ଗୋଲାମୁଣ୍ଡା, କେଗାଁ ପୋଲିସର ବଡ଼ ସଫଳତା 

0

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଅନେକ ଡକାୟତି ବଢ଼ିବଢ଼ି ଚାଲିଛି !  କିଛିଦିନ ତଳେ ମହାଲିଙ୍ଗରେ ଡକାୟତମାନେ ଚୋରିକରୁଥିବା ସମୟରେ କାର୍ଯ୍ୟରତ ଗୃହରକ୍ଷୀମାନେ ଥାନାକୁ ଫୋନ କରିବା ପରେ କେଗାଁ ପୋଲିସ ଭାଟିପଡ଼ା ତିନିଛକ ଠାରେ ପାଞ୍ଚ ଜଣଡକାୟତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିଲେ ଆଜି କେଗାଁ ପୋଲିସ ଆଇ ଆଇ ସି କାଁହୁ ଚରଣ ସ୍ୱାଇଁଙ୍କ ଦ୍ୱାରା କେଶନଂ  02/21 u/s 399/402 ଭାରତୀୟ ପିଙ୍ଗଳ କୋଡ଼ 28 ଧାରାରେ କେଶ ରୁଜୁ କରି ଧର୍ମଗଡ଼ କୋର୍ଟ ଚାଲାଣ କରିଛନ୍ତି ! ଗିରଫ ହୋଇଥିବା ଆସାମୀ ହେଲେ ନିରାକାର ତାଣ୍ଡି ବେଲପଡା ଥାନା ବଙ୍ଗୋମୁଣ୍ଡା, କପିଳାସ ମେହେର ଭାଳୁମୁଣ୍ଡା ଥାନା ବଙ୍ଗୋମୁଣ୍ଡା, ପ୍ରଶାନ୍ତ ମଚାକୁଣ୍ଡ  କଣ୍ଟାବାଞ୍ଜି, ମନୋଜ କୁମ୍ଭାର ଅମିଳlପାଳି ଥାନା ଖଡ଼ିଆଳ, ଧର୍ମ ପୁଟେଲ ମୋହରା ଥାନା ଖଡ଼ିଆଳ |

: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ନହୁସ ବାଗଙ୍କ ରିପୋର୍ଟ-ଶାସକ ପ୍ରଶାସକ

Leave A Reply

Your email address will not be published.