Sign in
Sign in
Recover your password.
A password will be e-mailed to you.
ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ
ଭୁବନେଶ୍ୱର :ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ ଭୁବନେଶ୍ୱର, ଅକ୍ଟୋବର ୨୩: ଚଳିତବର୍ଷ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁସ୍ନାଲ୍ ରାଙ୍କିଂ ଫ୍ରେମୱାର୍କ (ଏନ୍ଆଇଆରଏଫ) ରାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ…
ନିଟ ପରୀକ୍ଷାରେ ସୋଆ ଆଇ.ଏଚ୍.ଏସ୍.ଇ ର ଛାତ୍ରଛାତ୍ରୀଙ୍କ ସଫଳତା
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନଷ୍ଟିଟ୍ୟୁଟ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ରାଙ୍କ) ରଖି ସଫଳତା ହାସଲ କରିଛନ୍ତି ।
ନିଟ୍ରେ ସଫଳତା…
ଫସଲ ଉଜୁଡ଼ିଲା : କ୍ଷୟକ୍ଷତି ସହାୟତା ଦାବି କଲେ ଚାଷୀ
ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀ ମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଭଳ ବର୍ଷା ଏବଂ ଅନୁକୂଳ ପାଗ ଯୋଗୁଁ ଧାନ ଅମଲ କରିବାରେ ଚାଷୀ ମାନେ ଭଲ ଆଶା କରିଥିଲେ । ହେଲେ ଅଦିନିଆ ବର୍ଷା…
ଟିଟିଲାଗଡରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ।
ଟିଟିଲାଗଡ , (ଗୌରବ ଦର୍ଜୀ)-ଓଡ଼ିଶାରେ କୋରୋନା ବୃଦ୍ଧିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ଗତ କାଲି ୨୨ ଅକ୍ଟୋବର ସକାଳ ୧୦:୩୦ ସମୟରେ ଟିଟିଲାଗଡର ବିଜୁ ଜନତା ଦଳ…
ବାପା ସାଜିଲା ଦାନବ : ପାଞ୍ଚ ବର୍ଷ ର ପୁଅକୁ ପଥର ରେ ଛେଚି କଲା ହତ୍ୟା
ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଗୁରୁବାର ରାତି ଦୁଇଟା ବେଳେ ଚେପ ଦେହୁରୀ ତାର ପାଞ୍ଚ ବର୍ଷର ପୁଅ ସୁଦନ ଦେହୁରୀକୁ ପଥରରେ ଛେଚି ହତ୍ୟା କରିଛି ।ହତ୍ୟାକାରୀ ଚେପର ଘର କୁଳିଅଣା ଥାନା ବାଲିଡ଼ିହା ଗ୍ରାମରେ ହୋଇଥିବା…
ବିକାଶକୁ ଦେଖିବେ ଯଦି ଏଠିକି ଆସନ୍ତୁ, ଦେଖିଲେ ପେଟ ପୁରିଯିବ
ଜିଲାର ନା କନ୍ଧମାଳ : ପ୍ରଶାସନ ଢୁଳୋଉଛି, ସମସ୍ୟା ବି ମାଳମାଳ
କନ୍ଧମାଳ/ ଗଗନ କୁମାର ପ୍ରଧାନ : ଆଜି ବି ମୌଳିକ ସେବା ପାଇବାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ I ଏହି ପରି ଅନେକ ଗ୍ରାମ ଅଛି ଯେଉଁ ଗ୍ରାମକୁ କି ବର୍ତ୍ତମାନ ସୁଦ୍ଧା ଗମନାଗମନ ପାଇଁ ରାସ୍ତାଟିଏ ନାହିଁକି ମୋବାଇଲ…
ପୂରଣ ହେଲା ଘରର ସ୍ବପ
ପ୍ରଶାସନର ଉପସ୍ଥିତିରେ ଗୃହ ପ୍ରବେଶ କଲେ ଅନେକ ହିତାଧିକାରୀ
ବରଗଡ :- ମଣିଷକୁ ବଞ୍ଚିବା ପାଇଁ ମୁଖ୍ୟତଃ ଖାଦ୍ୟ , କପଡା, ଓ ଗୋଟେ ଘର ଏକାନ୍ତ ଆବଶ୍ୟକ । ପ୍ରତ୍ୟେକ ମଣିଷର ସ୍ୱପ୍ନ ନିଜର ଏକ ଘର । ଯେଉଁ ଘରେ ସେ ତାର ପରିବାର ସହିତ କୋଣସି ପରିସ୍ଥିତି ଖୁସିରେ ରହିପାରିବ । କିନ୍ତୁ ଆଜି…
କରୋନା କଟକଣା ସତ୍ୱେ ମାଁ ଜଗତଜନନୀ ସବୁ ମଣ୍ଡପରେ ପାଉଛନ୍ତି
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲା ସହ ଓଡ଼ିଶାର ସବୁ ସହର ଗୁଡିକରେ ସରକାରୀ ଗାଇଡ଼ ଲାଇନ ଅନୁସାରେ ଚାଲିଛି ମାଁ ଜଗତ ଜଣାନୀଙ୍କ ପୂଜାର୍ଚ୍ଚନା। ଯେଉଁଥିରେ ବଲାଙ୍ଗୀର ରେ ମଧ୍ୟ ରୀତିନୀତି ଅନୁସାରେ ଚାଲିଛି ମାଁ ଙ୍କ ପୂଜାର୍ଚ୍ଚନା। ରୁଗୁଡିପଡ଼ା, ଟିକ୍ରା ପଡ଼ା, ଶାନ୍ତି ପଡ଼ା…
ଅଭିଯୋଗ : ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ
ବନ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ
ବାରିପଦା: (ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଡ଼ାଡିହା ପଞ୍ଚାୟତର ନଛିପୁର ଗ୍ରାମର ଜଣେ ବ୍ୟକ୍ତି ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଥିବା ବେଳେ କରତବସା ରେଞ୍ଜରେ…
ଲିନେନ କ୍ଲବ ତରଫରୁ ଲିନେନ ଉତ୍ସବର ଶୁଭାରମ୍ଭ
ଭୁବନେଶ୍ୱର/ଶାସକ ପ୍ରଶାସକ : ଆଦିତ୍ୟ ବିର୍ଲା ଗ୍ରୁପ୍ର ଭାରତରେ ଅଗ୍ରଣୀ ଲିନେନ କପଡା ଓ ପୋଷାକ ବ୍ରାଣ୍ଡ୍ ଲିନେନ କ୍ଲବ ଓଡ଼ିଶାରେ ଲିନେନ ଉତ୍ସବ ପାଳନ ଶୁଭାରମ୍ଭ କରିଛି । ଏହି ଶିଳ୍ପରେ ଅଗ୍ରଣୀ ଥିବା ଲିନେନ କ୍ଲବ ଭାରତର ସର୍ବବୃହତ ଲିନେନ କପଡା ବ୍ରାଣ୍ଡ୍ ଏବଂ ସର୍ବୋତ୍ତମ ମାନର…