Sign in
Sign in
Recover your password.
A password will be e-mailed to you.
ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀଙ୍କ ବିୟୋଗ ।
ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡା ବ୍ଲକ ଜମେରା ପଞ୍ଚାୟତର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଫକୀର ରୋହିଦାସ ଙ୍କ ୬୮ବର୍ଷ ରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ୬ ବର୍ଷରୁ କିଡନି ଜନିତ ରୋଗରେ ପୀଡ଼ିତ ଥିଲେ।ଜଣେ ସଫଳ ବ୍ୟବସାୟୀ ତଥା ସମାଜସେବା ପାଇଁ ଆଖପାଖ ଅଞ୍ଚଳରେ ବେଶ୍ ଜଣାଶୁଣା…
ପଦାରେ ପଡିଲା ନବ ଦାସଙ୍କ ଡାଏଲଗ ‘ଆଗେ ମାଟି, ପରେ ପାର୍ଟି’ର ଉଦ୍ଦେଶ୍ୟ :ମିଳିତ ଆଦିବାସୀ ସମାଜ
ମନ୍ତ୍ରୀଙ୍କ ପୁଅ ଜମି ଲିଜ୍ ମାମଲା :ଆଦିବାସୀ ସମ୍ମିଳିତ ସମାଜର ବିରୋଧ।
ବିନା ଗ୍ରାମସଭାରେ ଜମି ଲିଜ୍ କିପରି ଦିଆଗଲା?
ରାଜ୍ୟର ସମସ୍ତ MADA ପଞ୍ଚାୟତ ସହିତ ଟିଏସପି ବ୍ଲକର ଜମିକୁ ସୁରକ୍ଷା ଦାବୀ।
ଜମି ଦୁର୍ନୀତି ମାମଲାରେ ଲିପ୍ତ ଥିବା ସମସ୍ତଙ୍କୁ ଗିରଫ କରାଯାଉ।…
ନୂଆ ସ୍ୱରୂପ ନେବ ସ୍ୱର୍ଗଦ୍ୱାର, ମାର୍ଚ୍ଚ ସୁଦ୍ଧା ସରିବ ପୁନଃବିକାଶ କାର୍ଯ୍ୟ
ପୁରୀ ଗସ୍ତରେ ୫-ଟି ସଚିବ ପାଣ୍ଡିଆନ, ବିକାଶ କାର୍ଯ୍ୟର କଲେ ସମୀକ୍ଷା
ପୁରୀ : ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ପୁନଃବିକାଶ କାର୍ଯ୍ୟ ସମ୍ପନ୍ନ ହେବ । ନୂଆ ସ୍ୱରୂପ ନେବା ସ୍ୱର୍ଗଦ୍ୱାର | ଗତ ଫନୀ ବାତ୍ୟାରେ ଅସଜଡ଼ା ହୋଇଯାଇଥିବା ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ…
ଭାଇଜିଉନ୍ତିଆ ଓଷା ପାଇଁ ଜିଲ୍ଲା ଉତ୍ସବମୁଖର
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ- କରୋନାର କଠିନ ପରିସ୍ଥିତି ମଧ୍ୟରେ ବି ଭାଇଜିଉଁନ୍ତିଆ ଓଷା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଉତ୍ସବମୁଖର ହୋଇଯାଇଥବାର ଦୃଷ୍ଟିଗୋଚର ହୋଇଛି | ଜିଲ୍ଲାର ପ୍ରାୟ ଘରେ ଘରେ ଆଜି ଭାଇଜିଉନ୍ତିଆ ଓଷା ପାଳନ ହୋଇଯାଇଛି । ଏହି ଓଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭଉଣୀମାନେ…
ବଲାଙ୍ଗିର ପୋଲିସକୁ ବଡ଼ ସଫଳତା
ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ପୋଲିସର ହାତରେ ଲାଗିଛି ବଡ଼ ସଫଳତା । ଏୟାର୍ଟେଲ୍ ଅଫିସ୍ ଓ ମେହେର ବ୍ୟାଟେରୀ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ । ସ୍ଥାନୀୟ ଆଦର୍ଶ ଟାଉନ୍ ଥାନାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବଲାଙ୍ଗିର ପୋଲିସ ଉପରୋକ୍ତ ଦୁଇ…
କୋଭିଡ କଟକଣା ରେ ଫିକା ପଡିଲା ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଭାଇ ଜିଉଁନ୍ତିଆ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଧରାବତରଣ କରିଛନ୍ତି ଜଗତ ଜନନୀ ମାଁ ଦୁର୍ଗା । ମାଁ ଙ୍କ ଶାରଦୀୟ ପୂଜା ସହ ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଭାଇ ଜୁଇଁତିଆ ର ସଂପକ ରହିଛି । ଭଉଣି ମାନେ ନିଜ ଭାଇର ମଙ୍ଗଳ କାମନା କରି ମହାଷ୍ଟମୀ ରେ ମାଁ ଙ୍କ ଠାରେ ପ୍ରାଥନା କରି ରଖିଥାନ୍ତି ଭାଇ ଜୁଇଁତିଆ…
ପରଲୋକରେ ରେଙ୍ଗାଲି ନାଗରୀକ ପରିଷଦର ଉପଦେଷ୍ଟା
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଗଣେଶନଗର ନିବାସୀ ଅବସରପ୍ରାପ୍ତ ଫରେଷ୍ଟର ବାଳକୃଷ୍ଣ ସାହୁଙ୍କ ୭୨ ବର୍ଷ ବୟସରେ ତାଙ୍କ ବାସଭବନରେ ଶୁକ୍ରବାର ପରଲୋକ ହୋଇଯାଇଛି।୧୨ ବର୍ଷ ହେବ ଚାକିରୀରୁ ସେ ଅବସର ଗ୍ରହଣ କରି ନିଜ ପରିବାର ସହ ରହୁଥିଲେ।ସେ ରେଙ୍ଗାଲି…
ଜଣାଶୁଣା ଆଇନଜୀବୀ ବିଭୁ ତ୍ରିପାଠୀ କରୋନା ପଜିଟିଭ, ଆଇସିୟୁରେ ଚିକିତ୍ସାଧୀନ
ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ସର୍ବୋଚ୍ଚ ନ୍ୟାୟାଳୟର ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ବାର ଆସୋସିଏସନ ଅଫ ଇଣ୍ଡିଆର ନ୍ୟାସନାଲ ଜଏଣ୍ଟ ଜେନେରାଲ ସେକ୍ରେଟାରୀ ବିଭୁ ପ୍ରସାଦ ତ୍ରିପାଠୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଦୁଇଦିନ ତଳେ ସେ ହଠାତ ଅସୁସ୍ଥତା…
ନିଷ୍ଠା ପରିବାର ତରଫରୁ ଜନସଚେତନତା କାର୍ଯ୍ୟକ୍ରମ
ବରଗଡ଼ :- କରୋନା ମହାମାରୀ ବର୍ତ୍ତମାନ ବିଶ୍ୱବାସୀଙ୍କର ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ସଚେତନ ଲୋକ ଘରୁ ବାହାରକୁ ବାହାରିବାକୁ ଡରୁଥିବା ବେଳେ ଏବେ ମଧ୍ୟ ଅନେକ ଅମାନିଆ କୋଣସି ସତର୍କତା ଅବଲମ୍ବନ ନକରି ରାସ୍ତାଘାଟ ଓ ବଜାରରେ ବୁଲୁଥିବା ସମସ୍ତ ଙ୍କର ପାଇଁ ଚିନ୍ତାର କାରଣ । ସରକାର ,…
ଗରିବକୁ ଘର ପାଇଁ ଜମି ଦେଇ ପାରୁନାହାନ୍ତି ସରକାର, କମ୍ପାନୀକୁ ପ୍ରଦୂଷଣ ପାଇଁ ଦିଆଯାଉଛି ଏକର ଏକର ଜମି
ମନ୍ତ୍ରୀଙ୍କ ପୁଅଙ୍କୁ ଜମି ଲିଜ୍ ଦେବା ମାମଲା,ପ୍ରତିକ୍ରିୟା ଦେଲେ ବିଜେପି ରାଜ୍ୟ ସଂପାଦକ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପୁଅଙ୍କ କମ୍ପାନୀକୁ ଇଡକୋର ଜମି ଲିଜ୍ ଦେବା ମାମଲା ବର୍ତ୍ତମାନ ରାଜନୈତିକ ବାତାବରଣକୁ ସରଗରମ କରିଛି। ଏହି ବିବାଦ ଉପରେ…