Sign in
Sign in
Recover your password.
A password will be e-mailed to you.
ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ
(ଭୁବନେଶ୍ୱର/ ଶାସକ ପ୍ରଶାସକ): କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ |
ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ…
ପୀଡ଼ିତା ଦିବ୍ୟାଙ୍ଗ ମହିଳାଙ୍କୁ ସହାୟତାର ହାତ ବଢ଼ାଇଲେ ସାମାଜିକ ସଂଗଠନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ଶୋଷଣ କରିଥିବା ଜଣେ ସ୍ଥାନୀୟ ଯୁବକଙ୍କ ବିରୋଧରେ ସ୍ଥାନୀୟ ମହିଳା ସଂଗଠନମାନେ ଥାନାରେ ଏତଲା ଦେବା ସହ ପୀଡ଼ିତାଙ୍କୁ ସହାୟତାର ହାତ…
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବିଭିନ୍ନ ପୂଜା ମଣ୍ଡପର ପୂଜା ପାଉଛନ୍ତି ମାଁ ଦୁର୍ଗା : ଭକ୍ତ ଶୂନ୍ୟ ପୂଜା ମଣ୍ଡପ।
ରେଙ୍ଗାଲି,(ରମାକାନ୍ତ ବିଶ୍ବାଳ): ମହାମାରୀ କରୋନା ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି। ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ଫିକା ପଡିଥିବାବେଳେ ପୂଜା ଉତ୍ସବ ମଧ୍ୟ ଫିକା ପଡିଯାଇଛି । ଗଣେଶ ପୂଜା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠି ମହାମାରୀ କରୋନାର ଭୟ ଲାଗିରହିଥିଲା । ତେଣୁ ଜନ…
ରାଜାଙ୍କ ପ୍ରଶ୍ନର ପାଲଟା ଜବାବ ଦେଲେ ସମୀର : ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପ୍ରଶ୍ନ କେବଳ ଚାଟୁକାରିତା ପାଇଁ ଉଦ୍ଦିଷ୍ଟ
ସାଢେ ଚାରିକୋଟି ଓଡ଼ିଆଙ୍କୁ ଆୟୁଷ୍ମାନ ଯୋଜନାରୁ ବଂଚିତ କାହିଁକି ରଖାଯାଇଛି ପ୍ରଥମେ ସ୍ପଷ୍ଟ କରନ୍ତୁ
" ତାଙ୍କୁ ମନ୍ତ୍ରୀ କରାଇଥିବା ଲୋକଙ୍କୁ ଖୁସି କରାଇବାକୁ ଶ୍ରୀ ସ୍ଵାଇଁଙ୍କର ଏହା କେବଳ ଚାଟୁକାରିତାପୁର୍ଣ ମନ୍ତବ୍ୟ"
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଟିକାକୁ ନେଇ ରାଜ୍ୟ…
ବିଜେପିକୁ ତା ନିଜ ଫିଂଗା ଜାଲରେ ଛନ୍ଦିଲେ ରାଜା : ଛାଡିଲେ କରୋନା ବାଣ
ଭୁବନେଶ୍ୱର ( ଶାସକ ପ୍ରଶାସକ) ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଜେପି ଉଦ୍ଦେଶ୍ୟରେ ମାରିଛନ୍ତି ଏକ କରୋନା ବାଣ | ବିହାରରେ ବିଜେପି ଫିଙ୍ଗିଥିବା କରୋନା ଜାଲରେ ଛନ୍ଦଇଛନ୍ତି ବିଜେପି କୁ | ଓଡିଶାରୁ କେନ୍ଦ୍ରରେ ମନ୍ତ୍ରୀ…
ବାଲେଶ୍ୱରର ରୁପସା, ସାରଥା ଏବଂ ପୁରୁଣା ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର
କରୋନା ସମୟରେ ମୋଦି ସରକାର ବାଲେଶ୍ୱରକୁ୯୨୨.୪୮ କୋଟି ଟଙ୍କାର ଦେଇଛନ୍ତି ସହାୟତା – ଧର୍ମେନ୍ଦ୍ର ପ୍ରଧାନ
• ଉତର ଓଡିଶାରେ ବାଲେଶ୍ୱରକୁ ବ୍ୟବସାୟିକ ପେଣ୍ଠସ୍ଥଳି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଦୃଢ ପ୍ରତିଶ୍ରୁତି
• ପ୍ରଧାନମନ୍ତ୍ରୀଙ୍କ ସହ ବାଲେଶ୍ୱରବାସୀଙ୍କ ସହ ରହିଛି ନିବିଡ…
ମାଁଙ୍କ ସନ୍ଧି ପୂଜା କଣ ଓ କାହିଁକି ।
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)-ସମ୍ବଲପୁର ଜିଲ୍ଲା ସହ ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦୁର୍ଗା। ପଞ୍ଜିକା ଅନୁସାରେ ଆଜି ପିଠେ ନବମୀ । ମଣ୍ଡେପେ ମାଁଙ୍କର ଅଷ୍ଟମୀ ପୁଜା । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ । ଆଜି ନବରାତ୍ରୀର ଅନ୍ତିମ ଦିନ ଏବଂ ମଣ୍ଡପରେ ମାଁଙ୍କର…
ଏମସିଏଲ ଚଞ୍ଚକତା କରୁଥିବା ଅଭିଯୋଗ କରି ଅନଶନରେ ବସିଲେ ନୀଳମଣି।
ଅଧିଗ୍ରହଣ କଲା ୩ ଏକର ଜମି, ଦେଲା ନାହିଁ କ୍ଷତିପୂରଣ ବା ଚାକିରି।
ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରିଛି ଏମସିଏଲ ଓ କାମ ଆରମ୍ଭ କରିଛି।
ଅନଶନରେ ବସିଛନ୍ତି, ଚାରିପଟୁ ମାଟିଖୋଳା ଆରମ୍ଭ।
ଝାରସୁଗୁଡ଼ା :(ସୁଭାଷ ସହାରେ)-'ଏକଲା ଚଲୋରେ' ନୀତି ଅବଲମ୍ବନ କରି ଅନଶନରେ…
କଣ୍ଟେନମେନ୍ଟ ଜୋନ ଉଠାଇବା ପାଇଁ ଦାବୀ କଲା ଜିଲ୍ଲା ବାର ଏସୋସିଏସନ।
ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜିଲ୍ଲା ବାର ଏସୋସିଏସନ ମଧ୍ୟ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଏହି…
ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଜଗନ୍ନାଥପୁର ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର
ମଙ୍ଗ ଧରିଲେ ଡଃ ପ୍ରକାଶ ତ୍ରିପାଠୀ ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ
ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ବାରବାଟିଆ ଗ୍ରାମ ୱାର୍ଡ ନମ୍ବର- ୧୪ ଓ ମୁକଳ ଗ୍ରାମରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ ଙ୍କ…