟି…