Sign in
Sign in
Recover your password.
A password will be e-mailed to you.
ଚାଷୀଙ୍କ ମୁହଁରେ ଲେଉଟିଲା ହସ : ହିରାକୁଦରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଜମି ପୂର୍ବାବସ୍ଥାକୁ ଫେରିଲା
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ହିରାକୁଦ ସହର ଓଡ଼ିଶାର ଶିଳ୍ପ ତଥା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଆସିଛି । ଏଠାରେ କେନାଲ ସୁବିଧା ଥିବା ଯୋଗୁଁ ଚାଷ ମଧ୍ୟ ଭଲ ହୁଏ । କିନ୍ତୁ ଗତ ମାସରେ ହୋଇଥିବା ପ୍ରଥମ ଲଘୁଚାପ ଜନିତ ବର୍ଷାରେ ହିରାକୁଦର ହିଣ୍ଡାଲକୋ କାରଖାନା…
ବୁର୍ଲାରେ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ସହ କରୋନା ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର-ବୁର୍ଲା (ରମାକାନ୍ତ ବିଶ୍ବାଳ )- ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ର ଅବସର ରେ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ,ଜ୍ୟୋତି ବିହାର ପରିସର ରେ ଥିବା ମହାତ୍ମା ଗାନ୍ଧୀ ଙ୍କର ପ୍ରତିମୁର୍ତି ରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଂ ସିଦ୍ଧାର୍ଥ ଦାସ,ସମ୍ବଲପୁର ଜିଲ୍ଲା…
ଜୟନ୍ତପୁର ପିଚୁ ଫ୍ଯାକ୍ଟ୍ରିରେ ଲାଗିଲା ନିଆଁ-:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )-ଗୁରୁବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ଜିଲ୍ଲା ଜୟନ୍ତପୁର ପିଚୁ ଫ୍ଯାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା | ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଂଚି ନିଆକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଲକ୍ଷାଧିକ ଟଂକାର ପିଚୁ ଓ ଆଲକାତରା ପୋଡି ଯାଇଥିବା…
ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ସମର୍ଥନ ଓ ପ୍ରଶଂସା କଲେ ଦେଶ ବିଦେଶର ଶିକ୍ଷାବିତ, ଅଭିଭାବକ ଓ…
"ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ସମୟୋପଯୋଗୀ, ଶିକ୍ଷାକ୍ଷେତ୍ରରେ ଆଣିବ ବ୍ୟାପକ ସଂସ୍କାର"
“ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟଦେଶ ୨୦୨୦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ | ଏହି ଅଧ୍ୟାଦେଶ ଦ୍ୱାରା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଗୋଟିଏ ନିୟମାବଳୀରେ ପରିଚାଳିତ ହୋଇ…
କିସ୍ ଓ କିଟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭୁବନେଶ୍ୱର,(ଶାସକ ପ୍ରଶାସକ) : କିସ୍ ଓ କିଟରେ ଶୁକ୍ରବାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଂପୂର୍ଣ୍ଣ କୋଭିଡ୍ ନିୟମ ପାଳନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ୧୫୧ତମ…
ଜିଲ୍ଲା ସ୍ତରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପବିତ୍ର ୧୫୦ ତମ ଜୟନ୍ତୀ ପାଳନ
http://www.youtube.com/watch?v=TIRy1DRPpVY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପବିତ୍ର ୧୫୦ ତମ ଜୟନ୍ତୀ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା…
ଗାନ୍ଧୀ ଜୟନ୍ତୀରୁ ବିଜେଡ଼ି ଆରମ୍ଭ କଲା ମାସେ ବ୍ୟାପୀ କୋଭିଡ୍ ଜନସଚେତନତା ଅଭିଯାନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ମାସେ ବ୍ୟାପୀ କୋଭିଡ୍ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି । ସମଗ୍ର ରାଜ୍ୟରେ ବିଜେଡ଼ି କର୍ମୀମାନେ ଗାଁ ଗାଁ ବୁଲି କରୋନା ସଂକ୍ରମଣଠାରୁ ରକ୍ଷା ପାଇବାକୁ ଲୋକଙ୍କୁ ସତର୍କ କରାଇବେ । କୋଭିଡ୍ ନିୟମ ପାଳନ…
ମେଲଛାମୁଣ୍ଡା ପୁଲିସ ଖାପଚରେ କଫ ସିରପ ବେପାରୀ
ମେଲଛାମୁଣ୍ଡା(ମନୋଜ ଭୋଇ): ମେଲଛାମୁଣ୍ଡା ପୁଲିସ ଗୁରୁବାର ରାତ୍ରରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନିମାଲ ଛକରେ ଜଣେ କଫ ସିରଫ ବେପାରୀକୁ ଧରିବାରେ ସଫଳ ହୋଇଛି । କଫ ସରିଫ ବେପାରୀ ଜଣକ ସନିମାଲ ଗ୍ରାମର ଉଦ୍ଧବ ବେହେରା ବୋଲି ଜଣାପଡିଛି । ପୁଲିସ ଅଭିଯୁକ୍ତ ପାଖରୁ ୨୭ଗୋଟି ସିଲ ଥିବା ଏସକଫ,…
ବିଜୁ ଯୁବଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ୪୧ ୟୁନିଟ ରକ୍ତ ସଂଗ୍ରହ
ନୂଆପଡା(ଅମିତ ପୁରୋହିତ) : ବିଜୁ ଜନତା ଦଳର ମୋ ପରିବାର ଆନୁକୁଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ରେ ନୂଆପଡା ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ମାଧ୍ୟମରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ ଦେଶରେ ଲାଗି ରହିଥିବା କରୋନା ମହାମାରି କାରଣରୁ…
ପୁଅର ଚିତାର ଜୁଇ ନଲିଭୁଣୁ ପିତାଙ୍କ ମୃତ୍ୟୁ
ନୂଆପଡା ଜିଲ୍ଲାରେ ଥମୁନି କରୋନାରେ ମୃତ୍ୟୁ ମୃତ୍ୟୁସଂଖ୍ୟା ୩୦ ଛୁଇଁଲା
ନୂଆପଡା(ଅମିତ ପୁରୋହିତ) : ନୂଆପଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଥା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ବିଲକୁଲ ଧ୍ୟାନ ଦେଉ ନ ଥିବାର ଅଭିଯୋଗ ହେଉଛି ।…