Sign in
Sign in
Recover your password.
A password will be e-mailed to you.
ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼ ବି. ଭେଙ୍କଟରମଣଙ୍କ ପରଲୋକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଫିସର ଡ. ବି. ଭେଙ୍କଟରମଣଙ୍କ ଦିଲ୍ଲୀସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛିା ମୄଯଉଁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲାା ୧୯୫୦ ବ୍ୟାଚର ଏହି ପୂର୍ବତନ ପ୍ରଶାସକ ଓଡ଼ିଶାର ବିଭିନ୍ନ…
କୋରୋନା ଯୋଦ୍ଧାଙ୍କ କୋରୋନାକୁ ଭୟ !
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗର୍ଭବତୀ ଛଟପଟ ହୋଇ ପଡ଼ି ରହିଲେ ୩ ଘଣ୍ଟା।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ମୂଖ୍ୟ ଚିକିତ୍ସାଳୟରେ ବାରମ୍ବାର ଅବହେଳାର ଗୋଟିଏ ପରେ ଗୋଟିଏ ଉଦାହରଣ ଦେଖିବାକୁ ମିଳୁଛି। ମାତ୍ର ବେଦାନ୍ତ ଓ…
ସୋସିଆଲ ମିଡ଼ିଆ ମାଧ୍ୟମରେ ମା’ ସମଲେଶ୍ଵରୀଙ୍କ ଦର୍ଶନ ବ୍ୟବସ୍ଥା କଲା କୋଲାବିରାର ୭୦୦ ବର୍ଷ ପୁରୁଣା ମନ୍ଦିର।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର କୋଲାବିରା ଗ୍ରାମର ୭୦୦ ବର୍ଷ ପୁରୁଣା ସମଲେଶ୍ଵରୀ ମନ୍ଦିର। ଝାରସୁଗୁଡ଼ାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠ ପ୍ରତି ସ୍ଥାନୀୟ ଲୋକଙ୍କ ଦୃଢ଼ ଆସ୍ଥା ରହିଛି। ଦେବୀ ଲୋକଙ୍କ ସମସ୍ତ ମନସ୍କାମନା ପୂରଣ…
ବେଦାନ୍ତ ତରଫରୁ ଝାରସୁଗୁଡାରେ ଏଚ୍.ଆଇ.ଭି. ସଚେତନତା ଅଭିଯାନ।
ଝାରସୁଗୁଡା:( ସୁଭାଷ ସହାରେ)- ଦେଶର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡାର ଗ୍ରାମାଞ୍ଚଳରେ ଏକ ଏଚ୍.ଆଇ.ଭି / ଏଡସ୍ ସଚେତନତା ଅଭିଯାନର ଆୟୋଜନ କରି ଏହି ପ୍ରକ୍ରିୟାରେ 2000 ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି। ଓଡ଼ିଶା ରାଜ୍ୟ ଏଡସ୍ କଣ୍ଟ୍ରୋଲ୍ ସୋସାଇଟି (OSACS) ଙ୍କ…
ରାଜାଙ୍କ ମନ୍ତବ୍ୟକୁ ନେଇ ବାଲେଶ୍ୱରରେ କେଁ
ମନ୍ତ୍ରୀଙ୍କ ମନ୍ତବ୍ୟକୁ ଅତ୍ୟନ୍ତ ସମ୍ବେଦନତା ହୀନ ଓ ମାନବିକତା ଶୁନ୍ୟ ବୋଲି କହିଲା ବିଜେପି
ନିଜ ମନ୍ତବ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ ରାଜା ସ୍ୱାଇଁ
ବାଲେଶ୍ୱର/ଭୁବନେଶ୍ୱର (): ଏତେ ବଡ ଅଭିଜ୍ଞ ନେତା ହୋଇ ଏମିତି ପଦେ କଥା କହିଦେଲେ…
ବିଜେଡି ପାଇଁ କୁନୁପଣ୍ଡା ସାଜିଛନ୍ତି ମୁଣ୍ଡବିନ୍ଧା !!!!!
ବାଲେଶ୍ୱର,(ଶାସକ ପ୍ରଶାସକ ): ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀ ଓ କର୍ମୀ ମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଦୀର୍ଘଦିନ ଧରି ଅବହେଳାର ଶିକାର ହୋଇଥିବା ଭୋଟରମାନେ ବି ମୁହଁତୋଡ଼୍ ଜବାବ…
ଅଦ୍ୱୈତାରାଣୀ ଇଂରାଜୀରେ ଟପ୍ପର
ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଛାତ୍ରୀ ଅଦ୍ୱୈତାରାଣୀ ବେଦବାକ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ଇଂରାଜୀ ସମ୍ମାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇବାରେ ସେ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ । ଅଦ୍ୱୈତା…
ଶିକ୍ଷୟିତ୍ରୀ ବଧୁଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଶଶୁର ଅଟକ
ମଶାଣୀରୁ ଶବ ଜବତ କଲା ପୋଲିସ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଂଚାୟତ ଶିକ୍ଷୟିତ୍ରୀ ଝୁମୁରୀ ସାହୁ(୨୫)ଙ୍କୁ ଅଧିକ ଯୌତୁକ ଦାବୀରେ ଶାଶୁଘର ପରିବାର ଲୋକ ହତ୍ୟା କରିଥିବା ନେଇ ଭାଇ ପବିତ୍ର ସାହୁ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ…
ମହୁଲପାଲି ଥାନା ଟ୍ରିପଲ ମର୍ଡର ଘଟଣା : ଧରାପଡିଲେ ୨ ଅଭିଯୁକ୍ତ ।
କୁଚିଣ୍ଡା /ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗାଁ ରେ ହୋଇଥିବା ଟ୍ରିପଲ ମଡ'ର ଘଟଣାରେ ମହୁଲପାଲି ପୋଲିସ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଦୁଇଜଣ ଅଭିଯୁକ୍ତ ହେଲେ ବାପା ନବିନ ଦେହୁରି ଓ ପୁଅ ମଣ୍ଟୁ ଦେହୁରି ।…
କୁଚିଣ୍ଡା ବ୍ଲକ ଅଙ୍ଗନୱାଡି କର୍ମୀଙ୍କ ଦାବୀ ପତ୍ର ପ୍ରଦାନ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ କୁଚିଣ୍ଡା ପ୍ରକଳ୍ପ ର ଅଙ୍ଗନୱାଡ଼ି କର୍ମୀ ସରକାରଙ୍କ ଉଦ୍ଧେଶ୍ୟରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ, ବିଡ଼ିଓ, ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବ୍ଲକ୍ ସଭାନେତ୍ରୀ…